ମାଲକାନଗିରି:ଚୋରା ଚାଲାଣ ପାଇଁ ଗଚ୍ଛିତ ଥିବା ୧ ଟନ ୨୫ କେଜି ଗଞ୍ଜେଇ ଜବତ
ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:କାଲିମେଳା ଥାନା ପୋଲିସ ଦ୍ୱାରା ଜବତ ହେଲା ଗଚ୍ଛିତ ଥିବା ଗଞ୍ଜେଇ । କାଲିମେଳା ଥାନା ପୋଲିସ କୌଣସି ଏକ ଗୁପ୍ତ ସୂତ୍ରରୁ ଖବର ପାଇ କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ଏବଂ ତାଙ୍କ ପୋଲିସ ଟିମ୍ କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତର ଏମ୍ ଭି ୭୩ ଗ୍ରାମ ପାଖରୁ ୧ ଟନ ୨୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଯାହାର…


Total Users : 6835