ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ଖୋର୍ଦ୍ଧାରେ ଆନ୍ତଃରାଜ୍ୟ ‘କୋରେକ୍ସ’ ଚୋରା ଚାଲାଣ ର ପର୍ଦ୍ଦାଫାସ୍, ୧୦ ଗିରଫ – ସମୀକ୍ଷା ଖବର

ଖୋର୍ଦ୍ଧାରେ ଆନ୍ତଃରାଜ୍ୟ ‘କୋରେକ୍ସ’ ଚୋରା ଚାଲାଣ ର ପର୍ଦ୍ଦାଫାସ୍, ୧୦ ଗିରଫ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:: ଖୋର୍ଦ୍ଧା, ୧୮।୧୦: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ଆନ୍ତଃରାଜ୍ୟ କଫ ସିରପ ଚୋରା କାରବାରର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯିବା ସହ ୫,୫୨୦ ବୋତଲ କୋଡିନଯୁକ୍ତ କଫ ସିରପ ଯାହାର ପରିମାଣ ପ୍ରାୟ ୫୫୨ ଲିଟର, ଜବତ କରାଯାଇଛି।ଅକ୍ଟୋବର ୧୮ ତାରିଖ ସକାଳ ସମୟ…

Read More
୯୮ ବର୍ଷର ଗୌରବମୟ ପରମ୍ପରା ବହନ କରୁଛି ଖୋରଧା କ୍ଲବ ସାର୍ବଜନୀନ ଦୁର୍ଗାପୂଜା ; – ସମୀକ୍ଷା ଖବର

୯୮ ବର୍ଷର ଗୌରବମୟ ପରମ୍ପରା ବହନ କରୁଛି ଖୋରଧା କ୍ଲବ ସାର୍ବଜନୀନ ଦୁର୍ଗାପୂଜା ;

୩୦ ଲକ୍ଷ ଟଙ୍କାର ବଜେଟ ଚଳିତବର୍ଷର ସାର୍ବଜନୀନ ପୂଜା; ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଶୋଭା ପାଇବ ୪ କିଲୋରୁ ଅଧିକ ରୁପା ତାରକସି ଅଳଙ୍କାର, ସପ୍ତମୀରୁ ଦଶମୀ ଯାଏଁ ହୁଏ ହଜାର ହଜାର ଭକ୍ତଙ୍କ ସମାଗମ ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୭ ଅକ୍ଟୋବର : ଶାରଦୀୟ ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଆସ୍ଥା, ଭକ୍ତି, ପରମ୍ପରା ଓ ସାମାଜିକ ଏକତାର ଏକ ଅନନ୍ୟ…

Read More
ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପାର୍ବଣମଧ୍ୟାହ୍ନରେ ଆମିଷ ଘାଣ୍ଟ; ରାତ୍ରରେ ମାଛଗୁଣ୍ଡି ଭଜା ଭୋଗ – ସମୀକ୍ଷା ଖବର

ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପାର୍ବଣମଧ୍ୟାହ୍ନରେ ଆମିଷ ଘାଣ୍ଟ; ରାତ୍ରରେ ମାଛଗୁଣ୍ଡି ଭଜା ଭୋଗ

ବାସୁଦେବ ହାବାଡସିଂ/ବାଣପୁର / ସମୀକ୍ଷା ନ୍ୟୁଜ : ମା’ ଦୁର୍ଗତା ନାଶିନୀ ଦୁର୍ଗାଙ୍କ ପୂଜା ପାଇଁ ସମସ୍ତ ଶକ୍ତି ପୀଠ ଓ ତନ୍ତ୍ରପୀଠରେ ଷୋଡ଼ଶ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଅନନ୍ୟ ଶକ୍ତି ପୀଠ ତଥା ତନ୍ତ୍ରପୀଠ ଖୋର୍ଦ୍ଧା ଜିଲ୍ଲା ଭଗବତୀ କ୍ଷେତ୍ର ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ମୂଳାଷ୍ଟମୀଠାରୁ ଶାରଦୀୟ ପାର୍ବଣ ଆରମ୍ଭ ହୋଇଛି  l ୧୬ ଦିନ ବ୍ୟାପି ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି । ମା’ ଭଗବତୀଙ୍କ ପ୍ରିୟ ବ୍ୟଞ୍ଜନ…

