ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ଦେବଗଡ଼ ଜିଲ୍ଲା ପଞ୍ଚାୟତ ଡିଗ୍ରୀ କଲେଜ ର ଛାତ୍ର ନିର୍ବାଚନ ର ଫଳାଫଳ – ସମୀକ୍ଷା ଖବର

ଦେବଗଡ଼ ଜିଲ୍ଲା ପଞ୍ଚାୟତ ଡିଗ୍ରୀ କଲେଜ ର ଛାତ୍ର ନିର୍ବାଚନ ର ଫଳାଫଳ

ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ବିଜ୍ଞପ୍ତି ସଂଖ୍ୟା ୫୩୨୩୭ ତାରିଖ ୦୫/୧୦/୨୦୨୬ ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଡିଶାର ପ୍ରତେକ କଲେଜ ରେ ଛାତ୍ର ଛାତ୍ରୀ ଙ୍କୁ ନେଇ ନିର୍ବାଚନ ହୋଇଥିବାବେଳେ, ସେହିପରି ବାରକୋଟ ବ୍ଲକର ପଂଚାୟତ ଡିଗ୍ରୀ କଲେଜ ରେ ମଧ୍ୟ କଲେଜର ଛାତ୍ର ସଂଘର ବିଭିନ୍ନ କାର୍ଯ୍ୟାଳୟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତଦନୁସାରେ, ନିମ୍ନଲିଖିତ ପ୍ରାର୍ଥୀମାନଙ୍କୁ ସମ୍ପୃକ୍ତ ପଦବୀରେ ନିର୍ବାଚିତ ଘୋଷଣା କରାଯାଇଛି।ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଗୁଡିକ ହେଉଛି। ସଭାପତି ଭାବେ…

Read More
ଜିଲ୍ଲା ଶିଳ୍ପ କେନ୍ଦ୍ର, ଦେବଗଡ଼ ତରଫରୁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ନବାଉନ୍ମେଷ ଚେତନା ଶିବିର – ସମୀକ୍ଷା ଖବର

ଜିଲ୍ଲା ଶିଳ୍ପ କେନ୍ଦ୍ର, ଦେବଗଡ଼ ତରଫରୁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ନବାଉନ୍ମେଷ ଚେତନା ଶିବିର

ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ଦେବଗଡ : ଭାରତ ସରକାର ଓ ଓଡିଶା ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଓଡିଶା ଷ୍ଟାର୍ଟ ଅପ କାର୍ଯ୍ୟକ୍ରମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, କଳାମାଟି ଠାରେ ସମ୍ପାଦିତ ହୋଇଛି। ସଭାପତି : ଅଧ୍ୟାପକ ମନୋରଞ୍ଜନ ବାରିକ୍, ଉଦଘାଟକ : ଦମନ ଏକ୍କା ADWO, ଦେବଗଡ, ପ୍ରଶିକ୍ଷକ ପ୍ରବକ୍ତା : ତୋଫାନ କୁମାର ସାହୁ, ସହକାରୀ ଶିଳ୍ପ ଅଧିକାରୀ, ଦେବଗଡ, ଧନ୍ୟବାଦ : ରିମଲୀ ବାନାର୍ଜୀ। ଏହି ସଭାରେ ବିଦ୍ୟାଳୟର ସମସ୍ତ…

Read More
ତ୍ରିସ୍ତରୀୟ ପଞ୍ଚାୟତ ଓ ପୌରପରିଷଦ ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଶିବିର – ସମୀକ୍ଷା ଖବର

ତ୍ରିସ୍ତରୀୟ ପଞ୍ଚାୟତ ଓ ପୌରପରିଷଦ ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଶିବିର

ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ଦେବଗଡ଼ ତା ୧୩./୧୦./ ମଙ୍ଗଳ ବାର : ରାଜ୍ୟରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌରପରିଷଦ ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଶିବିର ଦେବଗଡ଼ ବାରକୋଟ ବ୍ଲକ ସମ୍ମିଳନୀ କକ୍ଷ ଓ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଗୋଷ୍ଠି ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠି…

Read More
ଦେବଗଡ଼:ପଞ୍ଚାୟତ ଡି଼ଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା,ଅଣଛାତ୍ରଙ୍କ ହସ୍ତକ୍ଷେପ ଅଭିଯୋଗ, ଏବିଭିପି ଛାତ୍ରଛାତ୍ରୀଙ୍କ ରାସ୍ତାରୋକ – ସମୀକ୍ଷା ଖବର

ଦେବଗଡ଼:ପଞ୍ଚାୟତ ଡି଼ଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା,ଅଣଛାତ୍ରଙ୍କ ହସ୍ତକ୍ଷେପ ଅଭିଯୋଗ, ଏବିଭିପି ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ବାରକୋଟ ,ତା .14.10.2026 ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କଲା ପଞ୍ଚାୟତ ଡି଼ଗ୍ରୀ କଲେଜରେ ଉତ୍ତେଜନା ଦେଖାଦେଇଛି । ନିର୍ବାଚନ ପ୍ରଚାର ସମୟରେ ଅଣଛାତ୍ରଙ୍କ ହସ୍ତକ୍ଷେପକୁ ନେଇ ଏବିଭିପି ଏବଂ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ମଧ୍ୟରେ ପାଟିତୁଣ୍ଡ ଅଭିଯୋଗ । କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ କିଛି ଅଣଛାତ୍ର ଆସି ପ୍ରଚାର କରୁଥିବା ଅଭିଯୋଗକୁ…

Read More