ପେନସନ ଟିଏ ପାଇଁ ୨୫ କିଲୋମିଟର ଖୁଡୁକ ରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ସଂଘର୍ଷ
ମାମନି ଚକ୍ରବର୍ତ୍ତୀ/ରାଇଘର ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ରାଇଘର :ପେନସନ ଟିଏ ପାଇଁ ୨୫ କିଲୋମିଟର ଯାଏ ସଂଘର୍ଷ କରୁଛନ୍ତି ହିତାଧିକାରୀ କାରଣ ବ୍ୟାଙ୍କ ପାସ ବୁକରେ ପେନସନ ବାର୍ଦ୍ଧକ୍ୟ,ବିଧବା, ବିକଳାଙ୍ଗ ଭତ୍ତା ନ ମିଳିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀ ଜଣେଇଲେ ଦୁଃଖ ସୂଚନାଅନୁଯାଇ କିଛି ମାସ ହେବ ପେନସନ ବ୍ୟବସ୍ଥା ବ୍ୟାଙ୍କ ଖାତାରେ ନ ଆସିବା ଫଳରେ ଗରିବ ହିତାଧିକାରି ମାନେ ବହୁତ ଅସୁବିଧା ର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି ସରକାର…