ସଂଯୁକ୍ତ କୃଷକ ସଙ୍ଗଠନର ଗାଁ ଚାଲ ଅଭିଯାନ
ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ,୧୩। ୧୦ ପାଇକମାଲ ବ୍ଲକର ଭୁବନେଶ୍ୱରପୁର, ପାଇକମାଲ ଏବଂ ଝାରବନ୍ଧ ବ୍ଲକର ଜଗଦେଲପୁର ପଞ୍ଚାୟତ ସ୍ଥରୀୟ ରାଜବୋଡାସମ୍ବର କୃଷକ ସଂଗଠନର ବୈଠକ ବସିଥିଲା। ଏହି ବୈଠକରେ ରାଜବୋଡାସମ୍ବର କୃଷକ ସଂଗଠନର ସଂଯୋଜକ ଅଶୋକ ସାହୁ, ସଭାପତି ସୁବାସ ସାମନ୍ତରାୟ, କୈଳାସ ବାରିକ, ରମେଶ ମହାପାତ୍ର, ଲିଙ୍ଗରାଜ ପଧାନ, ଦହିତ ସାହୁ, ଆରକ୍ଷିତ ପଧାନ, ସେସଦେବ ନାୟକ,ଯୋଗଦେଇ କୃଷକମାନଙ୍କ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଆଲୋଚନା…