Headlines

ଗାଇସିଲେଟରେ ବ୍ଲକସ୍ତରୀୟ ‘ବେଟି ବଚାଓ, ବେଟି ପଢ଼ାଓ’ ଯୁବ ସମ୍ମିଳନୀ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ ଗାଇସିଲେଟ, ୪/୯ ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଉପରେ ଯୁବ ସମ୍ମିଳନୀ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣ ସହ ସମାଜରେ ସେମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ନେଇ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା…

Read More

ନବରଙ୍ଗପୁର:ଡକାୟତି ମାମଲାରେ ଆଉ ଜଣେ ଗିରଫ ଓ ନଗଦ ୫୫ ହଜାର ଟଙ୍କା, ବାଇକ୍‌ ଓ ଛୁରୀ ଜବତ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ଠାକୁରଙ୍କ ଘରେ ଘଟିଥିବା ସଶସ୍ତ୍ର ଡକାୟତି ମାମଲାରେ ଝରିଗାଁ ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣା ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ବଣୁଆଗୁଡ଼ା ପଞ୍ଚାୟତ ଅଧୀନ ରାଜାମୁଣ୍ଡା ଗ୍ରାମରେ । ଗିରଫ ବ୍ୟକ୍ତି ଦେଉଳକୋଣା ଗ୍ରାମର ମାନସିଂ ହରିଜନ (୨୫) ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ମାନସିଂଙ୍କଠାରୁ ନଗଦ ୫୫ ହଜାର ଟଙ୍କା, ଗୋଟିଏ ବାଇକ୍‌ ଓ ଗୋଟିଏ…

Read More

ସ୍ତ୍ରୀଙ୍କ ମୃତ୍ୟୁପରେ ଅସହାୟ ଉପେନ୍ଦ୍ର, ଚିକିତ୍ସା ଓ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ବାଧା ସାଜିଛି ଆର୍ଥିକ

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନିୟୁଜ/ କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ତଳଦଣ୍ଡିକିଆ ଗ୍ରାମ ପଞ୍ଚାୟତ ର ଡାଲିବାଡି ଗ୍ରାମର ଉପେନ୍ଦ୍ର ଦିଗାଳ ଆର୍ଥିକ ଅଭାବ ଓ ଶାରୀରିକ ଅସୁସ୍ଥତା ଯୋଗୁଁ ଅତ୍ୟନ୍ତ ଦୁର୍ଦ୍ଦିନରେ ଜୀବନ କାଟୁଥିବା ଅଭିଯୋଗ ହୋଇଛି, ଉପେନ୍ଦ୍ର ସ୍ତ୍ରୀଙ୍କ ପ୍ରାୟ 2 ବର୍ଷ ମୃତ୍ୟୁ ହୋଇସାରିଛି, ଏପଟେ ସ୍ତ୍ରୀଙ୍କ ମୃତ୍ୟୁ ପରେ ମାନସିକ ଚାପରେ ରହି ଉପେନ୍ଦ୍ର ପାରାଲେସିସ ପୀଡିତ ହୋଇ ଚଲାବୁଲା କରିବାରେ ଅସମର୍ଥ ଅଛନ୍ତି, ରୋଜଗାର…

Read More

ଚାଷୀଙ୍କ ସ୍ବପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ; ଉପମୁଖ୍ୟମନ୍ତ୍ରୀ: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ / ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୬: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ କୃଷି ଶିକ୍ଷା ସଦନଠାରେ ଆଜି ଅନୁଷ୍ଠିତ ହୋଇଛି। ଉଦଘାଟନୀ ଅବସରରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଓୟୁଏଟିର ଉପ-କୁଳାଧିପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ନିଜ ଉଦବୋଧନରେ କହିଛନ୍ତି, ଚାଷୀଙ୍କ ସ୍ବପ୍ନ ପୁରା କରିବା ପାଇଁ ସରକାର ସଂକଳ୍ପବଦ୍ଧ I ବର୍ତ୍ତମାନ ସମୟରେ ଚାଷୀଙ୍କ ଅଭାବ…

Read More

ବିଦ୍ୟୁତ ଟ୍ରାନ୍ସଫରମରର ତମ୍ବା କୋଏଲ ଲୁଟିନେଲେ ଲୁଟେରା: କପ୍ତିପଦା ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/(ସମୀକ୍ଷା ନ୍ୟୁଜ) ୨୬/୦୮/୨୬ : କପ୍ତିପଦା ଉପଖଣ୍ଡରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଲୁଟେରାମାନେ ଘର ଓ ମନ୍ଦିରକୁ ଟାର୍ଗେଟ୍ କରୁଥିବା ବେଳେ ବର୍ତ୍ତମାନ ସେମାନଙ୍କ ଲକ୍ଷ୍ୟ ପାଲଟିଛି ବିଦ୍ୟାଳୟ ଏବଂ ବିଦ୍ୟୁତ ଟ୍ରାନ୍ସଫରମର।​କିଛି ମାସ ପୂର୍ବରୁ କପ୍ତିପଦା ଥାନା ଅଧୀନ ଦେବଳା ଆଶ୍ରମ ଗ୍ରାମରୁ ଦୁର୍ବୁତ୍ତମାନେ ଏକ ବିଦ୍ୟୁତ ଟ୍ରାନ୍ସଫରମର ଚୋରି କରି ଚମ୍ପଟ ମାରିଥିଲେ। ଏନେଇ ସେତେବେଳେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ…

