ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ସରଗରପାଲି ଠାରେ 20 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ – ସମୀକ୍ଷା ଖବର

ସରଗରପାଲି ଠାରେ 20 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣପୁର: *ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲଜ ମାଲିକମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମଠାରେ 20 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ.ହୋଇଯାଇଛି.ଅଶ୍ୱିନୀ ମାସ ସପ୍ତମୀ ତିଥିରେ ଏହି ରାବଣ ଦରବାର ଉତଘାଟିତ ହୋଇଯାଇଛି.ମୁଖ୍ୟ ଅତିଥି ଭାବେ ସାଂସଦ ନମୁନି ସାନନ୍ଦ ମେହେର ଯୋଗଦେଇ ଉତଘାଟନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ସାଗରପାଲି ଦୁର୍ଗାପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ. ରାବଣ ଦରବାର ଦେଖିବା ପାଇଁ…

Read More
ଗ୍ୟାସ ଅଭାବରୁ ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଲେ ସାମ୍ବାଦିକ – ସମୀକ୍ଷା ଖବର

ଗ୍ୟାସ ଅଭାବରୁ ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଲେ ସାମ୍ବାଦିକ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର /ସମୀକ୍ଷା ନ୍ୟୁଜ: ସୋନପୁର :-ପୁଷ୍ପଲତା ଗ୍ୟାସ ଏଜେନ୍ସୀ ରେ ମିଳୁନି ଗ୍ୟାସ।ସୁବର୍ଣ୍ଣପୁର ସହର ରେ ଗ୍ୟାସ ସଙ୍କଟ ଦେଖାଦେଇଛି। ସକାଳୁ ସକାଳୁ ଜଣେ ସାମ୍ବାଦିକ ଗ୍ୟାସ ଅଭାବରୁ ରୋଷେଇ ହୋଇ ପାରୁ ନ ଥିବାରୁ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଇଛାମୃତ୍ୟୁ ଫ୍ଲା କାର୍ଟ ଧରି ଧାରଣା ରେ ବସିଥିଲେ। ଚାରି ଦିନ ଧରି ଗ୍ୟାସ ପାଇଁ ନ୍ୟାୟନ୍ତ ହୋଇ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟଳୟ କୁ ଯାଇ ମଧ୍ୟ ସୁଫଳ…

Read More
ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ – ସମୀକ୍ଷା ଖବର

ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର /ସମୀକ୍ଷା ନ୍ୟୁଜ: ସୁବର୍ଣ୍ଣପୁର, ତା. ୧୨/୦୯/୨୦୨୬: ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗରିପାଲି ବ୍ଲକସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାରାୟଣ ନାୟକ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଏହି ଶିବିରରେ ସର୍ବମୋଟ ୫୯ଟି ଅଭିଯୋଗ ଦରଖାସ୍ତ ଗ୍ରହଣ…

Read More
ମଡେଲ ଡିଗ୍ରୀ କଲେଜ୍ ରେ ଶକ୍ତିଶ୍ରୀ ଆନୁକୁଲ୍ୟରେ ଆତ୍ମ ପ୍ରଶିକ୍ଷଣ ଶିବିର ଉଦଯାପିତ – ସମୀକ୍ଷା ଖବର

ମଡେଲ ଡିଗ୍ରୀ କଲେଜ୍ ରେ ଶକ୍ତିଶ୍ରୀ ଆନୁକୁଲ୍ୟରେ ଆତ୍ମ ପ୍ରଶିକ୍ଷଣ ଶିବିର ଉଦଯାପିତ

ରଞ୍ଜନ ହୋତା/ସ୍ୱତନ୍ତ୍ର ପ୍ରତିନିଧି/ସୁବର୍ଣ୍ଣପୁର:ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ୍ ରେ ଶକ୍ତିଶ୍ରୀ ଆନୁକୁଲ୍ୟରେ ଦୀର୍ଘ ଛ’ ଦିନ ଧରି ଚାଲିଥିବା ଆତ୍ମ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତିଙ୍କ ସଭାପତିତ୍ବରେ ଉଦଯାପିତ ହୋଇଯାଇଛି। ସୂଚନା ଥାଉ କି, ସେପ୍ଟେମ୍ବର ୦୭ ରୁ ୧୨ତାରିଖ ଯାଏ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରକୁ ପ୍ରଶିକ୍ଷିକା ତୃପ୍ତି ନାଏକ ୧୩୦ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସଭାରେ ସଂଯୋଜିକା ଅଧ୍ୟାପିକା କମଳା ସିଂହ ଶକ୍ତିଶ୍ରୀର ଆଭିମୁଖ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବାକୁ ଯାଇ…

Read More
ମଡେଲ ଡିଗ୍ରୀ ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ମଡେଲ ଡିଗ୍ରୀ ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି/ ସୁବର୍ଣ୍ଣପୁରସୋନପୁର ତା-୦୩.୧୦.୨୦୨୬ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ୍ ଠାରେ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଷ୍ଣୁଚରଣ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜନୀତି ବିଜ୍ଞାନ ବିଭାଗର ବିଭଗମୁଖ୍ୟ ଡକ୍ଟର ସିଦ୍ଧାର୍ଥ ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଗାନ୍ଧୀଜୀଙ୍କୁ ବିଶ୍ବାତ୍ମା ଏବଂ ଶାସ୍ତ୍ରୀଜୀଙ୍କୁ ଶାନ୍ତି ଦୂତ ଭାବରେ ବିଭିନ୍ନ ଉଦାହରଣ ଭାବରେ ଉପସ୍ଥାପିତ…

Read More
ସୁବର୍ଣ୍ଣପୁରରୁ ‘ବାରଣାସୀ-ଅଯୋଧ୍ୟା’ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଦଳଙ୍କ ଯାତ୍ରା ଶୁଭାରମ୍ଭ – ସମୀକ୍ଷା ଖବର

ସୁବର୍ଣ୍ଣପୁରରୁ ‘ବାରଣାସୀ-ଅଯୋଧ୍ୟା’ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଦଳଙ୍କ ଯାତ୍ରା ଶୁଭାରମ୍ଭ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି/ ସୁବର୍ଣ୍ଣପୁର:ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରୁ ୫୨ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ ତୀର୍ଥଯାତ୍ରୀ ଦଳ ସମ୍ବଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନ ପରିସରରୁ ଦୁଇ ଗୋଟି ବସକୁ ପତାକା ଦେଖାଇ ଏହି ଆଧ୍ୟାତ୍ମିକ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଏହି ସମାରୋହରେ ବୀରମହାରାଜପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ…

Read More
ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର:ସୁବର୍ଣ୍ଣପୁର, ୨୧ ସେପ୍ଟେମ୍ବର ୨୦୨୬:-ଆସନ୍ତା ଅକ୍ଟୋବର ୦୧ ତାରିଖରେ ପାଳନ ହେବାକୁ ଥିବା ‘ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ’ର ସଫଳ ସମ୍ପାଦନ ନିମନ୍ତେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଅଧ୍ୟକ୍ଷତା କରିଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା…

Read More
ଆସନ୍ତା ୨୩ ତାରିଖରୁ ସୁବର୍ଣ୍ଣପୁରରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ – ସମୀକ୍ଷା ଖବର

ଆସନ୍ତା ୨୩ ତାରିଖରୁ ସୁବର୍ଣ୍ଣପୁରରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର: ଆସନ୍ତା ୨୩ ତାରିଖ ରୁ ଯାଏ ରାଜ୍ୟ ରେ ଏକା ସାଙ୍ଗ & B ଗ୍ରୁପ ରେ ଦିନକୁ ୨ ଟି ସୁବର୍ଣ୍ଣପୁର ରେ ଆରମ୍ଭ ହେବ ଚାରି ଗୋଟି ଜୋନ୍ ରେ ଅନୁଷ୍ଟିତ ହେବ ବୋଲି ରାଜ୍ୟ ସ୍ତରୀୟ ସାହାଣୀ କପ୍ ଖେଳ ହେବାକୁ ଥ‌ିବା ସମ୍ପାଦକ ଶ୍ରୀ ପଣ୍ଡା ସୂଚନା ଫୁଟବଲ l ସୁବର୍ଣ୍ଣପୁର —ଆ ଟୁର୍ଣ୍ଣାମେଣ୍ଟରେ ଏହି ସନ୍ତା ୨୩ ତାରିଖ ରେ ସୁବର୍ଣ୍ଣ ସୁର…

Read More
ସୋନପୁର ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ – ସମୀକ୍ଷା ଖବର

ସୋନପୁର ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ରଞ୍ଜନ ହୋତା/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ ସୁବର୍ଣ୍ଣପୁର: ସୋନପୁର, ୧୮।୯ସୋନପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଙ୍କ ଆନୁକୂଲ୍ୟରେ ଛାତ୍ରୀଛାତ୍ରମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଶୁକ୍ରବାର ରେ ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ,ସୋନପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯକ୍ରମ ର ଉଦ୍ଘାଟନ ଉତ୍ସବ ରେ ଚଢେଇପଂକ ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ସୁରଥ ବାରିକ,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ଲାନ ପାଣ୍ଡିଆ,ମହାରାଜା ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ଅନୁଲିତା ମିଶ୍ର ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ…

Read More
ସୋନପୁର ପୋଲିସର ସଫଳତା – ସମୀକ୍ଷା ଖବର

ସୋନପୁର ପୋଲିସର ସଫଳତା

ମୂରଲୀଧର ସାହୁ/ଜିଲ୍ଲା ପ୍ରତିନିଧି /ସୁବର୍ଣ୍ଣପୁର: ଅଭିଯୋଗକାରୀ ଅର୍ଜୁନ ରଥ ଏବଂ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ପ୍ରାୟ ଏକ ଦଶନ୍ଧି ଧରି ବିବାହ ଉତ୍ସବ, ଜନ୍ମଦିନ ପାର୍ଟି, କର୍ପୋରେଟ୍ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସାମାଜିକ ସମାବେଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମିଳିତ ଭାବେ ଖାଦ୍ୟ ଯୋଗାଣ (କ୍ୟାଟରିଂ) ଚୁକ୍ତି ନେଇ କାର୍ଯ୍ୟ କରୁଥିଲେ । ଏହି କାର୍ଯ୍ୟରେ ଅର୍ଜୁନ ରଥ ଜଣେ ରୋଷେୟା ଭାବରେ କାମ କରୁଥିବାବେଳେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ଫାଷ୍ଟ ଫୁଡ୍ (ଜଳଖିଆ) ପ୍ରସ୍ତୁତ…

Read More