ଡିକିରୁ ୧୪୫ ଗ୍ରାମ ହେରୋଇନ୍ ଜବତ ଆନୁମାନିକ ମୂଲ୍ୟ 14ଲକ୍ଷ 50ହଜାର
ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ/ ତା 16/9/26(ନି ପ୍ର )ଭଦ୍ରକ ଜିଲ୍ଲା ଅସୁରାଳି ପଞ୍ଚାୟତ ଉଚ୍ଚପଡ଼ା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୪୫ ଗ୍ରାମ ହେରୋଇନ୍ ଜବତ କରାଯାଇଛି। ଜବତ ହେରୋଇନ୍ର ଅନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି।ଗୁପ୍ତ ସୂଚନା ଆଧାରରେ ଭଦ୍ରକ ଅବକାରୀ ମୋବାଇଲ୍ ଟିମ୍ ଉଚ୍ଚପଡ଼ା ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ OD-22-Y-4119 ନମ୍ବର ବିଶିଷ୍ଟ…


Total Users : 6854