Headlines

ଏକ ଶୁଭ ସଙ୍କେତ: ତାଳଚେର ପୌରାଧ୍ୟକ୍ଷ ପବିତ୍ର ଭୂତିଆଙ୍କ ଦ୍ୱାରା ସ୍ୱଚ୍ଛତା ଓ ବିକାଶ ପାଇଁ ବାଇକ୍‌ରେ ସହର ପରିକ୍ରମା

ପୁଳକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍/​ତାଳଚେର, ଅନୁଗୋଳ 23/8: ଆଜି ତାଳଚେର ପୌରପାଳିକାର ଅଧ୍ୟକ୍ଷ (ନଗରପାଳ) ଶ୍ରୀ ପବିତ୍ର ଭୂତିଆ ନିଜର ୱାର୍ଡ ମେମ୍ବର ତଥା ପୌର କର୍ମଚାରୀମାନଙ୍କୁ ସାଥିରେ ନେଇ ମୋଟରସାଇକେଲ୍ ଯୋଗେ ସମଗ୍ର ସହର ପରିକ୍ରମା କରିଛନ୍ତି। ଏହି ଗସ୍ତ ସମୟରେ ସେ ସହରର ସ୍ୱଚ୍ଛତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ତାଳଚେରର ସାମଗ୍ରିକ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ​ମୋଟରସାଇକେଲ୍‌ରେ ଗଳିକନ୍ଦି ବୁଲି ପ୍ରତ୍ୟେକ ଅଞ୍ଚଳର ସ୍ଥିତି ପରଖିବା ତାଳଚେର ସହର…

Read More

ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ :ଶିକ୍ଷାର ଗୁଣାତ୍ମକ ମାନ ଓ ଭିତ୍ତିଭୂମି ବିକାଶ ଉପରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ସମୀକ୍ଷା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ମୁଖ୍ୟ ଅଧ୍ୟକ୍ଷତା କରି ଶିକ୍ଷାର ଉନ୍ନତି ଏବଂ ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ଦୀର୍ଘମିଆଦୀ ରଣନୀତି ଉପରେ ଆଲୋଚନା କରିଛନ୍ତି।ବୈଠକରେ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଉତ୍କର୍ଷତା ବୃଦ୍ଧି କରିବା ସହ ବିଦ୍ୟାଳୟର ସାମଗ୍ରିକ ବିକାଶ ଉପରେ ସ୍ୱତନ୍ତ୍ର…

Read More

‘କୋଇଲା ନଗରୀ’ ତାଳଚେର: ସମୃଦ୍ଧ ଇତିହାସ ପଛରେ ହଜିଛି ସୌନ୍ଦର୍ଯ୍ୟ, ବିକାଶ ଓ ମୌଳିକ ସ୍ୱାସ୍ଥ୍ୟସେବା

​ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍/ ତାଳଚେର, ଅନୁଗୋଳ: ​ଐତିହାସିକ ଗୌରବ ଓ ଅର୍ଥନୈତିକ ଅବଦାନବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ତାଳଚେରର ରହିଛି ଏକ ସ୍ୱତନ୍ତ୍ର ଐତିହାସିକ ଓ ଧାର୍ମିକ ପରିଚୟ।​ସଂଗ୍ରାମ ଓ ସଂସ୍କୃତିର ମାଟି: ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ଭୂମି, ବିପ୍ଳବୀ ଧରଣୀଧର ମିଶ୍ର ଓ ପବିତ୍ର ମୋହନ ପ୍ରଧାନଙ୍କ ବଳିଦାନ, ପ୍ରାଚୀନ ରାଜବାଟୀ, ପ୍ରସିଦ୍ଧ ପଶ୍ଚିମେଶ୍ୱର ମନ୍ଦିର ଏବଂ ଶିବ ମନ୍ଦିରଗୁଡ଼ିକ ଏହି ଅଞ୍ଚଳର ପ୍ରାଚୀନ କଳା ଓ ସଂସ୍କୃତିର ମୁକସାକ୍ଷୀ।​ଦେଶର ଶକ୍ତି…

