ଜିଲ୍ଲାସ୍ତରୀୟ କବାଡ଼ିରେ ଚମ୍ପିୟାନସିପରେ ଚଳଚଞ୍ଚଳ ଝାରବନ୍ଧ:୧୪ ବର୍ଷରୁ କମ୍ ବର୍ଗରେ ବାଳକ ଓ ବାଳିକାଙ୍କ ପ୍ରତିଭା ପ୍ରଦର୍ଶନ
ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ଝାରବନ୍ଧ: ୧୪।୧୦ (ସମିସ) ବିଦ୍ୟାଳୟ ପଡ଼ିଆରେ ଖେଳାଳିଙ୍କ ଉତ୍ସାହ, ଦଳଗତ ସମନ୍ୱୟ ଓ ବିଜୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା। ଏଭଳି କ୍ରୀଡ଼ାମୟ ପରିବେଶ ମଧ୍ୟରେ ଝାରବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ବରଗଡ଼ ଜିଲ୍ଲାସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା କବାଡ଼ି ଚାମ୍ପିୟନସିପ୍-୨୦୨୬। ଜିଲ୍ଲାର ସମସ୍ତ ବ୍ଲକରୁ ଦଳଗୁଡ଼ିକ ଏଥିରେ ସାମିଲ ହୋଇଥିବାରୁ ପ୍ରତିଯୋଗିତାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ…