Headlines

ମାଟାପାକା ପଞ୍ଚାୟତରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ: ସମୁଦାୟ ୨୫ଟି ଅଭିଯୋଗ ପତ୍ର ଗୃହୀତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୮/୦୮/୨୬: ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଟାପାକା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି ଓ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍., ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ପ୍ରମୁଖ…

Read More

ଆସ୍କା ସିଦ୍ଦେଶ୍ଵର ମନ୍ଦିରରେ ଶିବ ଭକ୍ତଙ୍କ ଅକାଳ ମୃତ୍ୟୁ

ମହେଶ୍ଵର ଦିଗାଲ/ ସାମ୍ବାଦିକ/ ସମୀକ୍ଷା/କନ୍ଧମାଳ, ତା18/8/2026: ଶିବଙ୍କ ଦର୍ଶନ ଓ ଜଳା ଅଭିଷେକ ପାଇଁ ସୁଦ୍ଵର କନ୍ଧମାଳ ଜିଲ୍ଲା, ରାଇକିଆ ବ୍ଲକର ଡଡ଼ିଙ୍ଗିଆ ଗ୍ରାମର ଜଣେ ଶିବଭକ୍ତଙ୍କ ମଧ୍ଯରେ ଦୁଃଖର ଛାୟା ସାରା ଓଡ଼ିଶାକୁ ଚକିତ କରିଛି । କିଛି ଦେଖିବା ଜାଣିବା ଭାବିବା ପୂର୍ବରୁ ମୃତ୍ୟୁ ଏମିତି ବି ଆସେ । ରାଇକିଆ ଥାନା ଅନ୍ତର୍ଗତ ଡୋଡିଙ୍ଗିଆ ଗ୍ରାମର ସ୍ଵର୍ଗତ କିଶୋର ବିନ୍ଦାଣୀଙ୍କ ମଝିଆ ପୁଅ ଲିଚୁ ବିନ୍ଦାଣୀ (36) ଶିବଭକ୍ତ ଭାବେ ବଲବମ୍ ଯାତ୍ରାରେ…

Read More

ମୟୂରଭଞ୍ଜ: ସପ୍ତାହଟେ ଭିତରେ ଦୁଇ ଦୁଇଥର ବର୍ଷା ଓ ବନ୍ୟା ଆକ୍ରମଣ କଲାଣି କଲବଲ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୧୭/୮: ସପ୍ତାହଟେ ନହେଉଣୁ ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଦୁଇଥର ରେଡ଼ ଆଲର୍ଟ ସତର୍କ । ୧୬ ତାରିଖ ପୂର୍ବ ସୂଚନା କ୍ରମେ ସୋମବାର ପୁଣିଥରେ ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା । ପରିସ୍ଥିତି ସଜାଡ଼ିବାରେ ସଭିଙ୍କର ସବୁ ଶ୍ରମ ବୃଥା ହେବାରେ ଲାଗିଛି । ଘର, ଚାଷଜମି, ରାସ୍ତାଘାଟ ସବୁ ଉଜାଡ଼ିବାକୁ ପିଛା ଛାଡୁନାହିଁ ଏ ସପ୍ତାହ ଭିତରେ ଲାଗି ରହିଥିବା…

Read More

ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌)ର ଦେଶବ୍ୟାପୀ ଆନ୍ଦୋଳନ: ମାଲକାନଗିରି ଜିଲ୍ଲାପାଳଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୭/୦୮/୨୬: ମାଲକାନଗିରି ଜିଲ୍ଲାରେ ଶ୍ରମିକ ଓ କର୍ମଚାରୀଙ୍କ ହକ୍ ପାଇଁ ଗର୍ଜିଛି ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍)। ରାଞ୍ଚିଠାରେ ଆହୂତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ ଦିଆଯାଇଥିବା ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ କ୍ରମେ ମାଲକାନାଗିରି ଜିଲ୍ଲା ଶାଖା ପକ୍ଷରୁ ଆଜି ହଜାର ହଜାର ଶ୍ରମିକ , ଅଙ୍ଗନାୱାଡ଼ି କର୍ମୀ ଓ ଆଶା କର୍ମୀ ରାଜରାସ୍ତାକୁ ଓହ୍ଲାଇ ସ୍ଥାନିୟ ବସ୍ ଷ୍ଟାଣ୍ଡ ଠାରୁ ବାହାରି ଏକ ରାଲି ମାଧ୍ୟମରେ…

Read More

ତେନ୍ତୁଳିଖୁଣ୍ଟି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର, ତା. ୧୭.୦୮.୨୦୨୬: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ନିମନ୍ତେ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର…

