ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ରାଜନଗର: ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ବିଜେଡି ସମର୍ଥକଙ୍କ କ୍ଳିନ ସୁଇପ – ସମୀକ୍ଷା ଖବର

ରାଜନଗର: ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ବିଜେଡି ସମର୍ଥକଙ୍କ କ୍ଳିନ ସୁଇପ

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ରାଜନଗର , ୧୫/୧୦(ଇମିସ ) ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଛାତ୍ର ବିଜେଡି ସମର୍ଥକ ପାର୍ଥୀ ମାନେ ବିପୁଳ ବିଜୟ ହାସଲ କରିଛନ୍ତି | ଛାତ୍ର ବିଜେଡି ସମର୍ଥକମାନେ କ୍ଳିନ ସୁଇପ ବିଜୟ ହାସଲ କରିଛନ୍ତି | ବିଜୁ ଛାତ୍ର ଜନତା ଦଳର ବିପୁଳ ବିଜଯ ପରେ ସମର୍ଥକମାନେ ବିଜୟ ଉଶ୍ଚବ ମନାଇଛନ୍ତି | ବିଜୁ ଛାତ୍ର ଜନତା ଦଳର ପାର୍ଥୀ ତ୍ରିମୂଖୀ…

Read More
ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଲୋକଭାଷା ପ୍ରଚାର ସମିତିର ଉଦ୍ୟମ ପ୍ରଶଂସନୀୟ:କୁଳପତି ଶ୍ରୀ ମହାପାତ୍ର – ସମୀକ୍ଷା ଖବର

ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଲୋକଭାଷା ପ୍ରଚାର ସମିତିର ଉଦ୍ୟମ ପ୍ରଶଂସନୀୟ:କୁଳପତି ଶ୍ରୀ ମହାପାତ୍ର

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ରାଜନଗର,୧୫/୧୦ ରାଜନଗର ବ୍ଲକ ସଦର ମହକୁମାସ୍ଥିତ ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟରେ ଲୋକଭାଷା ପ୍ରଚାର ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଦଶଦିନ ବ୍ୟାପୀ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ ହେବା ସହ ମହାବିଦ୍ୟାଳୟର ମୁଖପତ୍ର ଅନ୍ୱେଷା ଲୋକାର୍ପିତ ହୋଇଯାଇଛି।ଅନୁଷ୍ଠାନର ଅଧ୍ୟକ୍ଷ ଡ.ଘନଶ୍ୟାମ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ଡ. ପ୍ରଶାନ୍ତ କୁମାର ମହାପାତ୍ର ଯୋଗଦେଇ ଶିବିରାର୍ଥି ମାନଙ୍କୁ…

Read More
ଆମେ କରିବୁ ମହାବିଦ୍ୟାଳୟର ଉନ୍ନତି:ବାଜା ବାଣ ରୋଷଣୀରେ ଆସିଲେ ୩ ଛାତ୍ର ସଂଗଠନର ପାର୍ଥୀ – ସମୀକ୍ଷା ଖବର

ଆମେ କରିବୁ ମହାବିଦ୍ୟାଳୟର ଉନ୍ନତି:ବାଜା ବାଣ ରୋଷଣୀରେ ଆସିଲେ ୩ ଛାତ୍ର ସଂଗଠନର ପାର୍ଥୀ

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ରାଜନଗର , ୧୪/୧୦ ଦୀର୍ଘ ୮ ବର୍ଷ ପରେ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି | ୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ହେବା ପରେ ୯ ନାମାଙ୍କନ ପତ୍ର ଦାଖଲ ହୋଇଥିଲା | ଆଜି ମୁଁ କାହିଁକି ପାର୍ଥୀ ହୋଇଛି ତାର ବୈଠକ ଅନୁଷ୍ଠିତ ହୋଇଯାଇଛି | ଛାତ୍ର ବିଜେଡି , ଏବିଭିପି ଓ ଛାତ୍ର କଂଗ୍ରେସ ସମର୍ଥିତ ପାର୍ଥୀମାନେ ଥାଟପାଟରେ ବାଜା…

