Headlines

ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୫/୦୮/୨୬ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଆନୁକୂଲ୍ୟରେ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି…

Read More

ଶ୍ରାବଣରେ କାଉଡ଼ିଆଙ୍କ ଭକ୍ତି ଓ ସଉକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି- ୨୪/୮ ଭଗବାନ ଶିବ ବା ମହାଦେବଙ୍କର ପବିତ୍ର ତଥା ପ୍ରିୟମାସ ଭାବେ ପ୍ରାୟତଃ ଶ୍ରାବଣମାସକୁ ହିଁ ମନାଯାଏ । ତେବେ ଶ୍ରାବଣମାସ ଏବଂ ଶିବଙ୍କ ବାର ଅନୁଯାୟୀ ସୋମବାର ଗୁରୁତ୍ୱ ବହନ କରେ । ପୁଣି ଚଳିତ ଶ୍ରାବଣର ଏହା ଥିଲା ଶେଷ ସୋମବାର । ବିଧି ଅନୁଯାୟୀ ଶ୍ରାବଣ ସୋମବାର ବ୍ରତ ସୂର୍ଯ୍ୟୋଦୟ ପ୍ରାରମ୍ଭରୁ ଆରମ୍ଭ କରି ଦ୍ୱିତୀୟ ପ୍ରହର ପର୍ଯ୍ୟନ୍ତ କରାଯାଏ । ଏହିସମୟ ମଧ୍ୟରେ…

Read More

ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଶିଷ କୁମାର ସିଂହ; ଇଣ୍ଟେଲିଜେନ୍ସ ଆଇଜିପି ଭାବେ ଯୋଗଦେବେ ସତ୍ୟବ୍ରତ ଭୋଇ ​ତାଳଚେର

ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍/ତାଳଚେର: ଉତ୍ତର କେନ୍ଦ୍ରାଞ୍ଚଳ (ତାଳଚେର) ପୋଲିସ ମୁଖ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଆଇଜିପି ଶ୍ରୀ ସତ୍ୟବ୍ରତ ଭୋଇ (୨୦୦୪ ବ୍ୟାଚ୍ ଆଇପିଏସ୍) ନୂତନ ଡିଆଇଜି ଶ୍ରୀ ଆଶିଷ କୁମାର ସିଂହଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ​ଶ୍ରୀ ସତ୍ୟବ୍ରତ ଭୋଇ ଉତ୍ତର କେନ୍ଦ୍ରାଞ୍ଚଳର ଆଇଜିପି ଭାବେ ନିଜ କାର୍ଯ୍ୟକାଳ ମଧ୍ୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ଦିଗରେ…

Read More

ଚିକିଟୀ: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ରେ ରୁଦ୍ର ପ୍ରଥମ, ଶାନ୍ତୁନୁ ଦ୍ଵିତୀୟ

ଅକ୍ଷୟ କୁମାର ସାହୁ/ସମୀକ୍ଷା ପ୍ରତିନିଧି / ଚିକିଟୀ: ଚିକିଟୀ – ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ୨୦୨୩-୨୪ ଓ ୨୦୨୪-୨୫ ର ଫଳାଫଳ ପ୍ରକାଶ ପାଇଛି l ଏଥିରେ ନୂଆପଡା ଗ୍ରାମ ସ୍ଥିତ ସାନ୍ଦୀପନି ବିଦ୍ୟା ନିକେତନ ର ଛାତ୍ର ୨୦୨୩-୨୪ ରେ ଶାନ୍ତୁନୁ କୁମାର ପାଣିଗ୍ରାହୀ ଦ୍ଵିତୀୟ ସ୍ଥାନ ରଖିଥିବା ବେଳେ ୨୦୨୪-୨୫ ରେ ଛାତ୍ର ରୁଦ୍ର ପ୍ରସାଦ ସାହୁ ପ୍ରଥମ ସ୍ଥାନ ରଖିଥିବା ବିଇଓ ଙ୍କ କାର୍ଯ୍ୟାଳୟରୁ…

Read More

ଚାଷୀଙ୍କ ସ୍ବପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ; ଉପମୁଖ୍ୟମନ୍ତ୍ରୀ: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ / ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୬: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ କୃଷି ଶିକ୍ଷା ସଦନଠାରେ ଆଜି ଅନୁଷ୍ଠିତ ହୋଇଛି। ଉଦଘାଟନୀ ଅବସରରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଓୟୁଏଟିର ଉପ-କୁଳାଧିପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ନିଜ ଉଦବୋଧନରେ କହିଛନ୍ତି, ଚାଷୀଙ୍କ ସ୍ବପ୍ନ ପୁରା କରିବା ପାଇଁ ସରକାର ସଂକଳ୍ପବଦ୍ଧ I ବର୍ତ୍ତମାନ ସମୟରେ ଚାଷୀଙ୍କ ଅଭାବ…

Read More

ଚିତ୍ରକୋଣ୍ଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର:ପ୍ରଶାସନ ନିକଟରେ ପହଞ୍ଚିଲା ୬୨ଟି ଗୁହାରି, ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ସେବାକୁ ଅଧିକ ଜନକଲ୍ୟାଣକାରୀ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଚିତ୍ରକୋଣ୍ଡା ବ୍ଲକର ଟନେଲକ୍ୟାମ୍ପ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ…

