ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଜଳସେଚନ ସମସ୍ୟା ଭାତହାଣ୍ଡିରେ କାହିଁକି ଶୁଖୁଛି ଚାଷଜମି – ସମୀକ୍ଷା ଖବର

ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଜଳସେଚନ ସମସ୍ୟା ଭାତହାଣ୍ଡିରେ କାହିଁକି ଶୁଖୁଛି ଚାଷଜମି

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ: ଓଡ଼ିଶାର ‘ଭାତହାଣ୍ଡି’ ଭାବେ ପରିଚିତ ବରଗଡ଼ ଜିଲ୍ଲା କୃଷି କ୍ଷେତ୍ରରେ ସାରା ରାଜ୍ୟ ପାଇଁ ଗର୍ବ । ଏଠାକାର ସବୁଜ ଶସ୍ୟ ଶ୍ୟାମଳା କ୍ଷେତ ଏବଂ ପରିଶ୍ରମୀ ଚାଷୀ ଭାଇମାନେ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରନ୍ତି । କିନ୍ତୁ ବିଗତ କିଛି ସମୟ ହେବ, ବରଗଡ଼ର ଚାଷୀମାନେ ଏକ ବଡ଼ ସଂକଟ ଦେଇ ଗତି କରୁଛନ୍ତି । ତାହା ହେଉଛି ଜଳସେଚନ ଓ ଜଳ ଯୋଗାଣ ସମସ୍ୟା । ଯେଉଁ…

Read More
ବିକାଶ ନସିଂ କଲେଜରେ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଆଭିମୁଖ୍ୟ ସମାରୋହ – ସମୀକ୍ଷା ଖବର

ବିକାଶ ନସିଂ କଲେଜରେ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଆଭିମୁଖ୍ୟ ସମାରୋହ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ, ୧୭। ୧୦ବିକାଶ ହାୟର ଏଜୁକେସ୍ନାଲ ଇଂଷ୍ଟିଚ୍ୟୁସନ୍ସ ଅନ୍ତର୍ଗତ ବିକାଶ ନସିଂ କଲେଜରେ ଗତ ୧୨ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଆଭିମୁଖ୍ୟ ସମାରୋହ ଆୟୋଜିତ ହୋଇଥିଲା । ବି.ଏସ୍.ସି ନସିଂ, ଜି.ଏନ୍.ଏମ୍, ଏ.ଏନ୍.ଏମ୍ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇବା ପାଇଁ କନ୍‌ଭେନ୍‌ସନ୍ ହଲ୍ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । କାର୍ଯ୍ୟକ୍ରମଟି ଦୀପପ୍ରଜ୍ବଳନ ତଥା ବରିଷ୍ଠ ଛାତ୍ରଛାତ୍ରୀ…

Read More
ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ସୋହେଲା ଦୁର୍ଗାପୂଜାଭକ୍ତି, ଆକର୍ଷଣ ଓ ଭାଇଚାରାର ଅପୂର୍ବ ସଙ୍ଗମ – ସମୀକ୍ଷା ଖବର

ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ସୋହେଲା ଦୁର୍ଗାପୂଜାଭକ୍ତି, ଆକର୍ଷଣ ଓ ଭାଇଚାରାର ଅପୂର୍ବ ସଙ୍ଗମ

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ଆକର୍ଷଣୀୟ ଉତ୍ସବ ସୋହେଲା ଦୁର୍ଗାପୂଜା ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ରୁ ଆରମ୍ଭ ହୋଇ ବେଶ୍‌ ଧୂମଧାମରେ ପାଳିତ ହେଉଛି। ବରଗଡ଼ ଜିଲ୍ଲାର ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ସୋହେଲା ବ୍ଲକର ଏହି ପୂଜା କେବଳ ଧାର୍ମିକ ଭାବନା ନୁହେଁ ବରଂ ନିଜର ସ୍ଵତନ୍ତ୍ର ପରମ୍ପରା, ଆକର୍ଷଣୀୟ ପେଣ୍ଡାଲ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଞ୍ଚଳରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି…

Read More
ଏବିଭିପି ଜିତରେ ବାଲିକୁଦା-ଏରସମା ନିର୍ବାଚଳ ମଣ୍ଡଳୀ ବିଜେପି ମହଲରେ ଉତ୍ସାହ – ସମୀକ୍ଷା ଖବର

