ବିକାଶର ରାସ୍ତାରେ ସଂସ୍କୃତିର ଛାପ,ଭାରତମାଳା ରାଜପଥରେ ଶାବର ଶ୍ରୀକ୍ଷେତ୍ର ଟନେଲ୍ ପାଲଟିଛି ଆକର୍ଷଣର କେନ୍ଦ୍ର
କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନ୍ୟୁଜ :କୋରାପୁଟ :କୋରାପୁଟ ଜିଲ୍ଲାର ଭାରତମାଳା ରାଜପଥ ପ୍ରକଳ୍ପ ଅନ୍ତର୍ଗତ ‘ଶାବର ଶ୍ରୀକ୍ଷେତ୍ର ଟନେଲ୍’ରେ ଆଧୁନିକ ଭିତ୍ତିଭୂମି ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳୁଛି। ଟନେଲ୍ର ପ୍ରବେଶପଥରେ ଲେଖାଯାଇଥିବା ଏହାର ନାମ ସହ ଭିତର ପାର୍ଶ୍ୱରେ ଥିବା କଳାତ୍ମକ ଚିତ୍ରଣ ଓ ସାଜସଜ୍ଜା ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଟନେଲ୍ର ପ୍ରବେଶଦ୍ୱାରରେ କୋରାପୁଟିଆ ପରମ୍ପରାର ଛାପ ବହନ କରୁଥିବା କଳା-ଧଳା ନକ୍ସା…