Headlines

ମାଲକାନଗିରି ବସଷ୍ଟାଣ୍ଡ ଶିଶୁ ଉଦ୍ୟାନରେ ଭୟାବହ ଅଗ୍ନିକାଣ୍ଡ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୭/୦୬/୨୬​ ରାତିର ଅନ୍ଧାରରେ ଅଗ୍ନିର କରାଳ ରୂପ ଦେଖିଲା ଉପାନ୍ତ ମାଲକାନଗିରି ଜିଲ୍ଲା। ମାଲକାନଗିରି ସଦର ମହକୁମା ବସଷ୍ଟାଣ୍ଡ ପରିସରରେ ଥିବା ଶିଶୁ ଉଦ୍ୟାନରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ହୁତୁ ହୁତୁ ହୋଇ ଜଳୁଥିବା ଏହି ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଏହାକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ଦୀର୍ଘ ୩ ଘଣ୍ଟା କାଳ କଠିନ ପରିଶ୍ରମ…

Read More

ଗାଇସିଲେଟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୨ ୟୁନିଟ୍ ରକ୍ତ ସଂଗ୍ରହ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ଗାଇସିଲେଟ, ୩୧/୦୮: ବରଗଡ଼ ଜିଲ୍ଲା ଗାଇସିଲେଟ ୟୁଥ୍ କ୍ଲବ ଏବଂ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ମିଳିତ ଆନୁକୂଲ୍ୟରେ ସୋମବାର ଗାଇସିଲେଟ ୟୁଥ୍ କ୍ଲବ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ୱେଚ୍ଛାସେବୀ ରକ୍ତଦାତାମାନେ ଉତ୍ସାହର ସହ ଯୋଗଦେଇ ମୋଟ ୪୨ ୟୁନିଟ୍ ରକ୍ତ ଦାନ କରିଥିଲେ। କାର୍ଯ୍ୟକ୍ରମକୁ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ ଉଦ୍ଘାଟନ କରି ରକ୍ତଦାନ ଏକ…

Read More

ବରଗଡ଼:ଝାରବନ୍ଧରେ ଅଭିଯୋଗ ଶୁଣାଣି ଶିବିର

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ ବରଗଡ଼, ତା.୦୭.୦୯.୨୦୨୬,ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀଙ୍କ ବ୍ୟତୀତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ…

Read More

ବାଲେଶ୍ଵରରୁ ବ୍ରାଉନସୁଗାର ନେଇ ଆସୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ, ୨୦ ଗ୍ରାମ ବ୍ରାଉନସୁଗାର ଜବତ

ପୁଲକେଶ୍ଵର ମିଶ୍ର/ସମୀକ୍ଷା ନ୍ୟୁଜ/ ​ତାଳଚେର, ୯ ଅଗଷ୍ଟ ୨୦୨୬: ତାଳଚେର କୋଲିୟାରୀ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲେଶ୍ଵରରୁ ବ୍ରାଉନସୁଗାର ନେଇ ଆସୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି।​ମିଳିଥିବା ସୂଚନା ମୁତାବକ, ରାତି ପ୍ରାୟ ୯:୦୦ ଟା ସମୟରେ ଅଭିଯୁକ୍ତମାନେ ବାଲେଶ୍ଵରରୁ ବ୍ରାଉନସୁଗାର ଧରି ତାଳଚେର ଆଡ଼କୁ ଆସୁଥିଲେ। ଗୁପ୍ତ ସୂଚନା ଆଧାରରେ ତାଳଚେର କୋଲିୟାରୀ ଥାନା ପୋଲିସ ଚଢ଼ାଉ…

Read More

ଗଣଶିକ୍ଷା ମନ୍ତ୍ରୀ ଙ୍କ ମଦିୟ ବାସଭବନରେ ପାଳିଲେ ନୂଆଁଖାଇ ଭେଟଘାଟ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ସମସ୍ତ ଗ୍ରାମବାସୀ , ଆତ୍ମୀୟ ସ୍ୱଜନ ଓ ନିଜ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ନିଜ ମଦିୟ ବାସଭବନ ରାଇଘର ବ୍ଲକ୍ , ଚିତ୍ରକୋଟି ଗ୍ରାମରେ ନିମନ୍ତ୍ରଣ କରି ପାଳନ କଲେ ଓଡ଼ିଶା ର ପ୍ରମୁଖ ଗଣପର୍ବ ନୂଆଁଖାଇ। ଆଜିର ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ମାନିତ କରିବା ପରେ ପାରମ୍ପରିକ ରୀତି ନୀତି…

