ଶରତ ବଜାରରେ ଭତ୍ତା ଅନିୟମିତତାକୁ ନେଇ ରାସ୍ତାରୋକ ଓ ବିକ୍ଷୋଭ: ୯ଟି ପଞ୍ଚାୟତର ସରପଞ୍ଚଙ୍କ ସାମିଲ
ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ/_ ୦୯/୦୯/୨୬/_ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ବଜାରଠାରେ ଥାଳି ପାଉଚାରେ ଅନିୟମିତତା ଏବଂ ବିଭିନ୍ନ ଦାବି ନେଇ ୦୯ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ଜନସାଧାରଣଙ୍କ ପକ୍ଷରୁ ବ୍ୟାପକ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଦୋଳନକାରୀମାନେ ସକାଳ ୦୭:୦୦ ଘଟିକାରୁ ସନ୍ଧ୍ୟା ୦୭:୦୦ ଘଟିକା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରଖିଥିଲେ। ପ୍ରଶାସନର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ସେମାନେ…


Total Users : 6835