ରଣପୁର: ସାମ୍ବାଦିକଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା, ବନ୍ଧା ହେଲା ଯୁବକ
ଜିତେନ୍ଦ୍ର କୁମାର ସାହୁ /ନୟାଗଡ /ସମୀକ୍ଷା ନ୍ୟୁଜ : ରଣପୁର,୧୮/୧୦(ସମୀକ୍ଷା ନ୍ୟୁଜ ): ରଣପୁର ଥାନା ଅଧୀନସ୍ଥ ରଣପୁର ସୁଆଁସିଆ ସାହିର ଦୁର୍ଦାନ୍ତ ଅପରାଧୀ ଜିତେନ ଖଟେଇକୁ ରଣପୁର ପୋଲିସ ଗୁରୁବାର ଦିନ ରାତିରେ ଭୁବନେଶ୍ୱରରୁ ଗିରଫ କରିଥିବାର ସୁଚନା ମିଳିଛି । ସୂଚନା ଅନୁଯାୟୀ ରଣପୁର ସୁଆଁଶିଆ ସାହିର ଆକ୍ରମଣକରୀ ଚିତ୍ତରଞ୍ଜନ ଖଟେଇ ଓରଫ ଜିତେନ୍,ପିତା ଫକୀର ଖଟେଇ । ରଣପୁର ଅଞ୍ଚଳର କାର୍ଯ୍ୟରତ ଯୁବ ସାମ୍ବାଦିକ ମଧୁସୂଦନ ପରିଡ଼ାକୁ ଗତମାସ ୧୫ ସେପ୍ଟେମ୍ବରରେ ରାସନ କିଣୁଥିବାବେଳେ ଜୀବନରୁ…