Read More
ନକଲି ଚୋରା ମଦ ଜବତ – ସମୀକ୍ଷା ଖବର

ନକଲି ଚୋରା ମଦ ଜବତ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ /ଖୋରଧା :ଖୋରଧା ୧୭/୧୦/୨୬ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ବରିକୋ ଗ୍ରାମରେ ନକଲି ମଦ କାରବାର ହେଉଥିବା ଖବର ପାଇ ଟାଙ୍ଗୀ ଅବକାରୀ ପୋଲିସ ଚଢ଼ାଉ କରି ଜଣେ ମହିଳା ମଦ ବେପାରୀଙ୍କୁ ଗିରଫ କରିଛି lଗିରଫ ମହିଳା ମଦ ବେପାରୀଙ୍କର ନାମ ଟିକିନା ସାହୁ ୩୪ ବର୍ଷ ଘର ବରିକୋ ଗ୍ରାମରେ lଟିକିନା ସାହୁ ବରିକୋ ଗ୍ରାମରେ ଥିବା ମା ରତ୍ନମାଳୀ ମନ୍ଦିର ନିକଟରେ ଚୋରା ନକଲି ମଦ କାରବାର…

Read More
କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ନିର୍ବାଚନ ବାତିଲ, ୧୬୩ ଧାରା ଜାରି – ସମୀକ୍ଷା ଖବର

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ନିର୍ବାଚନ ବାତିଲ, ୧୬୩ ଧାରା ଜାରି

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋରଧା: ଖୋରଧା ୧୬/୧୦/୨୬ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଏଥିସହ ମହାବିଦ୍ୟାଳୟ ପରିସର ଓ ଏହାର ୨୦୦ ମିଟର ପରିସର ରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏସ୍ଏସ୍ଏସ୍)ର ଧାରା ୧୬୩ ଅନୁଯାୟୀ ନିଷେଧାଜ୍ଞା ଜାରି ହୋଇଛି। ଏହି କଟକଣା ଆସନ୍ତା ୨୧ତାରିଖ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଉପଜିଲାପାଳ ତଥା ଉପଖଣ୍ଡ…

Read More
ଖୋର୍ଦ୍ଧାରେ ୪୨ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ଖୋର୍ଦ୍ଧାରେ ୪୨ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋରଧା: ଖୋରଧା ୧୬/୧୦/୨୬ ଖୋରଧା ଟାଉନ୍ ନିକଟସୁ ତରତୁଆ ଆଇଟିବିପି କ୍ୟାମ୍ପ ନିକଟରେ ଚଢ଼ାଉ କରି ୪୨ କେଜି ଗଞ୍ଜେଇ ଜବତ କରିଛି ଖୋର୍ଦ୍ଧା ମଡେଲ୍ ଥାନା ପୁଲିସ l ଖୋର୍ଦ୍ଧା ଏସ୍‌ପିଙ୍କ ନିର୍ଦ୍ଦେଶ ଓ ବରିଷ୍ଠ ଅଧୂକାରୀଙ୍କ ତତ୍ତ୍ବାବଧାନରେ ପୁଲିସ ଟିମ୍ ଏହି ଚଢ଼ାଉ କରିଥିଲା। ଘଟଣାରେ ଫୁଲବାଣୀ, କନ୍ଧମାଳ ଓ ଜଗତସିଂହପୁର ଜିଲ୍ଲାର ୩ ଜଣଙ୍କୁ ଅଟକ ରଖୁବା ସହ ଗିରଫ କରାଯାଇଛି। ପୁଲିସ ୪୨ କେଜି ଗଞ୍ଜେଇ…

Read More
ନୂତନ ଶ୍ରମ ସଂହିତା ଉପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜିତ – ସମୀକ୍ଷା ଖବର

ନୂତନ ଶ୍ରମ ସଂହିତା ଉପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୫ ଅକ୍ଟୋବର:ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ନୂତନ ଶ୍ରମ ସଂହିତାର ବିଭିନ୍ନ ବ୍ୟବସ୍ଥା,ଏହାର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ସମ୍ମିଳନୀ କକ୍ଷରେ ଏକ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ମଣ୍ଡଳର ବିଭିନ୍ନ ବିଭାଗ ଏବଂ ସେଗୁଡ଼ିକରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କ ସହ ଜଡ଼ିତ କର୍ମଚାରୀଙ୍କୁ ଶ୍ରମ ଆଇନ ଓ ଶ୍ରମିକ…

