ବରଗଡ଼ ଜିଲ୍ଲାରେ ବଢୁଥିବା ସଡ଼କ ଦୁର୍ଘଟଣା ଏକ ଚିନ୍ତା ଜନକ ବିଷୟ
ଅବିନାଶ ଗଡତିଆ /ବରଗଡ଼ /ସମୀକ୍ଷା ନ୍ୟୁଜ: ଓଡ଼ିଶାର ପ୍ରମୁଖ ଜିଲ୍ଲା ମଧ୍ୟରୁ ବରଗଡ଼ ଅନ୍ୟତମ, ମାତ୍ର ବିଗତ କିଛି ସମୟ ହେବ ଏହି ଜିଲ୍ଲାରେ ଘଟୁଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ଜାତୀୟ ରାଜପଥ ହେଉ କିମ୍ବା ଗ୍ରାମାଞ୍ଚଳର ଛକ, ଅସଂଯମିତ ଗାଡ଼ି ଚାଳନା ଏବଂ ଟ୍ରାଫିକ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଅନେକ ନିରୀହ ଜୀବନ ଚାଲିଯାଉଛି। ନିକଟରେ ୫ ଅକ୍ଟୋବର ୨୦୨୬ରେ ସୋହେଲା ବ୍ଲକର…