Headlines

ରାସ୍ତାକଡ଼ରେ ଆବର୍ଜନା: ବୁଲା ପଶୁଙ୍କ ପାଇଁ ବଢୁଛି ବିପଦ

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ : କେନ୍ଦୁଝର/ଯୋଡ଼ା, ୧୪/୯/୨୦୨୬:* ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଥିବାବେଳେ ଯୋଡ଼ା ପୌରପରିଷଦ ଅଞ୍ଚଳରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ପୌରପରିଷଦ ପକ୍ଷରୁ ୧୪ଟି ୱାର୍ଡରେ ନିୟମିତ ସଫେଇ ଓ ଆବର୍ଜନା ସଂଗ୍ରହ ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ, ଯୋଡ଼ା ୭ ନମ୍ବର ୱାର୍ଡର ଦୈନିକ ପରିବା ବଜାରରୁ ସଂଗୃହୀତ ଆବର୍ଜନା ଫ୍ଲାଇଓଭର ତଳେ ଅସୁରକ୍ଷିତ ଭାବେ ପକାଯାଉଥିବା ଅଭିଯୋଗ ହୋଇଛି। ଆବର୍ଜନା ମଧ୍ୟରେ ପଲିଥିନ୍ ଓ…

Read More

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟର ପ୍ରତୀକ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୮ତମ ଜନ୍ମଜୟନ୍ତୀ ପାଳିତ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି -୨୬/୦୮ଭବାନୀପାଟଣା: ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ଅଙ୍କୁର ଯାଦବଙ୍କ ଆହ୍ୱାନକ୍ରମେ ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣାଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟର ପ୍ରତୀକ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ (ବି.ପି.) ମଣ୍ଡଳଙ୍କ ୧୦୮ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି।ସମ୍ପାଦକ ଶ୍ରୀ ଉମାକାନ୍ତ ବାଗ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ବରିଷ୍ଠ ଉପଦେଷ୍ଟା ଶ୍ରୀ ଅର୍ଜୁନ କୁମାର ଧଙ୍ଗଡ଼ାମାଝୀ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୌଡ଼, ଶ୍ରୀ ଶ୍ରବଣ କୁମାର ଗୁପ୍ତ ଓ ଶ୍ରୀ ସୀତାରାମ ଘି ଦୀପ ପ୍ରଜ୍ୱଳନ…

Read More

ଜିଆଇଇଟି ବିଶ୍ବବିଦ୍ୟାଳୟରେ ସବୁଜ ପରିବେଶ ପାଇଁ ବନମହୋତ୍ସବ ଆୟୋଜିତ

କିରଣ କୁମାର ପାଣିଗ୍ରାହୀ/ସମୀକ୍ଷା ନ୍ୟୁଜ/ଗୁଣୁପୁର: ସ୍ଥାନୀୟ ଜିଆଇଇଟି ବିଶ୍ବବିଦ୍ୟାଳୟ ପରିସରରେ ଗୁଣୁପୁର ବନ ବିଭାଗ ସହଯୋଗରେ ବନମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାରାରୋପଣ କରାଯାଇ ବନମହୋତ୍ସବର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ଏନ.ଭି. ଜଗନ୍ନାଧା ରାଓ, ପ୍ରଫେସର ଡ଼. ଏ.ଭି.ଏନ୍.ଏଲ୍. ଶର୍ମା, ସ୍କୁଲ୍ ଅଫ୍ ନର୍ସିଂର ଅଧ୍ୟକ୍ଷା ଡ଼. ଜୟଶ୍ରୀ, ପ୍ରଫେସର ପ୍ରତିଭା କର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ…

Read More

​ତାଳଚେର ମେଡିକାଲ କଲେଜ: ପ୍ରାକ୍ଟିକାଲ୍ ନାହିଁ, ୫୦୦ କୋଟିର ଏକ ଅତ୍ୟାଧୁନିକ କଲେଜ-କୋଉ କାମକୁ ନୁହେଁ

ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍/ ତାଳଚେର: ତାରିଖ: ୧୫ ସେପ୍ଟେମ୍ବର ୨୦୨୬​ତାଳଚେର ଠାରେ ପ୍ରାୟ ୪୦୦ ରୁ ୫୦୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମେଡିକାଲ କଲେଜ ନିର୍ମାଣ କରାଯାଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ଏଠାକାର ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏବଂ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରାକ୍ଟିକାଲ୍ (ବ୍ୟବହାରିକ) ଶିକ୍ଷା ପାଇଁ ଏବେ ବି ଅନୁଗୁଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏତେ ବଡ଼ ଭିତ୍ତିଭୂମି ଥାଇ ମଧ୍ୟ ସାଧାରଣ ଜନତା…

Read More

ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୂତନ କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି/ ଚିକିଟି : ଚିକିଟି-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କ ଅଧ୍ୟକ୍ଷତାରେ ନୂତନ କେନ୍ଦ୍ରୀୟ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଦୌଉଳିଆପଡା ସମାଜ କୋଠଘର ଠାରେ ରବିବାର ଦିନ ଅତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ପ୍ରକିୟା ଅନୁଯାୟୀ ବିଗତ ଦିନରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ତା ୦୫.୦୭.୨୦୨୬ ରିଖ ଠାରୁ ଆରମ୍ଭ କରି ତା…

Read More

ବଡ଼ସାହିରେ ଗଣେଶ ପୂଜା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ବଡ଼ସାହି, ୧୫/୯/୨୬- ବଡ଼ସାହି ବ୍ଲକର ବିଭିନ୍ନ ସରକାରୀ/ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ କ୍ଳବ ସହ ଆମ୍ବଡାଳିସ୍ଥ ଫାର୍ମାସି କଲେଜରେ ମହା ସମାରୋହରେ ଚଳିତ ବର୍ଷର ଗଣେଶ ପୂଜା ପାଳିତ ହୋଇଯାଇଛି । ତେବେ ୨୪ ତମ ଗଣେଶ ପୂଜା ପାଳିତ କରିଛି ଉଇନର୍-୧୧ କ୍ଲବ, ବଡ଼ସାହି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅଗ୍ରପୂଜ୍ୟଙ୍କ ଏକ ସୁଉଚ୍ଚ ମେଢ଼ ଓ ସାଜସଜ୍ଜା ସହିତ ଆକର୍ଷଣୀୟ ସାଜସଜ୍ଜାରେ ଯଥାବିଧି…

Read More

ଓଡ଼ିଶାର ନବୀକରଣ ଯୋଗ୍ୟ ଶକ୍ତି ଗବେଷଣା ଏବଂ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଇଆଇଟି ଓ ଗ୍ରୀଡ଼କୋ ମଧ୍ୟରେ ସହବନ୍ଧନ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, : ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଗବେଷଣା ଏବଂ ନବସୃଜନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏବଂ ଗ୍ରୀଡ଼କୋ ଲିମିଟେଡ୍ ମଧ୍ୟରେ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ ପରିସରରେ ନବୀକରଣଯୋଗ୍ୟ ଶକ୍ତି ଗବେଷଣା ଏବଂ ଅଧ୍ୟୟନ କେନ୍ଦ୍ର, ଓଡ଼ିଶାର ପ୍ରତିଷ୍ଠା ପାଇଁ ଏକ କାର୍ଯ୍ୟାନ୍ୱୟନ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ୨ ସେପ୍ଟେମ୍ବର ୨୦୨୬ରେ…