Read More

ମାଲକାନଗିରି:ପ୍ରଥମ ସାଧାରଣ ସଭାରେ ସମସ୍ୟା ସମୀକ୍ଷା ଓ ଏକ ମାସ ମଧ୍ୟରେ ସମାଧାନ ପାଇଁ ଦାବି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, ମାଲକାନଗିରିର ପ୍ରଥମ ସାଧାରଣ ସଭା ଆଜି ମାଲ୍ୟବନ୍ତ ଛାତ୍ରାବାସ, ମାଲକାନଗିରିଠାରେ ଅନୁଷ୍ଠିତ ହୋଇଥିଲା। ସଭାରେ ସଂଘର ସଦସ୍ୟମାନଙ୍କ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇ, ସମସ୍ୟାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ପାଇଁ ଠୋସ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା।ସଭାରେ ସଂଘର ସଭାପତି ଶ୍ରୀ ନିରଞ୍ଜନ ମହାପାତ୍ର, ଉପସଭାପତି ଶ୍ରୀ କ୍ଷୀରୋଦ ଚନ୍ଦ୍ର ମହାନ୍ତି,…

Read More

ପାପଡ଼ାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ:ଅମର ଶହୀଦଙ୍କ ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମକୁ ସ୍ମରଣ କଲା ନବରଙ୍ଗପୁର

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଶ୍ରଦ୍ଧା, ସମ୍ମାନ ଓ ଦେଶପ୍ରେମର ଭାବନାରେ ଶହୀଦ ସ୍ମୃତି ଦିବସ ପାଳିତ ହୋଇଛି। ମାତୃଭୂମିର ସୁରକ୍ଷା, ସ୍ୱାଧୀନତା ଓ ଜନସାଧାରଣଙ୍କ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ଶହୀଦମାନଙ୍କ ତ୍ୟାଗ, ସାହସ, ବୀରତ୍ୱ ଓ ଦେଶପ୍ରେମକୁ ଏହି ଅବସରରେ ଗଭୀର ଶ୍ରଦ୍ଧାର ସହ ସ୍ମରଣ କରାଯାଇଛି।ଏହି ଐତିହାସିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

Read More

ଢେ଼ଙ୍କାନାଳ:ପୂର୍ତ୍ତ ବିଭାଗ ରାସ୍ତା ଉପରେ ଆଣ୍ଠୁଏ ପାଣି

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ: ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଠାରୁ ବଡ କମର ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ବାବା ବାଙ୍କ ବିହାରୀ ଆଶ୍ରମ ବଡ଼ଯୋରା ଛକ ନିକଟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଅଛି। ଲଗାତାର ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେତୁ ନୂତନ ଭାବେ ସମ୍ପସ୍ରାଣ ହୋଇ ଥିବା ପୂର୍ତ୍ତ ବିଭାଗ ରାସ୍ତା ସଠିକ ନିର୍ମାଣ ହୋଇ ନଥିବାରୁ ଏହି ସମସ୍ୟା ହୋଇଥିବା ଅନୁମାନ କରାଯାଇଛି । ପୂର୍ବରୁ ବର୍ଷା ଜଳ…

Read More

ତାଳଚେର ଫାଷ୍ଟଗେଟ୍-ହାଣ୍ଡିଧୁଆଁ ରାସ୍ତା ସମ୍ପ୍ରସାରଣରେ ଅହେତୁକ ବିଳମ୍ବ: ଜବରଦଖଲ ଉଚ୍ଛେଦ ନହେବାରୁ ଅଟକିଛି ଡବଲ୍ ରୋଡ୍ କାର୍ଯ୍ୟ

ପୁଲକେଶ୍ୱର ମିଶ୍ର, ସ୍ୱତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍, ତାଳଚେର, ଅନୁଗୋଳ​ (ସମୀକ୍ଷା ନ୍ୟୁଜ୍): ତାଳଚେର ସହରର ପ୍ରମୁଖ ଯୋଗାଯୋଗ ରାସ୍ତା ଫାଷ୍ଟଗେଟ୍ ଛକରୁ ହାଣ୍ଡିଧୁଆଁ ପର୍ଯ୍ୟନ୍ତ ପ୍ରାୟ ୩.୪ କିଲୋମିଟର ରାସ୍ତାକୁ ଦୁଇ ଲେନ୍ (ଡବଲ୍ ରୋଡ୍) କରିବା ପାଇଁ ସରକାରୀ ସ୍ତରରେ ଅନୁଦାନ ମଞ୍ଜୁର ହୋଇସାରିଥିଲେ ମଧ୍ୟ ପ୍ରଶାସନ ଓ ପୌରପାଳିକାର ଉଦାସୀନତା ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ।​ମୁଖ୍ୟ ସମସ୍ୟା ଓ ଜବରଦଖଲ:​ଅଣଓସାରିଆ ରାସ୍ତା ଓ ଟ୍ରାଫିକ୍ ଜାମ୍: ଏହି ୩.୪ କି.ମି. ରାସ୍ତା…

Read More