Read More

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥଳୀ ଗୁରୁଜାଙ୍ଗକୁ ହେରିଟେଜ୍ ଗ୍ରାମର ମାନ୍ୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍, ତାଳଚେର: ​ତାଳଚେର: ବିଶିଷ୍ଟ ସନ୍ଥ ତଥା ସମାଜସଂସ୍କାରକ ‘ବେଦାନ୍ତ କେଶରୀ’ ପୂଜ୍ୟପାଦ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଳଚେର ସ୍ଥିତ ତାଙ୍କର ଜନ୍ମସ୍ଥଳୀ ଗୁରୁଜାଙ୍ଗ ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାମୀଜୀଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ପାଇଁ ଗୁରୁଜାଙ୍ଗକୁ ଏକ “ଐତିହ୍ୟ ଗ୍ରାମ” (Heritage Village) ଏବଂ ଗୁରୁଜାଙ୍ଗ ପଞ୍ଚାୟତକୁ “ଆଦର୍ଶ ପଞ୍ଚାୟତ”…

Read More

ହଳଦୀ ଚାଷ ବଦଳାଉଛି ମାଓଗଡ଼ର ଚିତ୍ର : ବର୍ଷକୁ ଉତ୍ପାଦନ ୬ ମେଟ୍ରିକ୍ ଟନ୍, ୨୦ କୋଟିର ବ୍ୟବସାୟ ୬ରୁ ୨ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୧/୦୮/୨୬: ମାଓଗଡ଼ ଆତଙ୍କ ଓ ଗଞ୍ଜେଇ ଚାଷ ପାଇଁ ଖ୍ଯାତି ଅର୍ଜନ କରିଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଚିତ୍ର ଏବେଧୀରେ ଧିରେ ଧିରେ ବଦଳିବାରେ ଲାଗିଛି। ସ୍ବାଭିମାନ ଅଞ୍ଚଳରେ ପରିଣତ ହୋଇଥିବା ବିଚ୍ଛିନ୍ନାଞ୍ଚଳ ବିକାଶର ଧାରାରେ ଯୋଡ଼ି ହେଉଛି। ପାଇଛି ଏବେ ଏକ ନୂତନ ପରିଚୟ। ହଳଦୀ ଚାଷ କରି ଅଞ୍ଚଳର ଶତାଧିକ ପରିବାର ଏବେ ସ୍ବାବଲମ୍ବୀ ହୋଇଛନ୍ତି । ବର୍ଷକୁ ଉତ୍ପାଦନ ହେଉଛି ୬ ହଜାର ମେଟ୍ରିକ୍ ଟନ୍…

Read More

ଦୁଲିପଡ଼ାରେ ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପାଇଁ ଜନଜାତୀୟ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୧/୦୮/୨୬: ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳର ବଣ୍ଡା ମହିଳାମାନଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଆଜି ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଜନଜାତୀୟ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ୍ ରାଜଶିର୍କେଏହି ତାଲିମ କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ୨୦ ଜଣ ବଣ୍ଡା ମହିଳାଙ୍କୁ ନେଇ ମାଳି ଓ ଗହଣା ତିଆରି ଶିଳ୍ପୀ ବିଷୟରେ ଦକ୍ଷତା ବିକାଶ…

Read More

ମୟୂରଭଞ୍ଜ:ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ସତ୍ତ୍ବେ ବଡାମପଦା-ବାଘିଆଗଡି ରାସ୍ତା ମରଣଯନ୍ତା: ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକା

ଯଶୋବନ୍ତ ପରିଡା/କପ୍ତିପଦା ଉପଖଣ୍ଡ/ସମୀକ୍ଷା ନ୍ୟୁଜ:ମୟୂରଭଞ୍ଜ ଜିଲ୍ଲା ​କପ୍ତିପଦା ବ୍ଲକ ଜାମବଣୀ ପଞ୍ଚାୟତ ବଡାମପଦା ଠାରୁ ବାଘିଆଗଡି ଯାଇଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଗୋଟିଏ ବର୍ଷରେ ୧୨ ଲକ୍ଷ ଟଙ୍କା ଅନୁଦାନ ଆସି ଜୁନ୍ ମାସରେ କାମ ସରିଥିବା ନେଇ ଫଳକ ଲାଗିଥିଲେ ମଧ୍ୟ ବାସ୍ତବରେ ରାସ୍ତାଟି ଆଣ୍ଠୁଏ କାଦୁଅରେ ଭର୍ତ୍ତି ହୋଇ ରହିଛି।​ଏହି ରାସ୍ତା ଉପରେ ତିନୋଟି ଗାଁର ୩୦୦ ପରିବାର ନିର୍ଭର କରୁଥିବାବେଳେ ଦୁରବସ୍ଥା ଯୋଗୁଁ ଆମ୍ବୁଲାନ୍ସ କିମ୍ବା ଯାନବାହନ ଯା’ଆସ କରିପାରୁନାହିଁ। ଫଳରେ…

