ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ଡୁଡୁମା ଜଳପ୍ରପାତର ବିକାଶ ଏବଂ ୧୦୪ ବର୍ଷୀୟ ଯୋଗୀ ବାବାଙ୍କ ସମ୍ପର୍କରେ – ସମୀକ୍ଷା ଖବର

ଡୁଡୁମା ଜଳପ୍ରପାତର ବିକାଶ ଏବଂ ୧୦୪ ବର୍ଷୀୟ ଯୋଗୀ ବାବାଙ୍କ ସମ୍ପର୍କରେ

ପୁଲକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍:ତାରିଖ: ୧୫ ଅକ୍ଟୋବର ୨୦୨୬ ​ତାଳଚେର ,ଅନୁଗୋଳ : ଡୁଡୁମା ଜଳପ୍ରପାତର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ୧୦୪ ବର୍ଷୀୟ ଯୋଗୀ ବାବା: ପର୍ଯ୍ୟଟନର ବିକାଶ ନେଇ ସରକାରୀ ଦୃଷ୍ଟି ଆକର୍ଷଣ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଭରା ତଥା ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଡୁଡୁମା ଜଳପ୍ରପାତର ପ୍ରବେଶ ଦ୍ୱାର ନିକଟରେ ଏକ ବିରଳ ତଥା ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଜଣେ ୧୦୪ ବର୍ଷ ବୟସ୍କ ବାବାଙ୍କୁ ଦେଖିବାକୁ ମିଳିଛି,…

Read More
ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଷ୍ଟାଫ ନର୍ସଙ୍କ ଧାରଣା: ଅନୁଗୋଳ ବଦଳିକୁ ବିରୋଧ, ତୁରନ୍ତ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଦାବି – ସମୀକ୍ଷା ଖବର

ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଷ୍ଟାଫ ନର୍ସଙ୍କ ଧାରଣା: ଅନୁଗୋଳ ବଦଳିକୁ ବିରୋଧ, ତୁରନ୍ତ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଦାବି

ପୁଲକେଶ୍ୱର ମିଶ୍ର, ସ୍ୱତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍, ତାଳଚେର, ଅନୁଗୋଳ:​ତାଳଚେରସ୍ଥିତ ପବିତ୍ର ମୋହନ ମେଡିକାଲ କଲେଜରେ କାର୍ଯ୍ୟରତ ଷ୍ଟାଫ ନର୍ସମାନେ ଆଜି ଧାରଣାରେ ବସିଛନ୍ତି। ଏହି ନର୍ସମାନେ ଘଣ୍ଟପଡ଼ା ଏବଂ ଆଖପାଖ ଗାଁର ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ସେମାନଙ୍କୁ ଏଠାରେ ଚୁକ୍ତିଭିତ୍ତିକ (Contractual) ଭାବେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଏବେ ଠିକାଦାରଙ୍କ ଏଚଆର (HR) କହୁଛନ୍ତି ଯେ ଏଠାରୁ ମେଡିକାଲ କଲେଜ ବନ୍ଦ ହୋଇଯିବ ଏବଂ ସେମାନଙ୍କୁ ଅନୁଗୋଳ ମେଡିକାଲ କଲେଜକୁ ବଦଳି (Transfer) କରାଯାଉଛି,…

Read More
ତାଳଚେର ଗଣେଶ ପୂଜାର ଅନ୍ତିମ ପର୍ବ: ଆଜି ସନ୍ଧ୍ୟାରେ ହେବ ବହୁ ପ୍ରତୀକ୍ଷିତ ଲଡ଼ୁ ନିଲାମ – ସମୀକ୍ଷା ଖବର

