ପରଜଙ୍ଗ ମହାବିଦ୍ୟାଳୟରେ ଏବିଭିପିର ବାଜିମାତ
ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନିୟୁଜ: ପରଜଙ୍ଗ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର କଡା ଟକର୍ ମଧ୍ୟରେ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଶୁଭ ସମ୍ବିତ ସାହୁ ଛାତ୍ର ସଂସଦ ସଭାପତି ଭାବେ ବିଜୟୀ ହୋଇଛନ୍ତି। ୫୯୮ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୫୧୩ ଜଣ ଛାତ୍ର ଛାତ୍ରୀ ଭୋଟ ଦାନ କରିଥିବା ନେଇ ସୂଚନା ହସ୍ତଗତ ହୋଇଛି। ସୂଚନା ଅନୁଯାୟୀ ବିସିଜେଡି ସମର୍ଥିତ ସଭାପତି…