Read More

ଫୁଲନଖରା: କୋଭେଣ୍ଟ ଗାର୍ଡେନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଫୁଲନଖରା/ସମୀକ୍ଷା ନ୍ୟୁଜ୍‌/ ସ୍ୱତନ୍ତ୍ର ପ୍ରତିନିଧି/ ୧୫ ଅଗଷ୍ଟ ୨୦୨୬: ଫୁଲନଖରାସ୍ଥିତ ଅଡାଲିଆ କୋଭେଣ୍ଟ ଗାର୍ଡେନ ପରିସରରେ ଆଜି ୮୦ତମ ସ୍ୱାଧୀନତା ଦିବସ ଆନନ୍ଦ-ଉଲ୍ଲାସ ସହ ପାଳିତ ହୋଇଯାଇଛି। ସକାଳ ୯ ଘଟିକା ସମୟରେ ଅନୁଷ୍ଠିତ ଏହି ଉତ୍ସବରେ ଭାରତୀୟ ନୌସେନା ଭେଟେରାନ୍ କ୍ୟାପଟେନ୍ ଦେବେଶ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସୋସାଇଟିର ପ୍ରାୟ ୧୦୦ ଜଣ ଅନ୍ତେବାସୀ ଏହି ଉତ୍ସବରେ ସାମିଲ ହୋଇଥିଲେ। ପ୍ରାରମ୍ଭରେ “ବନ୍ଦେ ମାତରଂ” ଓ ପରେ…

Read More

ସରକାରଙ୍କ ମତିରେ ଚାଞ୍ଚଲ୍ୟ ଘଟିଲାଣି ସ୍ଥିରତା ନାହିଁ – ପ୍ରସନ୍ନ ଆଚାର୍ଯ୍ୟ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ / ସମୀକ୍ଷା ନିୟୂଜ୍:ରାଜ୍ୟ ଶାସନର ୨ ବର୍ଷ ୪ ମାସ ଭିତରେ ସବୁ ସ୍ତରରେ ସରକାର ବିଫଳ ହୋଇଛନ୍ତି ସରକାର ପ୍ରତିଦିନ ଗ୍ରାଉଣ୍ଡ ଲୁଜ କରୁଛନ୍ତି ବାସ୍ତବତା ଓ ସରକାରଙ୍କ ଉପରକୁ ଜନସାଧାରଣ ଙ୍କ ଆସ୍ଥା ତୃଟି ତୃଟି ଯାଉଛି ତେଣୁ ସରକାର ବିଚଳିତ ବୋଲି ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଚନ୍ତି ଏକ ସାକ୍ଷାତକାର ରେ ସାମ୍ୱାଦିକ ମାନଙ୍କ ପ୍ରଶ୍ନ ଉତ୍ତର ରଖି ଶ୍ରୀ ଆଚାର୍ଯ୍ୟ କହିଥିଲେ…

Read More

ପରଜଙ୍ଗ:ପୋଖରୀ ରେ ବୁଡି ଜଣେ ମୃତ

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ: ପରଜଙ୍ଗ ୧୧/୦୯ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନ ସାନ୍ଦା ଫାଣ୍ଡି ଅନ୍ତର୍ଗତ ରୋଡ ପଞ୍ଚାୟତ ଗଇଲୋ ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ସୂଚନା ଅନୁଯାୟୀ ଗଇଲୋ ଗ୍ରାମର ବୈଷ୍ଣବ ସାହୁ ଙ୍କ ପୁତ୍ର ଭୀମସେନ ସାହୁ (୫୫) ଆଜି ଦିନ ୧୧ ଘଟିକା ସମୟରେ ଗାଁ ର ପ୍ରଧାନ ବନ୍ଧ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ଗଭୀର ଜଳ ରେ ବୁଡି ଯାଇଥିଲେ।ଫେରିବା…

Read More

ମାଟାପାକା ପଞ୍ଚାୟତରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ: ସମୁଦାୟ ୨୫ଟି ଅଭିଯୋଗ ପତ୍ର ଗୃହୀତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୮/୦୮/୨୬: ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଟାପାକା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି ଓ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍., ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ପ୍ରମୁଖ…

Read More

ବରିଷ୍ଠ ମହିଳା ବିଜେଡି ନେତ୍ରୀ ରାଧା ଅପାଙ୍କ ଅକାଳ ବିୟୋଗ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:ପିପିଲି,ତା୧୮।୯ ପିପିଲି ବ୍ଲକ ର ଲୋକପ୍ରିୟ ବିଜେଡି ମହିଳା ନେତ୍ରୀ ପୂର୍ବତନ ଜିଲ୍ଲା ପରିଷଦ, ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷା ରାଧାମଣୀ ପ୍ରଧାନ(୭୦) ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ଘର ପିପିଲି ବ୍ଲକ ଅନ୍ତର୍ଗତ ରଥପୁରୁଷତ୍ତମପୁର ପଂଚାୟତର ବାଲିଗାଁ ରେ ଅଟେ। ଶୁକ୍ରବାର ସକାଳ ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ମଙ୍ଗଳପୁରସ୍ଥିତ ଘରୋଇ ମେଡିକାଲ କୁ ପ୍ରଥମେ ଚିକିତ୍ସା ପାଇଁ ନେଇଥିଲେ। ଡାକ୍ତର…

Read More