Headlines

samikshanews

ପୋଲରାଜପୁର ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ହରିଶ୍ଚନ୍ଦ୍ର ସେଠୀ /ସମୀକ୍ଷା ପ୍ରତିନିଧି /ପାତ୍ରପୁର ବ୍ଲକ: ପାତ୍ରପୁର ବ୍ଳକ ଅନ୍ତର୍ଗତ ପୋଲରାଜପୁର ବିଦ୍ୟାଳୟ ରେ ଗୁରୁଦିବସ ଅବସରରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତି ପାପିତା ପ୍ରଧାନ ଅଧ୍ୟକ୍ଷତା କରିଥିଲେ।ଓଡ଼ିଶା ସରକାର ବିଦ୍ୟାଳୟ ଗଣଶିକ୍ଷା ସଚିବଙ୍କ ନିର୍ଦ୍ଦେଶ କ୍ରମେ ନିଜ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିମନ୍ତ୍ରଣ କରି ଗୁରୁଦିବସ ଅବସରରେ ସମ୍ବର୍ଦ୍ଧନା ଜଣାଇବା ପାଇଁ ନିର୍ଦ୍ଦେଶିକା ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆମ୍ଭ ପାତ୍ରପୁର…

Read More

ଝାରସୁଗୁଡ଼ା: ଅଜଣା ରୋଗରେ ଘୁଷୁରି ମୃତ୍ୟୁର ଆତଙ୍କ;ତିନି ମାସରେ ୩୦୦ରୁ ଊର୍ଦ୍ଧ୍ବ ଘୁଷୁରି ମୃତ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡ଼ା,୬/୯: ଘୁଷୁରି ମୃତ୍ୟୁକୁ ନେଇ ଝାରସୁଗୁଡ଼ା ସହରରେ ଏବେ ଚିନ୍ତାର ବାତାବରଣ l ଗୋଟିଏ ପରେ ଗୋଟିଏ ଘୁଷୁରିଙ୍କ ମୃତ୍ୟୁ ଘଟିଚାଲିଥିବା ବେଳେ ଗତ ତିନି ମାସ ମଧ୍ୟରେ ୩୦୦ରୁ ଊର୍ଦ୍ଧ୍ବ ଘୁଷୁରି ମରିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି l ମୃତ୍ୟୁର ଏହି ଧାରା ଥମିବାର ନାଁ ନେଉନଥିବାରୁ ଘୁଷୁରି ପାଳକଙ୍କ ମଧ୍ୟରେ ଆଶଙ୍କା ବଢ଼ିବା ସହ ରୋଗର ପ୍ରକୃତ କାରଣକୁ ନେଇ ପ୍ରଶ୍ନ ଉଠିଛି l…

Read More

ସମ୍ପର୍କ ସେତୁ ପତ୍ରିକା ପଞ୍ଚମ ସଂସ୍କରଣର ଲୋକାର୍ପଣ ସମାରୋହ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ: ସମ୍ବଲପୁର /୫.୯.୨୦୨୬: ସମ୍ପର୍କ ଫାଉଣ୍ଡେସନ ଟ୍ରଷ୍ଟ ଓ ସମ୍ପର୍କ ସେତୁ ଲେଖକ ପରିବାର ଆନୁକୁଲ୍ୟରେ ପବିତ୍ର ଗୁରୁଦିବସର ଶୁଭ ଅବସରରେ ତା ୫.୯.୨୦୨୬ରିଖ ଶନିବାର ଦିନ ଧନୁପାଲି ସ୍ଥିତ ଆଦିତ୍ୟ ରୋୟାଲ କଲ୍ୟାଣ ମଣ୍ଡପ ଠାରେ ସମ୍ପର୍କ ସେତୁ ପତ୍ରିକା ପଞ୍ଚମ ସଂଖ୍ୟା ଶ୍ରୀମା ଶ୍ରୀ ଅରବିନ୍ଦ ବିଶେଷାଙ୍କ ଲୋକାର୍ପିତ ହୋଇ ଯାଇଛି । ଅଶୋକ କୁମାର ପଣ୍ଡା ଙ୍କ ପରିଚାଳନା ଏବଂ ବରିଷ୍ଠ ସାମ୍ବାଦିକ ସୁଭାଷ ଚନ୍ଦ୍ର ପାଣିଗାହୀ…