ତାଳଚେର ଗଣେଶ ପୂଜାର ଅନ୍ତିମ ପର୍ବ: ଆଜି ସନ୍ଧ୍ୟାରେ ହେବ ବହୁ ପ୍ରତୀକ୍ଷିତ ଲଡ଼ୁ ନିଲାମ

​ପୁଲକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ ତାଳଚେର/ଅନୁଗୋଳ: ​ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଆଜି ପ୍ରାୟ ଶେଷ ଦିନରେ ପହଞ୍ଚି ସାରିଛି। ପୂଜାର ଅନ୍ତିମ ପର୍ଯ୍ୟାୟରେ ଆଜି ସନ୍ଧ୍ୟା ବେଳକୁ ବିଭିନ୍ନ ପୂଜା ମଣ୍ଡପରେ ପାରମ୍ପରିକ ଲଡ଼ୁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ, ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।​ଚଳିତ ବର୍ଷ ତାଳଚେର ସହରର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଆକର୍ଷଣୀୟ ତଥା ସୁନ୍ଦର ମେଢ଼ମାନ ନିର୍ମାଣ କରାଯାଇଥିଲା। ଲିଙ୍ଗରାଜ କଲୋନୀ ପାଖରୁ ଆରମ୍ଭ କରି…

Read More
ବେଆଇନ ଦେଶୀ ମଦ କାରବାର ବିରୋଧରେ ମହିଳାଙ୍କ ଥାନା ଘେରାଉ : କିଆକଟା ଥାନା ଘେରାଉ କଲେ ଶତାଧିକ ମହିଳା, ମଦ ବନ୍ଦ ନହେଲେ ଆଗକୁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ – ସମୀକ୍ଷା ଖବର

ବେଆଇନ ଦେଶୀ ମଦ କାରବାର ବିରୋଧରେ ମହିଳାଙ୍କ ଥାନା ଘେରାଉ : କିଆକଟା ଥାନା ଘେରାଉ କଲେ ଶତାଧିକ ମହିଳା, ମଦ ବନ୍ଦ ନହେଲେ ଆଗକୁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ପୁଲକେଶ୍ଵର ମିଶ୍ର/ ସ୍ଵତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/ଅନୁଗୁଳ: ଅନୁଗୁଳ /ମାଧପୁର- ଗାଁ ଗଣ୍ଡାରେ ଖୁଲମଖୁଲା ଚାଲିଛି ବେଆଇନ ଦେଶୀ ମଦ କାରବାର। ଗଳିକନ୍ଦିରେ ସହଜରେ ମିଳୁଛି ମଦ। ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ତେଜ ହେଉଥିବା ବେଳେ ଶେଷରେ ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା। ଅନୁଗୁଳ ଜିଲ୍ଲା କିଆକଟା ଥାନା ଅଞ୍ଚଳରେ ବେଆଇନ ଦେଶୀ ମଦ ଓ ହାଣ୍ଡିଆ କାରବାର ବନ୍ଦ ଦାବିରେ ଶତାଧିକ ମହିଳା ଆଜି ଥାନା ଘେରାଉ କରିଥିଲେ। ଥାନା ସମ୍ମୁଖରେ…

Read More
ତାଳଚେରରେ ଡ୍ରଗ୍ସ ରାକେଟ୍ ଠାବ: ୧ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୩ ଗିରଫ – ସମୀକ୍ଷା ଖବର

ତାଳଚେରରେ ଡ୍ରଗ୍ସ ରାକେଟ୍ ଠାବ: ୧ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୩ ଗିରଫ

ପୁଲକେଶ୍ଵର ମିଶ୍ର, ସ୍ଵତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜତାଳଚେର, ଅନୁଗୋଳ, ୧୮ ସେପ୍ଟେମ୍ବର ୨୦୨୬: ତାଳଚେରରେ ପୁଣି ଏକ ବଡ଼ ଧରଣର ଡ୍ରଗ୍ସ ରାକେଟ୍ ଧରାପଡିଛି। ତାଳଚେର ବାଘୁଆବୋଲ ସ୍ଥିତ ଶିବ ମନ୍ଦିର ନିକଟରେ ଚାଲିଥିବା ବେଆଇନ ନିଶା କାରବାର ଉପରେ ଚଢ଼ାଉ କରି ତାଳଚେର ପୋଲିସ ଓ ସଦର ପୋଲିସର ଏକ ମିଳିତ ଟିମ୍ ୯.୩୪୦ ଗ୍ରାମର ଡ୍ରଗ୍ସ ଜବତ କରିଛନ୍ତି। ଜବତ ହୋଇଥିବା ଏହି ଡ୍ରଗ୍ସର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା…

