Headlines

samikshanews

ଥାନାରୁ ନ୍ୟାୟ ମିଳିଲାନି: ଏସ୍‌ପି ଓ ଜିଲ୍ଲାପାଳଙ୍କୁ ସାମାଜିକ ବାସନ୍ଦ ପରିବାରର ଦାବିପତ୍ର

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୨୦/୦୮/୨୬ (ସମୀକ୍ଷା ନ୍ୟୁଜ): ​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନେଦାମ ଗ୍ରାମର ଏକ ସାମାଜିକ ବାସନ୍ଦ ପରିବାର ବୁଧବାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ନିମାଇଁ ମୁର୍ମୁ ଓ ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଗ୍ରାମମୁଖ୍ୟ (ମାଝୀବାବା) ଏବଂ ମାଝୀ ମହଲ ସଂଗଠନର ନିର୍ଦ୍ଦେଶକ୍ରମେ ସେମାନଙ୍କୁ ସାମାଜିକ ଭାବେ ବାସନ୍ଦ କରାଯାଇଛି।​ଫଳରେ ଗ୍ରାମବାସୀ ସେମାନଙ୍କ ସହ କଥାବାର୍ତ୍ତା ବନ୍ଦ କରିବା…

Read More

ତାଳଚେରରେ ପୂର୍ତ୍ତ ବିଭାଗର ଖାମଖିଆଲି: ବିଦ୍ୟୁତ୍ ଖୁଣ୍ଟ ଓ ଗଛ ପଛରେ ଲୁଚିଛି ଦିଗ ନିର୍ଣ୍ଣାୟକ ବୋର୍ଡ

ପୁଲକେଶ୍ୱର ମିଶ୍ର/ସମୀକ୍ଷା ନ୍ୟୁଜ୍ / ସ୍ୱତନ୍ତ୍ର ପ୍ରତିନିଧି / ତାଳଚେର: ତାଳଚେର ସହରାଞ୍ଚଳ ତଥା ପୌରାଞ୍ଚଳ ଦେଇ ଯାଇଥିବା ମୁଖ୍ୟ ରାସ୍ତାଗୁଡ଼ିକରେ ପୂର୍ତ୍ତ ବିଭାଗ (PWD) ପକ୍ଷରୁ ଲଗାଯାଇଥିବା ଓଭରହେଡ୍ ଦିଗ ନିର୍ଣ୍ଣାୟକ ତଥା ସୂଚନା ଫଳକଗୁଡ଼ିକ ଏବେ ଅଦରକାରୀ ହୋଇପଡ଼ିଛି। ଯାତ୍ରୀ ତଥା ଜନସାଧାରଣଙ୍କ ସୁବିଧା ପାଇଁ ରାସ୍ତାର ଦୂରତା ଓ ସ୍ଥାନ ଦର୍ଶାଇବା ଉଦ୍ଦେଶ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏହି ବୋର୍ଡଗୁଡ଼ିକ ଲଗାଯାଇଥିଲେ ହେଁ ବିଭାଗୀୟ ଦୂରଦୃଷ୍ଟି ଅଭାବରୁ ଏହା ଲୋକଙ୍କ କୌଣସି…

Read More

ନବରଙ୍ଗପୁର : ନବରଙ୍ଗପୁର ନିର୍ବାଚନ ମଣ୍ଡଳି ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର, ତା. ୧୯.୦୮.୨୦୨୬: ଜିଲ୍ଲାର ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶକୁ ଗତିଶୀଳ କରିବା ପାଇଁ ଗତକାଲି ତା ୧୮.୮.୨୦୨୬ ରିଖ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ମଣ୍ଡଳି ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁ, ଅତିରିକ୍ତ…

Read More

ମାଲକାନଗିରି: ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଝରାପାଲି ରାଜସ୍ୱ ନିରକ୍ଷକ ।

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: କାଷ୍ଟ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମାଲକାନଗିରି ଜିଲ୍ଲା ଝରାପାଲି ସର୍କଲର ରାଜସ୍ୱ ନିରୀକ୍ଷକ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ତହସିଲ ଅନ୍ତର୍ଗତ ଝରାପାଲି ସର୍କିଲ ର ରାଜସ୍ୱ ନିରୀକ୍ଷକ (ଆରଆଇ) ସୁରଜ ବାଲା ଙ୍କୁ ଓଡିଶା ଭିଜିଲାନ୍ସ ଏମ ଭି ୮୬ ଗ୍ରାମର ମିଥୁନ ସେନ ନାମକ ଆବେଦନକାରୀଙ୍କ ଠାରୁ ତାଙ୍କ…

