ମାଲକାନଗିରି:ପ୍ରଥମ ସାଧାରଣ ସଭାରେ ସମସ୍ୟା ସମୀକ୍ଷା ଓ ଏକ ମାସ ମଧ୍ୟରେ ସମାଧାନ ପାଇଁ ଦାବି
ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, ମାଲକାନଗିରିର ପ୍ରଥମ ସାଧାରଣ ସଭା ଆଜି ମାଲ୍ୟବନ୍ତ ଛାତ୍ରାବାସ, ମାଲକାନଗିରିଠାରେ ଅନୁଷ୍ଠିତ ହୋଇଥିଲା। ସଭାରେ ସଂଘର ସଦସ୍ୟମାନଙ୍କ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇ, ସମସ୍ୟାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ପାଇଁ ଠୋସ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା।ସଭାରେ ସଂଘର ସଭାପତି ଶ୍ରୀ ନିରଞ୍ଜନ ମହାପାତ୍ର, ଉପସଭାପତି ଶ୍ରୀ କ୍ଷୀରୋଦ ଚନ୍ଦ୍ର ମହାନ୍ତି,…


Total Users : 6834