Headlines

ଥୁଆମୂଳ ରାମପୁର ଘାଟି ରାସ୍ତାର ଦୁର୍ଦ୍ଦଶା

କୋକସରା ବ୍ଲକ।ଧନୀରାମ ପାଣିଗ୍ରାହୀ – ଥୁଆମୂଳ ରାମପୁର ଘାଟି ରାସ୍ତାର ଦୁର୍ଦ୍ଦଶା ଦୀର୍ଘ ତିନି ବର୍ଷ ହେଲା ରାସ୍ତା ଶୋଚନୀୟ ଅବସ୍ଥା ରେ ପଡ଼ିରହିଛି ରାସ୍ତା ରେ ବ୍ବଡ଼ ବଡ଼ ଖାଲ ହେଇ ଯାଇଛି। ଅନେକ ଗାଡି ଓଲଟି ପଡିଛି ଏବଂ ଦୁଇ ଚକିଆ ଯାନ ଗୁଡ଼ିକ ପଡ଼ି ଯାଇ ଖଣ୍ଡିଆ ଖାବରା ହୋଇ ଯାଉଛନ୍ତି ଲୋକେ। ପ୍ରଶାସନ କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବି ସରକାର କିଛି ପଦକ୍ଷେପ ନେଉ ନାହାନ୍ତି।Rampur ବାସୀ କଲମପୁର ଜୁନାଗଡ ନ ଗଲେ ତାଙ୍କର ବହୁତ ଅସୁବିଧା ର ସମ୍ମଖୀନ ହେବାକୁ ପଡ଼ିବ । ବର୍ତ୍ତମାନ ବର୍ଷା ଓଳାହି ଆସିଲାନି ହେଲେ ସରକାର ମରାମତି କାମ ଟିକେ ବି ଆରମ୍ଭ କରି ନାହାନ୍ତି

Leave a Reply

Your email address will not be published. Required fields are marked *