Read More

ଫୁଲନଖରା: କୋଭେଣ୍ଟ ଗାର୍ଡେନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଫୁଲନଖରା/ସମୀକ୍ଷା ନ୍ୟୁଜ୍‌/ ସ୍ୱତନ୍ତ୍ର ପ୍ରତିନିଧି/ ୧୫ ଅଗଷ୍ଟ ୨୦୨୬: ଫୁଲନଖରାସ୍ଥିତ ଅଡାଲିଆ କୋଭେଣ୍ଟ ଗାର୍ଡେନ ପରିସରରେ ଆଜି ୮୦ତମ ସ୍ୱାଧୀନତା ଦିବସ ଆନନ୍ଦ-ଉଲ୍ଲାସ ସହ ପାଳିତ ହୋଇଯାଇଛି। ସକାଳ ୯ ଘଟିକା ସମୟରେ ଅନୁଷ୍ଠିତ ଏହି ଉତ୍ସବରେ ଭାରତୀୟ ନୌସେନା ଭେଟେରାନ୍ କ୍ୟାପଟେନ୍ ଦେବେଶ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସୋସାଇଟିର ପ୍ରାୟ ୧୦୦ ଜଣ ଅନ୍ତେବାସୀ ଏହି ଉତ୍ସବରେ ସାମିଲ ହୋଇଥିଲେ। ପ୍ରାରମ୍ଭରେ “ବନ୍ଦେ ମାତରଂ” ଓ ପରେ…

Read More

​ତାଳଚେର ପୌରାଞ୍ଚଳ ୨୦ ନମ୍ବର ୱାର୍ଡରେ ୩୫ ବର୍ଷ ପୁରୁଣା କଲୋନୀରେ ନାହିଁ ଡ୍ରେନେଜ୍ ବ୍ୟବସ୍ଥା, ବର୍ଷ ବର୍ଷ ଧରି ଲୋକେ ହନ୍ତସନ୍ତ

ପୁଲକେଶ୍ୱର ମିଶ୍ର/ ସମୀକ୍ଷା ନ୍ୟୁଜ୍‌/ ସ୍ୱତନ୍ତ୍ର ପ୍ରତିନିଧି/ ତାଳଚେର: ​ସ୍ୱଚ୍ଛ ଭାରତ ଓ ସହର ବିକାଶର ବଡ଼ ବଡ଼ ଡିଣ୍ଡିମ ପିଟୁଛି ପ୍ରଶାସନ, ହେଲେ ତାଳଚେର ପୌରାଞ୍ଚଳର ଏହି ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଉପସ୍ଥିତ ଅଛୁ ତାଳଚେର ପୌରପାଳିକାର ୨୦ ନମ୍ବର ୱାର୍ଡରେ।​ଜାତୀୟ ରାଜପଥ (NH) ସହକାରୀ ନିର୍ବାହୀ ଯନ୍ତ୍ରୀ (AEE)ଙ୍କ କାର୍ଯ୍ୟାଳୟ ଓ ନିକଟସ୍ଥ ପାଣି ଟାଙ୍କି ନିକଟରୁ ଆରମ୍ଭ ହୋଇ ରାଜକିଶୋର ଶତପଥୀଙ୍କ ରାସନ ଦୋକାନ ପର୍ଯ୍ୟନ୍ତ…

Read More

୮୦ତମ ସ୍ଵାଧୀନତା ଦିବସ ଅବସରରେ ବାଲିଗୁଡ଼ାର ମିନିଷ୍ଟାଡିୟଠାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଣିତା ଦାସ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କଲେ

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ/ ସମୀକ୍ଷାନିୟୁଜ/ ବାଲିଗୁଡ଼ା ତା- ୧୫/୦୮/୨୦୨୬ ଦେଶର ୮୦ତମ ସ୍ଵାଧୀନତା ଦିବସ ଅବସରରେ ବାଲିଗୁଡ଼ାର ମିନିଷ୍ଟାଡିୟଠାରେ ଉତ୍ସାହ ଓ ଦେଶାତ୍ମକ ବୋଧର ପରିବେଶରେ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଉତ୍ସବରେ ବାଲିଗୁଡା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରଣିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ । ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗିତ ଗାନ କରାଯାଇଥିଲା । ଏହା ପରେ ସ୍ୱାଧିନତା ସଂଗ୍ରାମୀ ସଂଗ୍ରାମୀ…

Read More

ସୁବର୍ଣ୍ଣପୁର: ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ

ରଞ୍ଜନ ହୋତା/ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର, ୧୬-୦୮: ସ୍ବାଧୀନତା ଦିବସ ଅବସରରେ ଗତ କାଲି ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ନଗରପାଳ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପ ରାଜ ସାହୁ , ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ, ଅତିରିକ୍ତ ଏସପି କେ କେ ହରିପ୍ରସାଦ ଓ ପୌର ପରିଷଦ ଅଧ୍ଯକ୍ଷା ତାମସୀ ତମସ୍ମିତା…

Read More

ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କଲେ: ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ  ପାଳିତ

ଲିପିକା ଦାସ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ /ରାଉରକେଲା, ୧୫/୮/ ୨୦୨୬ : ରାଉରକେଲାର ଉଦିତନଗର ପଡ଼ିଆଠାରେ ୮୦ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସରରେ ସେ ଭାରତର ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା…

Read More