ଟାଉନ ଥାନା ଅନ୍ତର୍ଗତ ବଗଡ଼ିହା ଛକରେ ରକ୍ତାକ୍ତକାଣ୍ଡ: ସ୍ତ୍ରୀର ବେକ କାଟିଲା ସ୍ୱାମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ମୃତ୍ୟୁ
ଯଶୋବନ୍ତ ପରିଡା/_ ମୟୁରଭଞ୍ଜ, ବାରିପଦା/_ ୧୩/୦୯/୨୬ (ସମୀକ୍ଷା ନ୍ୟୁଜ)ଟାଉନ ଥାନା ଅନ୍ତର୍ଗତ ବଗଡ଼ିହା ଛକ ନିକଟରେ ଆଜି ଏକ ଅଭାବନୀୟ ତଥା ରକ୍ତାକ୍ତ କାଣ୍ଡ ଘଟିଯାଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ ବେକକୁ ଧାରୁଆ ଛୁରୀରେ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ମହିଳା ଜଣକ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛିମିଳିଥିବା ସୂଚନା ଅନୁଯାୟୀ, ଶୂଳିଆପଦା…


Total Users : 6807