ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ: ଗୋଟିଏ ଦିନରେ ୨ ଶିଶୁଙ୍କ ମୃତ୍ୟୁ: ଭୁଲ ଚିକିତ୍ସା ଯୋଗୁଁ ଜୀବନ ଯାଇଥିବା ଅଭିଯୋଗ
କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ/ କାଶୀପୁର/ସମୀକ୍ଷା ନ୍ୟୁଜ , ୨୩/୦୮ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଯୁବାପଦର ଗାଁରେ ଗୋଟିଏ ଦିନରେ ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଭୁଲ ଚିକିତ୍ସା ଓ ଇଞ୍ଜେକସନ୍ ଦେବା ଯୋଗୁଁ ଦୁଇ ଶିଶୁଙ୍କ ଜୀବନ ଯାଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି। ମୃତ ଶିଶୁ ଦୁଇଜଣ ହେଲେ ଯୁବାପଦର ଗ୍ରାମର ଖଗେଶ୍ୱର ମାଝୀଙ୍କ ୬ ବର୍ଷର ପୁଅ ସୁବାସ ମାଝୀ…


Total Users : 6824