Read More

ଉତ୍ସାହର ସହ ଚିକିଟୀ ରେ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଗୁରୁ ଦିବସ ପାଳିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ ଚିକିଟୀ– ଗଞ୍ଜାମ ଜିଲ୍ଲାର ଚିକିଟୀ ବ୍ଲକର ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ପେଣ୍ଠ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଉତ୍ସାହର ସହ ଗୁରୁ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ ଯୋଗ ଦେଇଥିବା ବେଳେ ଅତିରିକ୍ତ ଶିକ୍ଷାଧିକାରୀ ତ୍ରିନାଥ ମଲ୍ଲିକ, ନାୟକ ସେଠୀ ଏବଂ ମେଘନାଥ ବେହେରା ସମ୍ମାନୀତ ଅତିଥି ରୂପେ…

Read More

ନୂଆପଡ଼ାରେ ‘ଆମ ଖାଦ୍ୟ, ଆମ ସଂସ୍କୃତି’ ପ୍ଲାଷ୍ଟିକ୍‌ମୁକ୍ତ ଖାଦ୍ୟ ମହୋତ୍ସବ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ ସମୀକ୍ଷା ନ୍ୟୁଜ ନୂଆପଡା ତାରିଖ -06-09-2026 : ସ୍ୱଚ୍ଛତା କ୍ଷେତ୍ରରେ ଅବଦାନ ପାଇଁ ୬୫ ଅଧିକାରୀ ସମ୍ମାନିତବିଶ୍ୱସ୍ତରରେ ନୂଆପଡ଼ାକୁ ପ୍ଲାଷ୍ଟିକ୍‌ମୁକ୍ତ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ଜିଲ୍ଲାପାଳଙ୍କ ଆହ୍ୱାନଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ନୂଆପଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଆମ ଖାଦ୍ୟ, ଆମ ସଂସ୍କୃତି’ ଶୀର୍ଷକ ପ୍ଲାଷ୍ଟିକ୍‌ମୁକ୍ତ ଖାଦ୍ୟ ମହୋତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପାରମ୍ପରିକ ଖାଦ୍ୟ ଓ ସଂସ୍କୃତିର…

Read More

ନୂଆପଡ଼ାରେ ଉଠାଜଳ ସେଚନ ବିଭାଗର ସମୀକ୍ଷା ବୈଠକ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ ନୂଆପଡା /ତାରିଖ -06-09-2026 : ୨୩୫ କ୍ଲଷ୍ଟର ବୋରୱେଲ୍‌ର ଚଳିତ ମାସରେ ବିଦ୍ୟୁତୀକରଣ ଲକ୍ଷ୍ୟ, ୧୦୬ ନୂତନ ଉଠାଜଳ ସେଚନ ପ୍ରକଳ୍ପକୁ ଅନୁମୋଦନନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଉଠାଜଳ ସେଚନ ବିଭାଗ (ଓଏଲଆଇସିର) ଏବଂ ବିଦ୍ୟୁତ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ଉଭୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।ବୈଠକରେ ୨୦୨୬ ମସିହାରେ ନୂଆପଡ଼ା ଜିଲ୍ଲାରେ…

Read More

୪୪ ଲକ୍ଷର ଗଞ୍ଜେଇ ଜବତ, ଟ୍ରାକ୍ଟର-ଟ୍ରେଲର ଜବତ, ପୁଲିସକୁ ଦେଖି ୨ ଅଭିଯୁକ୍ତ ଫେରାର

ଏମ୍. ଅମରେଶ କୁମାର/ବିଶେଷ ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଲାଣକୁ ନେଇ ପୁଲିସର ତନାଘନା ଜାରି ରହିଥିବା ବେଳେ କାଲିମେଳା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ରାତ୍ରି ପାଟ୍ରୋଲିଂ ସମୟରେ ଭେଙ୍କଟପାଲମ ଗାଁ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି ପୁଲିସ ୪୪୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୪ ଲକ୍ଷ ଟଙ୍କା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହା ସହିତ ଗଞ୍ଜେଇ…