Read More

ମାଲକାନଗିରି: ୪୪ କେଜି ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ବେଆଇନ ନିଶାଦ୍ରବ୍ୟ ଚାଲାଣ କୁ ବିରୋଧ କରି କାଲିମେଳା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି NDPS ମାମଲାରେ ମୋଟ ୪୪ କେଜି ଗଞ୍ଜେଇ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି। ଜବତ ଗଞ୍ଜେଇ ଓ ମୋଟରସାଇକେଲର ଆନୁମାନିକ ମୂଲ୍ୟ ୫ ଲକ୍ଷ ୩୪ ହଜାର ଟଙ୍କା ବୋଲି ଜଣାପଡ଼ିଛି।ପ୍ରଥମ ମାମଲାରେ ଭେଜାଙ୍ଗିୱାଡ଼ା ନିକଟସ୍ଥ କେନାଲ ରୋଡ୍‌ରୁ ବାଦଲିଗୁଡ଼ା ଗ୍ରାମର ଗଙ୍ଗା ମାଢ଼ିଙ୍କ ନିକଟରୁ ୨୨ କେଜି…

Read More

ରାଉରକେଲା ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ: ଜିଲ୍ଲାପାଳ ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ଉପସ୍ଥିତରେ ଶୁଣାଣି

ଲିପିକା ଦାସ /ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ / ରାଉରକେଲା : ୧୭/୮/୨୬ :  ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ପଂଚାୟତ ସମିତି ସଭାକକ୍ଷ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର  ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।      ଆଜି ମୋଟ ୬୬ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l …

Read More

​ତାଳଚେର କୋଇଲା ଖଣିରେ କୋଟି କୋଟି ଟଙ୍କାର ସ୍କ୍ରାପ୍ ନଷ୍ଟ: MCL ପ୍ରଶାସନର ଘୋର ଅବହେଳା !

ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍, ତାଳଚେର: କୋଲ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ସହାୟକ କମ୍ପାନୀ ‘ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍’ (MCL) ଅଧୀନରେ ଥିବା ବିଭିନ୍ନ କୋଇଲା ଖଣି ପ୍ରକଳ୍ପରେ ବ୍ୟାପକ ଅବହେଳା ଦେଖିବାକୁ ମିଳିଛି। ସମୀକ୍ଷା ନ୍ୟୁଜ୍‌ର ସ୍ୱତନ୍ତ୍ର ପ୍ରତିନିଧି ପୁଲକେଶ୍ୱର ମିଶ୍ର ତାଳଚେର ସ୍ଥିତ ବଳରାମ ଓପନ୍ କାଷ୍ଟ ପ୍ରୋଜେକ୍ଟ (Balram OCP) ପରିଦର୍ଶନ କରିଥିବା ବେଳେ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି।​ପ୍ରକଳ୍ପ ପରିସରରେ ବହୁ ବର୍ଷର ପୁରୁଣା ତଥା ଅଚଳ ହୋଇପଡ଼ିଥିବା…

Read More

ବୋରିଗୁମ୍ମା: ଭାଲୁ ଆକ୍ରମଣ ରେ ଜଣେ ଗୁରୁତର

କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ/ ସମୀକ୍ଷା: ଭାଲୁ ଆକ୍ରମଣ ରେ ଜଣେ ଗୁରୁତର ବୋରିଗୁମ୍ମା ବୋଡିଗାଁ ରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣ ର ଶିକାର ହୋଇ ଗୁରୁତର ହୋଇଛନ୍ତି।ଆଜି ସକାଳୁ ସକାଳୁ ବୋଡିଗାଁ ର ଗୁପ୍ତେଶ୍ଵର ନାୟକ ନାମକ ବ୍ୟକ୍ତି ଶୌଚ ହେବା ପାଇଁ ନିକଟରେ ଥିବା ନାଳ କୁ ଯାଇଥିଲେ ସେହି ସମୟରେ ଭାଲୁ ହଠାତ ଗୁପ୍ତେଶ୍ଵର ଙ୍କୁ ଆକ୍ରମଣ କରିଥିଲା।ଗୁପ୍ତେଶ୍ଵର ପାଟି କରିଥିଲେ ସେହି ସମୟରେ କିଛି ଗାଁ ଲୋକେ…

Read More

ମାଲକାନଗିରି ଜିଲ୍ଲା କ୍ରୀଡ଼ା ହଷ୍ଟେଲରେ ନୂତନ କ୍ରୀଡ଼ାବିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା: ଯୋଗଦେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୭/୦୮/୨୬: ମାଲକାନଗିରି ଜିଲ୍ଲା କ୍ରୀଡ଼ା ହଷ୍ଟେଲ ପରିସରରେ ନୂତନ ଭାବେ ଯୋଗ ଦେଇଥିବା କ୍ରୀଡ଼ା ଛାତ୍ରମାନଙ୍କ ପାଇଁ ଏକ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏବଂ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନୂତନ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ।ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ତୀରନ୍ଦାଜୀ, ଭଲିବଲ୍ ଏବଂ ଆଥଲେଟିକ୍ସ ବିଭାଗର ପ୍ରତିଭାବାନ…

Read More

ମାଟାପାକା ପଞ୍ଚାୟତରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ: ସମୁଦାୟ ୨୫ଟି ଅଭିଯୋଗ ପତ୍ର ଗୃହୀତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୮/୦୮/୨୬: ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଟାପାକା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି ଓ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍., ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ପ୍ରମୁଖ…

Read More