ଏବିଭିପି ଜିତରେ ବାଲିକୁଦା-ଏରସମା ନିର୍ବାଚଳ ମଣ୍ଡଳୀ ବିଜେପି ମହଲରେ ଉତ୍ସାହ

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 16/10/2026(ନି. ପ୍ର ): ବାଲିକୁଦା ଓ ଏରସମା କଲେଜେ ରେ ଏବିଭିପିର ବିପୁଳ ବିଜୟରେ ଅଞ୍ଚଳର ବିଜେପି କାର୍ଯ୍ୟ କର୍ତ୍ତା ମହଲରେ ଏକ ଉତ୍ସାହ ର ମହଲ ଦେଖିବାକୁ ମିଳିଛି |ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ନେତା ସତ୍ୟ ସାରଥୀ ମହାନ୍ତି ପିଲାମାନଙ୍କୁ ଆନ୍ତରିକ ସୁଭେତ୍ସା ଓ ଅଭିନନ୍ଦନ ଜଣାଇଥିଲେ |

Read More
ଭିଜିଲାନ୍ସ ଜାଲରେ କୋଟିପତି ବାବୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶ:  ଗାଡ଼ି ଓ ଘରୁ ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ – ସମୀକ୍ଷା ଖବର

ଭିଜିଲାନ୍ସ ଜାଲରେ କୋଟିପତି ବାବୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶ: ଗାଡ଼ି ଓ ଘରୁ ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନିୟୁଜ :17/10/2026: ଓଡ଼ିଶାରେ ଦୁର୍ନୀତି ନିବାରଣ ବିଭାଗ ଭିଜିଲାନ୍ସ ପକ୍ଷରୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଛି । ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଥିବା ଓଡ଼ିଶା ଭିଜିଲାନ୍ସ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଟକ ଜଗତପୁର ସ୍ଥିତ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶଙ୍କୁ ଗିରଫ କରିବା ସହ ତାଙ୍କଠାରୁ ବିପୁଳ ପରିମାଣର କଳାଧନ ଜବତ କରିଛି । ମିଳିଥିବା…

Read More
ବରଗଡ଼ ଜିଲ୍ଲା କଲେଜ ନିର୍ବାଚନ ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସକୁ ଫେରିଲା ରାଜନୀତି, କେଉଁଠି ଉତ୍ସାହ ତ କେଉଁଠି ବିବାଦ – ସମୀକ୍ଷା ଖବର

ବରଗଡ଼ ଜିଲ୍ଲା କଲେଜ ନିର୍ବାଚନ ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସକୁ ଫେରିଲା ରାଜନୀତି, କେଉଁଠି ଉତ୍ସାହ ତ କେଉଁଠି ବିବାଦ

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :ବରଗଡ଼, ୧୭ ଅକ୍ଟୋବର ୨୦୨୬ ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ଯାହାକୁ ନେଇ ବରଗଡ଼ ଜିଲ୍ଲାର ପ୍ରମୁଖ ମହାବିଦ୍ୟାଳୟଗୁଡ଼ିକରେ ପ୍ରବଳ ଉତ୍ସାହ ଓ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଗତ ୧୫ ଅକ୍ଟୋବର ୨୦୨୬ ରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ କେଉଁଠି ଶାନ୍ତିପୂର୍ଣ୍ଣ ଭାବେ ବିଜୟ ଉତ୍ସବ ପାଳନ କରାଯାଇଛି, ତ କେଉଁଠି ଭୋଟ ଗଣତିକୁ…

Read More
ବରଗଡ଼ରେ ନଶା ମୁକ୍ତି ଅଭିଯାନ ଓ ସୁସ୍ଥ ସମାଜ ଗଠନ ପାଇଁ ଏକ ଦୃଢ଼ ପଦକ୍ଷେପ – ସମୀକ୍ଷା ଖବର

ବରଗଡ଼ରେ ନଶା ମୁକ୍ତି ଅଭିଯାନ ଓ ସୁସ୍ଥ ସମାଜ ଗଠନ ପାଇଁ ଏକ ଦୃଢ଼ ପଦକ୍ଷେପ

ଅବିନାଶ ଗଡତିଆ/ ବରଗଡ/ସମୀକ୍ଷା ନିୟୁଜ : ଯୁବପିଢ଼ିକୁ ମାଦକ ଦ୍ରବ୍ୟର କୁପ୍ରଭାବରୁ ରକ୍ଷା କରିବା ଏବଂ ଏକ ସୁସ୍ଥ, ସମୃଦ୍ଧ ସମାଜ ଗଠନ କରିବା ଲକ୍ଷ୍ୟରେ ବରଗଡ଼ ଜିଲ୍ଲାରେ ‘ନଶା ମୁକ୍ତ ଭାରତ ଅଭିଯାନ’ କୁ ଅଧିକ ବ୍ୟାପକ ଓ ତ୍ୱରାନ୍ୱିତ କରାଯାଇଛି। ସମଗ୍ର ଓଡ଼ିଶାରେ ଚାଲିଥିବା ୧୦୦ ସପ୍ତାହର ସ୍ୱତନ୍ତ୍ର ଆଣ୍ଟି-ଡ୍ରଗ୍ସ ଅଭିଯାନ ଅଧୀନରେ ବରଗଡ଼ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସେହିପରି ନିକଟରେ ବରଗଡ଼ରେ ଓଡ଼ିଶା ପୋଲିସର…