Read More
ରାଜନଗର : କମ୍ପୁଛି କଲେଜ କ୍ୟାମ୍ପସ – ସମୀକ୍ଷା ଖବର

ରାଜନଗର : କମ୍ପୁଛି କଲେଜ କ୍ୟାମ୍ପସ

ଜଗବନ୍ଧୁ ଖଟୁଆ /ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ରାଜନଗର, ତା ୧୪/୧୦/୨୬- ଛାତ୍ର ସଂସଦ ନିର୍ବାଚନ ର ପ୍ରଚାର ସରିଛି । ଆଜି ମୁଁ କାହିଁକି ପାର୍ଥୀ ହୋଇଛି ସଭାରେ ଯୋଗ ଦେବାପାଇଁ ଏବିଭିପି , ଛାତ୍ର ବିଜେଡି, ଓ ଛାତ୍ର କଂଗ୍ରେସ ନିଜର ପଟୁଆରା ଧରି ବାଜା ବାଣ ରୋଷଣୀ କରି କ୍ୟାମ୍ପସ ରେ ପହଞ୍ଚିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରେ ପାର୍ଥୀମାନେ ବିଭିନ୍ନ ପ୍ରତିଶୃତି ମାଧ୍ୟମରେ…

Read More
ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ:ପୋଡିଲେ, ଚିରିଲେ ଛାତ୍ର ବିଜେଡି ସମର୍ଥିତ ପାର୍ଥୀଙ୍କ ହୋଡିଙ୍ଗ – ସମୀକ୍ଷା ଖବର

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ:ପୋଡିଲେ, ଚିରିଲେ ଛାତ୍ର ବିଜେଡି ସମର୍ଥିତ ପାର୍ଥୀଙ୍କ ହୋଡିଙ୍ଗ

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ରାଜନଗର , ୧୩/୧୦ (ଇମିସ) ଛାତ୍ର ସଂସଦ ନିର୍ବାଚନ ଯେତେ ପାଖେଇ ଆସୁଛି ଉତ୍ତେଜନା ସେତେ ବଢିବାରେ ଲାଗିଛି | ରାଜନଗର ନିର୍ବାଚନ ମଣ୍ଡଳୀର ମଦନପୁରସ୍ଥିତ ୟୁକେ ମହାବୀର ମହାବିଦ୍ୟାଳୟରେ ଗଣ୍ଡୋଗୋଳ ଯୋଗୁ ନିର୍ବାଚନ ବାତିଲ ହୋଇ ସାରିଛି | ଏପଟେ ୧୨ ତାରିଖ ରାତିରେ ରାଜନଗରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମୁଖରେ ଲାଗିଥିବା ବିଜୁ ଛାତ୍ର ଜନତା ଦଳ ସମର୍ଥିତ ଛାତ୍ର ସଂସଦ ପାର୍ଥୀଙ୍କ ହୋଡିଙ୍ଗକୁ…

Read More
ପଟ୍ଟାମୁଣ୍ଡାଇ : ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀଙ୍କୁ ମାଡ ଏବଂ ଅପହରଣ! – ସମୀକ୍ଷା ଖବର

ପଟ୍ଟାମୁଣ୍ଡାଇ : ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀଙ୍କୁ ମାଡ ଏବଂ ଅପହରଣ!

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ :ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୟୁ କେ ମହାବୀର କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା । କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ । ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀ ଙ୍କୁ ଅନ୍ୟ ଏକ ଦଳର ସମର୍ଥକ ମାନେ ମାଡ଼ ମାରି ଉଠାଇନେଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ମାନେ ରାସ୍ତା ରୋକ କରିଛନ୍ତି ଘଟଣା ସ୍ଥଳରେ ଉତ୍ତେଜନା । ପୋଲିସ ଗାଡି ଅଟକାଇ ଛାତ୍ରଛାତ୍ରୀ ଙ୍କ…

Read More
୧୦ ବ୍ୟବସାୟୀଙ୍କଠାରୁ ୧୯ ହଜାର ଟଙ୍କା ଜରିମାନା, ୫୫ କେଜି ଅନୁପଯୁକ୍ତ ଖାଦ୍ୟ ନଷ୍ଟ: ଖାଦ୍ୟ ସୁରକ୍ଷା ବିଭାଗ ଓ ପୋଲିସର ମିଳିତ ଚଢ଼ାଉ – ସମୀକ୍ଷା ଖବର