Read More

ପିପିଲି ବିଶ୍ୱକର୍ମା ମହୋତ୍ସବ ଉଦଘାଟିତ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ପିପିଲି.ତା ୧୭।୯ ସିଦ୍ଧେଶ୍ୱର ଦେବ ରାଜମିସ୍ତ୍ରୀ ସଙ୍ଘ ପକ୍ଷରୁ ଦୁଇ ଦିନିଆ ପିପିଲି ବିଶ୍ୱକର୍ମା ମହୋତ୍ସବ ସ୍ଥାନୀୟ ଜୟପୁର ଛକ ଠାରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ସଂଘର ସଭାପତି ମହେନ୍ଦ୍ର ମାଝୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ସମାଜସେବୀ ଗୁଣନିଧି ପ୍ରଧାନ, ସମ୍ମାନିତ ଅତିଥଭାବେ ସଙ୍ଗିତ ଗୁରୁ ସଚ୍ଚିକାନ୍ତ ନାୟକ, ଶଶାଙ୍କ ଶେଖର…

Read More

ମୟୂରଭଞ୍ଜ ଏୟାରଷ୍ଟ୍ରିପ ଓ ଜଡିତ ସହୀଦ ସ୍ମୃତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି – ୨୮/୭ – ବୃହତ୍ତମ ମୟୂରଭଞ୍ଜ ଜିଲ୍ଲା ତାର ତିନିଟି ଏୟାରଷ୍ଟ୍ରିପର ଦରଦ କାହାଣୀ କହିଥାଏ । ଅମର୍ଦ୍ଦା ବା ରାସଗୋବିନ୍ଦପୁର, ରାଜାବସା ଏବଂ ଦାଣ୍ଡବୋଷ ବା ରାଇରଙ୍ଗପୁର ଏୟାରଷ୍ଟ୍ରିପ ତିନିର ଇତିହାସକୁ ବଖାଣି ଥାଏ । ଦୃଷ୍ଟି ଆଢୁଆଳରେ ରହି ଏମାନେ ଭିନ୍ନକ୍ଷମ ସାଜିଛନ୍ତି । ଗୋଟିଏ ଶଯ୍ୟାଶାୟୀ ତ କେବଳ ମାତ୍ର ଦେଖାଶୁଣାରେ ସୀମିତ ରହିଛନ୍ତି ଅନ୍ୟ ଦୁଇ, ଦାଣ୍ଡବୋଷ ସ୍ୱଳ୍ପ କାର୍ଯ୍ୟକ୍ଷମ । ବିଶେଷ…

Read More

ବେଦାନ୍ତ ଆଲୁମିନିୟମ୍, ଭି-ସ୍ପାର୍କ ଡିପ୍‌ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହିତ ୨୧୦୦ କୋଟି ଟଙ୍କାର ମୂଲ୍ୟ ସୃଷ୍ଟି ଲକ୍ଷ୍ୟ ରଖିଛି

ଝାରସୁଗୁଡ଼ା/ ସମୀକ୍ଷା ନିୟୁଜ/ ୮ ସେପ୍ଟେମ୍ବର ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଓ ଭାରତର ସର୍ବବୃହତ୍ ଉତ୍ପାଦନ କ୍ଷେତ୍ରଭିତ୍ତିକ ଡିପ୍‌ଟେକ୍ ଇନ୍‌କ୍ୟୁବେଟର୍ ଭି-ସ୍ପାର୍କ ମିଳିତ ଭାବେ ଡିପ୍‌ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହ ଶିଳ୍ପ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରୟୋଗକୁ ତ୍ୱରାନ୍ୱିତ କରିବ। ଝାରସୁଗୁଡ଼ାରେ ଆୟୋଜିତ ବେଦାନ୍ତ ଆଲୁମିନିୟମ୍‌ର ପ୍ରଯୁକ୍ତି ପ୍ରଦର୍ଶନୀ ‘ମେଟାଲଭର୍ସ’ରେ ଡିପ୍‌ଟେକ୍ ସମାଧାନ ପ୍ରୟୋଗ ପାଇଁ ଏକାଧିକ ବୁଝାମଣାପତ୍ର (ଏମ୍‌ଓୟୁ) ଘୋଷଣା କରାଯାଇଛି। ଏହି ଅବସରରେ ଓପନଏଆଇ, ମାଇକ୍ରୋସଫ୍ଟ ଓ…

Read More