Read More
​ତାଳଚେର ମେଡିକାଲ କଲେଜ: ପ୍ରାକ୍ଟିକାଲ୍ ନାହିଁ, ୫୦୦ କୋଟିର ଏକ ଅତ୍ୟାଧୁନିକ କଲେଜ-କୋଉ କାମକୁ ନୁହେଁ – ସମୀକ୍ଷା ଖବର

​ତାଳଚେର ମେଡିକାଲ କଲେଜ: ପ୍ରାକ୍ଟିକାଲ୍ ନାହିଁ, ୫୦୦ କୋଟିର ଏକ ଅତ୍ୟାଧୁନିକ କଲେଜ-କୋଉ କାମକୁ ନୁହେଁ

ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍/ ତାଳଚେର: ତାରିଖ: ୧୫ ସେପ୍ଟେମ୍ବର ୨୦୨୬​ତାଳଚେର ଠାରେ ପ୍ରାୟ ୪୦୦ ରୁ ୫୦୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମେଡିକାଲ କଲେଜ ନିର୍ମାଣ କରାଯାଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ଏଠାକାର ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏବଂ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରାକ୍ଟିକାଲ୍ (ବ୍ୟବହାରିକ) ଶିକ୍ଷା ପାଇଁ ଏବେ ବି ଅନୁଗୁଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏତେ ବଡ଼ ଭିତ୍ତିଭୂମି ଥାଇ ମଧ୍ୟ ସାଧାରଣ ଜନତା…

Read More

ତାଳଚେରରେ ଗଣେଶ ପୂଜା ପ୍ରସ୍ତୁତି ଜୋରଦାର: ମୁମ୍ବାଇ ଭଳି ଓଡ଼ିଶାରେ ପ୍ରସିଦ୍ଧ ତାଳଚେର ଗଣେଶ ପୂଜା

ପୁଲକେଶ୍ୱର ମିଶ୍ର,/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍ ତା/ଳଚେର, ଅନୁଗୋଳ (୧୦ ସେପ୍ଟେମ୍ବର ୨୦୨୬) ​କୋଇଲା ନଗରୀ ତାଳଚେରରେ ଏବେଠାରୁ ଆରମ୍ଭ ହୋଇଗଲାଣି ଗଣେଶ ପୂଜାର ଉତ୍ସାହ ଓ ମାହୋଲ । ସାଧାରଣତଃ ତାଳଚେରରେ ଥିବା ବିଭିନ୍ନ ବ୍ୟବସାୟୀ ସଂଘ ଦ୍ୱାରା ଏହି ପୂଜା ବେଶ୍ ଧୁମଧାମରେ ପାଳନ କରାଯାଇଥାଏ । ବର୍ତ୍ତମାନ ସମସ୍ତ ବ୍ୟବସାୟୀ ଏବଂ ପୂଜା କମିଟି ନିଜ ନିଜର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ସହରର ବିଭିନ୍ନ ଛକ ଓ ରାସ୍ତାରେ ସାଜସଜ୍ଜା…

Read More
ତାଳଚେର ପୌରପାଳିକା: ନୂଆ ସୁଇପିଂ ମେସିନ ସଫେଇ କରୁଛି ନା ଧୂଳି ଉଡ଼ାଇ ପ୍ରଦୂଷଣ ବଢ଼ାଉଛି? ଲକ୍ଷାଧିକ ଟଙ୍କାର ମେସିନ ଉପରେ ଉଠିଲା ପ୍ରଶ୍ନ – ସମୀକ୍ଷା ଖବର

ତାଳଚେର ପୌରପାଳିକା: ନୂଆ ସୁଇପିଂ ମେସିନ ସଫେଇ କରୁଛି ନା ଧୂଳି ଉଡ଼ାଇ ପ୍ରଦୂଷଣ ବଢ଼ାଉଛି? ଲକ୍ଷାଧିକ ଟଙ୍କାର ମେସିନ ଉପରେ ଉଠିଲା ପ୍ରଶ୍ନ

​ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍, /ତାଳଚେର, ଅନୁଗୋଳ: ତାଳଚେର/୫ ସେପ୍ଟେମ୍ବର, ୨୦୨୬:ତାଳଚେର ସହରକୁ ସଫାସୁତୁରା ଏବଂ ଧୂଳିମୁକ୍ତ ରଖିବା ପାଇଁ ପୌରପାଳିକା ପକ୍ଷରୁ ସମ୍ପ୍ରତି ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମେକାନିକାଲ ରୋଡ଼ ସୁଇପିଂ ମେସିନ (TPS VAC-SWEEP 5000 SP) ଅଣାଯାଇଛି। କିନ୍ତୁ ଏହି ମେସିନ ଆସିବାର ମାତ୍ର ତିନି-ଚାରି ଦିନ ମଧ୍ୟରେ ଏହାର କାର୍ଯ୍ୟଶୈଳୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ​ରାସ୍ତାରୁ ଧୂଳି ଏବଂ…

Read More
​ ଏଲଆଇସିର ୭୦ ତମ ପ୍ରତିଷ୍ଠା ଦିବସ: ତାଳଚେର ଶାଖା ପରିସରରେ ଧୂମଧାମରେ ପାଳିତ ହେଲା ବୀମା ସପ୍ତାହ ମହୋତ୍ସବ ​ – ସମୀକ୍ଷା ଖବର

​ ଏଲଆଇସିର ୭୦ ତମ ପ୍ରତିଷ୍ଠା ଦିବସ: ତାଳଚେର ଶାଖା ପରିସରରେ ଧୂମଧାମରେ ପାଳିତ ହେଲା ବୀମା ସପ୍ତାହ ମହୋତ୍ସବ ​

ପୁଲକେଶ୍ୱର ମିଶ୍ର, ସ୍ୱତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍, ତାଳଚେରଭାରତୀୟ ଜୀବନ ବୀମା ନିଗମ (LIC) ଆଜି ତାର ଗୌରବମୟ ୭୦ ବର୍ଷ ପୂରଣ କରି ୭୧ ତମ ବର୍ଷରେ ପଦାର୍ପଣ କରିଛି। ଏହି ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଥିବା ‘ବୀମା ସପ୍ତାହ’ ମହୋତ୍ସବର ଶୁଭାରମ୍ଭ ଆଜି ଏଲଆଇସି ତାଳଚେର ଶାଖା ପରିସରରେ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଶାଖାର ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ପ୍ରତିନିଧିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ…

Read More
ସ୍ୱାୟତ୍ତ ଶାସନ ଦିବସରେ ବିକାଶକୁ ଗୌଣ, ରାଜନୀତି ମୁଖ୍ୟ: ତାଳଚେରର ଭବିଷ୍ୟତ ନେଇ ନିରବ ବିଧାୟକ, ନଗରପାଳ ଓ ପ୍ରଶାସନ – ସମୀକ୍ଷା ଖବର

ସ୍ୱାୟତ୍ତ ଶାସନ ଦିବସରେ ବିକାଶକୁ ଗୌଣ, ରାଜନୀତି ମୁଖ୍ୟ: ତାଳଚେରର ଭବିଷ୍ୟତ ନେଇ ନିରବ ବିଧାୟକ, ନଗରପାଳ ଓ ପ୍ରଶାସନ

​ପୁଲକେଶ୍ଵର ମିଶ୍ର, ସ୍ଵତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍, ତାଳଚେର, ଅନୁଗୁଳ: 31/8/2026​ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ତାଳଚେର ପୌରପାଳିକା କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଥିବା ବେଳେ ସହରର ବାସ୍ତବ ବିକାଶର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି। ସ୍ୱାୟତ୍ତ ଶାସନ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି—ବିଗତ ବର୍ଷର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା, ଖର୍ଚ୍ଚର ହିସାବ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ, ସହରର ରାସ୍ତାଘାଟ, ଡ୍ରେନେଜ୍‌, ପାନୀୟ ଜଳ, ପରିମଳ ଓ ଆଲୋକୀକରଣ ଭଳି ମୌଳିକ…

Read More