୧୦ ବ୍ୟବସାୟୀଙ୍କଠାରୁ ୧୯ ହଜାର ଟଙ୍କା ଜରିମାନା, ୫୫ କେଜି ଅନୁପଯୁକ୍ତ ଖାଦ୍ୟ ନଷ୍ଟ: ଖାଦ୍ୟ ସୁରକ୍ଷା ବିଭାଗ ଓ ପୋଲିସର ମିଳିତ ଚଢ଼ାଉ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା, ୬/୧୦: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଖାଦ୍ୟର ଗୁଣବତ୍ତା ଓ ନିରାପତ୍ତା ଯାଞ୍ଚ ପାଇଁ କେନ୍ଦ୍ରାପଡ଼ା ସହରରେ ଖାଦ୍ୟ ସୁରକ୍ଷା ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ସହରର ତିନିମୁହାଣୀଠାରୁ ଦୁହୁରିଆ ପର୍ଯ୍ୟନ୍ତ ବିଭିନ୍ନ ହୋଟେଲ, ଖାଦ୍ୟ ଦୋକାନ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରତିଷ୍ଠାନରେ ଯାଞ୍ଚ କରାଯାଇଥିଲା।ଯାଞ୍ଚ ସମୟରେ ବାସୀ ଓ ଅତ୍ୟଧିକ ରଙ୍ଗ ମିଶ୍ରିତ ଖାଦ୍ୟ ସମେତ ପ୍ରାୟ ୫୫ କେଜି ଅନୁପଯୁକ୍ତ…

Read More
କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା–୨୦୨୬ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା–୨୦୨୬ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା, ୦୫ ଅକ୍ଟୋବର:ଆସନ୍ତା ଗଜଲକ୍ଷ୍ମୀ ପୂଜା–୨୦୨୬କୁ ଶୃଙ୍ଖଳିତ, ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ ନିମନ୍ତେ ଆଜି ସନ୍ଧ୍ୟା ୫ଟା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଜଲକ୍ଷ୍ମୀ ପୂଜା ପାଇଁ ସମନ୍ୱୟ କମିଟି ଗଠନ, ପୂଜା କମିଟିଗୁଡ଼ିକୁ ଅନୁମତି ପତ୍ର ପ୍ରଦାନ, ଆଇନଶୃଙ୍ଖଳା, ସୂଚନା କେନ୍ଦ୍ର, ରାସ୍ତାଘାଟ ମରାମତି, ସ୍ୱାସ୍ଥ୍ୟସେବା,…

Read More
ମହାକାଳପଡ଼ା ବ୍ଲକ: ବଉଳକଣି ପଞ୍ଚାୟତର ବାଘୁଆ ମେଦି ଗ୍ରାମରେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଆଦିବାସୀ ଲୋକ – ସମୀକ୍ଷା ଖବର

ମହାକାଳପଡ଼ା ବ୍ଲକ: ବଉଳକଣି ପଞ୍ଚାୟତର ବାଘୁଆ ମେଦି ଗ୍ରାମରେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଆଦିବାସୀ ଲୋକ

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ନମିତା ନାୟକ ଙ୍କ ରିପୋର୍ଟ ସମୀକ୍ଷା ନ୍ୟୁଜ: ଗମନାଗମନ ପାଇଁ ଏକ ମାତ୍ର ରାସ୍ତାଟି, ନିମ୍ନମାନର କାମ ପାଇଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି।ଆଜି ସ୍କୁଲ ପିଲା ମାନଙ୍କ ଠାରୁ ଆରମ୍ଭ କରି।ବୁଦ୍ଧା ବୃଦ୍ଧ, ଓ ଗ୍ରାମବାସୀ ମାନେ ଯିବାଆସିବା କରିପାରୁ ନାହାନ୍ତି। ଆମ୍ବୁଲାନ୍ସ ଗାଁ କୁ ପଶିପାରିବନୀ, କୁମ୍ଭୀର ଘେରା ନଦୀ, ସରୀସୃପ ଙ୍କ ବାସସ୍ଥଳୀ ପାଲଟିଛି। ବାଘୁଆମେଦୀ ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରି ପାରୁନାହାନ୍ତି। ଏହି ଭଳି ସ୍ଥିତି ହେଲେ…

Read More