Read More
ରଙ୍ଗବତୀ ଗୀତରେ ନାଚିଲେ ହିମାଚଳର ଛାତ୍ର ଛାତ୍ରୀ – ସମୀକ୍ଷା ଖବର

ରଙ୍ଗବତୀ ଗୀତରେ ନାଚିଲେ ହିମାଚଳର ଛାତ୍ର ଛାତ୍ରୀ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼,୧୬। ୧୦ବରଗଡ଼ସ୍ଥିତ ଇମ୍ପେରିଆଲ୍ କଲେଜ ପକ୍ଷରୁ ଯୁବା ସଙ୍ଗମ ୨୦୨୬ ଅନ୍ତର୍ଗତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନରେ ହିମାଚଳ ପ୍ରଦେଶର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଉଷ୍ମ ସ୍ୱାଗତ କରାଯାଇଥିଲା। ପାରମ୍ପରିକ କୀର୍ତ୍ତନ ଓ ଆକର୍ଷଣୀୟ ଘୁଡ଼କା ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇ ଓଡ଼ିଶାର ଲୋକକଳା ଓ ପରମ୍ପରାର ଝଲକ ପ୍ରଦାନ କରାଯାଇଥିଲା। ଅତିଥିମାନଙ୍କୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପାରମ୍ପରିକ ଖାଦ୍ୟ…

Read More
ଗୋଣ୍ଡ ସମାଜର କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ – ସମୀକ୍ଷା ଖବର

ଗୋଣ୍ଡ ସମାଜର କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ଝାରବନ୍ଧ, ୧୬ା୧୦ ସାମାଜିକ ସଂହତିର ସୁଦୃଢ଼ୀକରଣ ସହ ସାଂସ୍କୃତିକ ପରମ୍ପରାର ରକ୍ଷଣ ଓ ସାମୂହିକ ବିକାଶରେ ସହାୟକ ହେବ କଲ୍ୟାଣ ମଣ୍ଡପ। ଏହି ଲକ୍ଷ୍ୟ ନେଇ ଅଖିଳ ଭାରତୀୟ ଗୋଣ୍ଡ ସମାଜ, ଝାରବନ୍ଧର ତୁର୍ଲା ସର୍କଲ ପାଇଁ ନିର୍ମିତ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ ଉତ୍ସବ ଗୁରୁବାର ଆୟୋଜିତ ହୋଇଥିଲା। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଏହାକୁ ଉଦ୍‌ଘାଟନ କରିଥିଲେ। ବିଧାୟକ ପାଣ୍ଠିରୁ ୫…

Read More
କାର ସହ ଗଂଜେଇ ଜବତ କାରଛାଡ଼ି ଚାଳକ ଫେରାର ପୋଲିସ ର ତଦନ୍ତ ଜାରି – ସମୀକ୍ଷା ଖବର

କାର ସହ ଗଂଜେଇ ଜବତ କାରଛାଡ଼ି ଚାଳକ ଫେରାର ପୋଲିସ ର ତଦନ୍ତ ଜାରି

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼:୧୬ା୧୦ ପୁଲିସର ପେଟ୍ରୋଲିଂ ସମୟରେ ଗଞ୍ଜେଇ ଚାଲାଣର ଏକ ଘଟଣା ସାମ୍ନାକୁ ଆସିଛି। ସରେଇକେଳା ଜଙ୍ଗଲ ନିକଟରେ ଏକ କାରରୁ ୩୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ପୁଲିସକୁ ଦେଖି ଗାଡ଼ିରେ ଥିବା ଅଭିଯୁକ୍ତ ଫେରାର ହୋଇଯାଇ ଥିବା ଘଟଣା ସାମ୍ନା କୁ ଆସିଛି l ସୂଚନା ଅନୁଯାୟୀ, ଜଗଦଳପୁର ପୁଲିସ ପକ୍ଷରୁ ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିବା ସମୟରେ ସରେଇକେଳା ଜଙ୍ଗଲ ନିକଟରେ…

Read More