ଅରୂପା ତରଫରୁ ମାଲକାନଗିରି ଠାରେ ପ୍ରଥମ ଥର ପାଇଁ ବାଣିଜ୍ୟ ମେଳା-୨୦୨୬
ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୨/୦୮/୨୬: ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ ‘ଅରୂପା’ ତରଫରୁ ପ୍ରଥମ ଥର ପାଇଁ ମାଲକାନଗିରିରେ ଏକ ବିଶାଳ ବାଣିଜ୍ୟ ମେଳା ଆୟୋଜିତ ହୋଇଯାଇଛି। ‘ଅରୂପା’ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରମୁଖ ସଂସ୍ଥା, ଯାହା ୧୯୯୦ ମସିହାରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କାରିଗର,ବୁଣାକାର କୃଷକ ଏବଂ MSME ସେକ୍ଟରର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି।ବିଶେଷ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହସ୍ତଶିଳ୍ପ ମେଳା ଆୟୋଜନ କରି…


Total Users : 6834