Read More
ଖୋରଧାରେ ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣ ନେଟୱlର୍କର ପର୍ଦ୍ଦାଫାସ; ୩ ଗିରଫ୪୨ କିଲୋ ଗଞ୍ଜେଇ ଜବତ – ସମୀକ୍ଷା ଖବର

ଖୋରଧାରେ ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣ ନେଟୱlର୍କର ପର୍ଦ୍ଦାଫାସ; ୩ ଗିରଫ୪୨ କିଲୋ ଗଞ୍ଜେଇ ଜବତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୫ ଅକ୍ଟୋବର : ଖୋରଧା ଆଦର୍ଶ ଥାନା ପୁଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣ ନେଟୱlର୍କର ପର୍ଦ୍ଦାଫାସ କରିବା ସହ ଏହି କାରବାରରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪୨ କିଲୋ ଗଞ୍ଜେଇ, ଗୋଟିଏ କାର, ଗୋଟିଏ ଇଲେକ୍ଟ୍ରିକ ସ୍କୁଟର, ୩ଟି ମୋବାଇଲ ଫୋନ ଓ…

Read More
ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ: ସଭାପତି ହେଲେ ଡି. ନନ୍ଦିନୀ, ସାଧାରଣ ସମ୍ପାଦକ ମାନସ ରଞ୍ଜନ ସାହୁ – ସମୀକ୍ଷା ଖବର

ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ: ସଭାପତି ହେଲେ ଡି. ନନ୍ଦିନୀ, ସାଧାରଣ ସମ୍ପାଦକ ମାନସ ରଞ୍ଜନ ସାହୁ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୫ ଅକ୍ଟୋବର : ଖୋରଧା ସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସୋସାଇଟିର ପଦପଦବି ନିମନ୍ତେ ନିର୍ବାଚିତ ପ୍ରତିନିଧି ମାନଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀ ଅକ୍ଟୋବର ୧୫ ତାରିଖରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଘୋଷଣା ସହିତ ଚଳିତ ଶିକ୍ଷାବର୍ଷ ପାଇଁ…

Read More
ବାଲୁଗାଁ ଓ ଗୋଦାବରୀଶ ମହାବିଦ୍ୟାଳୟରେ ABVP ସମର୍ଥିତ ପ୍ରାର୍ଥୀ ବିଜୟୀ – ସମୀକ୍ଷା ଖବର

ବାଲୁଗାଁ ଓ ଗୋଦାବରୀଶ ମହାବିଦ୍ୟାଳୟରେ ABVP ସମର୍ଥିତ ପ୍ରାର୍ଥୀ ବିଜୟୀ

ବାସୁଦେବ ହାବୁଡ଼ାସିଂହ /ବାଲୁଗାଁ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ବାଲୁଗାଁ ମହାବିଦ୍ୟାଳୟରେ ପୂର୍ବରୁ ABVP ସାମର୍ଥିତ ୧୬ ଜଣ ପ୍ରାର୍ଥୀ ଅପ୍ରତିଦ୍ବନ୍ଦି ଭାବରେ ନିର୍ବାଚିତ ହୋଇଥିବାବେଳେ କେବଳ ସଭାପତି ପାଇଁ ନିର୍ବାଚନୀ ମୈଦାନରେ ଦୁଇ ପ୍ରାର୍ଥୀନୀ ABVP ଓ BCJD ମଧ୍ୟରେ  ଟକ୍କର ହୋଇଥିଲା | ଆଜି BCJD ପ୍ରାର୍ଥୀନୀ ରାଜଲକ୍ଷ୍ମୀ ସ୍ୱାଇଁ ୨୧୪ ଖଣ୍ଡ ଭୋଟ ପାଇଥିବା ବେଳେ ABVP ସମର୍ଥିତ ପ୍ରାର୍ଥୀନୀ ପୂଜା ଦିହୁଡି   ୪୬୪ ଖଣ୍ଡ ଭୋଟ ପାଇ ୨୪୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି | ଛାତ୍ର…

Read More