Read More

ନେରେଡ଼ି ବ୍ୟାରେଜ୍ ପାଇଁ ଓଡ଼ିଶାରୁ ୧୦୬ ଏକର ଜମି ଅଧିଗ୍ରହଣ୨୦୦୦ ପରିବାର ଉଚ୍ଛେଦ ଆଶଙ୍କା; ପ୍ରଭାବିତ ଅଞ୍ଚଳରେ ଅସନ୍ତୋଷ ବଢ଼ିଲା

ଜିତେନ୍ଦ୍ର କୁମାର ଶତପଥୀ/ ସବ୍‌ଡିଭିଜନାଲ୍ କରେସ୍ପଣ୍ଡେଣ୍ଟ/ ଗୁଣପୁର: ଗୁଣପୁର:୫.୦୯. ସମୀକ୍ଷା: ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍ ନିର୍ମାଣକୁ ନେଇ ପୁଣିଥରେ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଚିନ୍ତା ଓ ଅସନ୍ତୋଷ ପ୍ରକାଶ ପାଇଛି। ବ୍ୟାରେଜ୍ ନିର୍ମାଣ ପାଇଁ ଓଡ଼ିଶାର ରାୟଗଡ଼ା ଓ ଗଜପତି ଜିଲ୍ଲା ଅଞ୍ଚଳରୁ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ କରାଯିବା ନେଇ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ବଢ଼ିଛି। ସୂଚନା ଅନୁଯାୟୀ, କାଶୀନଗର ତହସିଲ…

Read More

ଜାତୀୟ ସ୍ତରରେ ସମ୍ମାନିତ କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ୫/୦୯: ଶିକ୍ଷା କ୍ଷେତ୍ରରେ ନବୀନ ପ୍ରୟାସ, ଶିକ୍ଷାଗତ ପରିଚାଳନାରେ ସୁଧାର ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରି ବ୍ୟାପକ ପରିବର୍ତ୍ତନ ଆଣିବାର ନିରବଚ୍ଛିନ୍ନ ଉଦ୍ୟମ ପାଇଁ କେନ୍ଦୁଝରରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ପ୍ରସିଦ୍ଧ ‘ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ସଂସ୍ଥାନ’ ପକ୍ଷରୁ ତାଙ୍କୁ ୨୦୨୩-୨୪ ବର୍ଷ ପାଇଁ…

Read More

ବନ୍ୟା ଜଳରେ ଭାସିଗଲା ନିର୍ମାଣଧୀନ ରୀଙ୍ଗ ରୋଡ଼

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ଆଁ କରିଥିବା ବେଳେ ବଡ ବଡ ଗାତ ଦେଖିବାକୁ ମିଳିଛି ଗତ ୨୦୨୩ ମସିହାରୁ ବରଗଡ ଟ୍ରାଫିକ ସମସ୍ୟା ଦୂର କରିବା ଓ ସହର ସୌନ୍ଦର୍ଯ୍ୟ କରଣ ପାଇଁ ସାଈ ମନ୍ଦିର ରୁହୁନିଆ ଗାଁ ପର୍ଯ୍ୟନ୍ତ ୪୫ କୋଟି ଟଙ୍କା ବ୍ୟୟ ଅଟକଳ ରେ ରିଙ୍ଗ ରୋଡ କାମ ଚାଲିଛି ୩ ବର୍ଷ ହେଲାଣି କାମ ସରିନି ଜିରା ନଦୀ ତଟରେ ଏହି ରିଙ୍ଗ ରୋଡ ନିର୍ମାଣ ହେଉଥିବା ବେଳେ…

Read More