Read More

ବିପଦପୂର୍ଣ୍ଣ କୋଠା ବିରୋଧରେ ସରକାରଙ୍କ କଡାକାର୍ଯ୍ୟାନୁଷ୍ଠାନ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଅସୁରକ୍ଷିତ କୋଠା ଚିହ୍ନଟ କରିବ ୧୫ ଦିନିଆ ତଦନ୍ତକାରୀ ଦଳ:ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ ମହାପାତ୍ର। ଭୁବନେଶ୍ୱର, ୮ ସେପ୍ଟେମ୍ବର, ୨୦୨୬:ସହରାଞ୍ଚଳରେ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବିପଦପୂର୍ଣ୍ଣ ଓ ଅସୁରକ୍ଷିତ କୋଠାଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଧନଜୀବନ ପ୍ରତି…

Read More

ଡେଲାଙ୍ଗରେ ଅଷ୍ଟମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ;ପାନୀୟଜଳ, ଆବାସଗୃହ ଉପରେ ବିଧାୟକଙ୍କ ଗୁରୁତ୍ୱ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ : ଡେଲାଙ୍ଗ,ତା୫।୯ ଡେଲାଙ୍ଗ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅଷ୍ଟମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧକ୍ଷା ରମାଦେବୀ ରାଉତରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ସମୀର କୁମାର ବେହେରା, ଉପାଧ୍ୟାକ୍ଷ ଦୁର୍ବଶା ନିଶଙ୍କ,ପିପିଲି ଏସଡିପିଓ ପିପିଲି ଦେବାଶିଷ ମିଶ୍ର,ଅତିରିକ୍ତ…

Read More

ଜାତୀୟ ସ୍ତରରେ ସମ୍ମାନିତ କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ୫/୦୯: ଶିକ୍ଷା କ୍ଷେତ୍ରରେ ନବୀନ ପ୍ରୟାସ, ଶିକ୍ଷାଗତ ପରିଚାଳନାରେ ସୁଧାର ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରି ବ୍ୟାପକ ପରିବର୍ତ୍ତନ ଆଣିବାର ନିରବଚ୍ଛିନ୍ନ ଉଦ୍ୟମ ପାଇଁ କେନ୍ଦୁଝରରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ପ୍ରସିଦ୍ଧ ‘ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ସଂସ୍ଥାନ’ ପକ୍ଷରୁ ତାଙ୍କୁ ୨୦୨୩-୨୪ ବର୍ଷ ପାଇଁ…

Read More

ଧଉଳିରେ ବିଘ୍ନରାଜଙ୍କ ନିଆରା ଇକୋଫ୍ରେଣ୍ଡଲି ମୂର୍ତ୍ତିପୂଜା

ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର ଭୁବନେଶ୍ୱର ,ତା.୧୪/୦୯/୨୬ ରିଖ- ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗଢ଼ିଛନ୍ତି ଅଗ୍ରପୂଜ୍ୟ ଗଜାନନଙ୍କ ନିଆରା ମୂର୍ତ୍ତୀ । ମୂର୍ତ୍ତି କଳା ବିଭାଗର ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଶିଳ୍ପୀ ଛାତ୍ରଛାତ୍ରୀମାନେ ଓଡ଼ିଶାର ମନ୍ଦିର ମୂର୍ତ୍ତି ଶୈଳୀରେ ଗଜାନନଙ୍କ ଏହି ମୃଣ୍ମୟ ମୂର୍ତ୍ତିକୁ ଅଖା , ସୁରୁଲି ଓ ଅନ୍ୟାନ୍ୟ ସାମଗ୍ରୀରେ ଖୁବ୍ ସୁନ୍ଦର ଭାବରେ ତିଆରି କରିଛନ୍ତି ଏହି…

Read More

କେନ୍ଦୁଝର:ପେଜୁଆ ବିରି କୁ ଜିଆଇ ଟ୍ୟାଗ୍ ର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ସରକାର

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା: କେନ୍ଦୁଝର,09/09 କେନ୍ଦୁଝର ଫୁଲବଡ଼ି ରେ ବ୍ୟବହାର ହେଉଥିବା ମୁଖ୍ୟ ସାମଗ୍ରୀ ପେଜୁଆ ବିରିକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଉପରେ ଗବେଷଣା କରୁଥିବା କେନ୍ଦୁଝର ସହର ଜୁଡ଼ିଆ ସ୍ଥିତ ରିଜିଓନାଲ ରିସର୍ଚ୍ଚ ଆଣ୍ଡ ଟ୍ରାନ୍ସଫର ଟେକ୍ନୋଲୋଜି ଷ୍ଟେସନ (ଆର୍‌ଆର୍‌ଟିଟିଏସ୍) ଏସମ୍ପର୍କିତ ସମସ୍ତ ତଥ୍ୟ ଦସ୍ତାବିଜ୍‌ ଓୟୁଏଟିରେ ଦାଖଲ ଜାରି କରିଛି।ଜିଲ୍ଲାର ଫୁଲବଡ଼ି ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ପରିଚିତ ଏଥିପାଇଁ ଆବଶ୍ୟକ ହେଉଥିବା…

Read More