Read More

କଳାହାଣ୍ଡି:ପାଷ୍ଟିକୁଡ଼ି CHCରେ ରୋଗୀଙ୍କୁ ମିଳୁନି ସ୍ୱାସ୍ଥ୍ୟସେବା, ସ୍ଥାନୀୟଙ୍କ ଅଭିଯୋଗ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା : ଜିଲ୍ଲାର ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ ରୋଗୀମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ମିଳୁନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ସୂଚନା ମୁତାବକ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ପରେ ହସ୍ପିଟାଲର OPD ବନ୍ଦ ହୋଇଯାଇଥିବା ଏବଂ ମେଡିକାଲ୍ ଷ୍ଟାଫ୍‌ମାନେ ସେଠାରୁ ଚାଲିଯାଇଥିବା ଅଭିଯୋଗ ହୋଇଛି। ଫଳରେ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ହଇରାଣ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।ଏହି ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ଙ୍କୁ ପଚାରାଯାଇଥିଲେ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳିନଥିବା ଜଣାପଡ଼ିଛି।ତେବେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ନିରବଚ୍ଛିନ୍ନ ଚିକିତ୍ସାସେବା ଯୋଗାଇଦେବା ସହ ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Read More

ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭବାନୀ ଶଙ୍କର ମିଶ୍ର/ ବରିଷ୍ଠ ସାମ୍ବାଦିକ/ ସମୀକ୍ଷା ନ୍ୟୁଜ/ ବଡ଼ସାହି ୨୦/୮: ବିଗତ ଲଗାଣ ବର୍ଷାରେ ତିନି ତିନି ଥର ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ନାଲ୍ହୁଆ ନଦୀର ବନ୍ୟାଜନିତ କ୍ଷୟକ୍ଷତି ବ୍ୟାପକ ହେବା ସହିତ ଚାଷୀଙ୍କୁ ଅନେକ କ୍ଷତି ପହଁଚାଇଛି ଏବଂ ନଈ ଆଡିବନ୍ଧ ଭାଙ୍ଗି ଗୃହପାଳିତ ପଶୁ ସହ ଅନେକଙ୍କୁ ବାସହୀନ କରିଛି । ଏହି ସମସ୍ୟାର ସଠିକ ତଦନ୍ତ ସହ କ୍ଷତିଭରଣା ଓ ସ୍ଥାୟୀ ସମାଧାନ ଲାଗି ମାନଗୋବିନ୍ଦପୁର ପଞ୍ଚାୟତ ସମେତ ଶାଳଗାଁ, ଚନ୍ଦନପୁର…

Read More

ଆକସ୍ମିକ କ୍ଷେତ୍ର ପରିଦର୍ଶନ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର, ତା ୨୦.୮.୨୦୨୬: ନବରଙ୍ଗପୁର ଜିଲ୍ଲାରେ ସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଉପଲବ୍ଧ ସେବାର ଗୁଣବତ୍ତା, ପରିଚାଳନା ବ୍ୟବସ୍ଥା ଏବଂ ଜନସାଧାରଣଙ୍କୁ ମିଳୁଥିବା ସୁବିଧାର ତଦାରଖ ପାଇଁ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ନବରଙ୍ଗପୁର ବ୍ଲକର ବିଭିନ୍ନ ଅନୁଷ୍ଠାନକୁ ଆକସ୍ମିକ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଦିଗାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ସେ…

Read More