ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ପାରାଦୀପ: ବିଜୟଚାନ୍ଦପୁର ତାରିଣୀଗଡାରେ ଅଷ୍ଟାଦଶ ତମ ଦୁର୍ଗା ପୂଜା ମହାଆଡମ୍ବର ପାଳିତ – ସମୀକ୍ଷା ଖବର

ପାରାଦୀପ: ବିଜୟଚାନ୍ଦପୁର ତାରିଣୀଗଡାରେ ଅଷ୍ଟାଦଶ ତମ ଦୁର୍ଗା ପୂଜା ମହାଆଡମ୍ବର ପାଳିତ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ ତାରିଣୀଗଡା ରେ ନାଗରିକପରିସଦ ତରଫରୁ ମା ଦୁର୍ଗତି ନାଶିନୀ ମା ଦୂର୍ଗାଙ୍କ ଦୀର୍ଘ 18ବର୍ଷ ଧରି ମହା ଆଡମ୍ବରରେ ପାଳନ କରାଯାଇ ଥିବା ବେଳେ ଏଥିରେ ନାଗରିକପରିଷଦ ର ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଆଉ ସଭାକୁ ଉଦଘାଟନ କରିଥିଲେ ସଭାପତି ପ୍ରଭାତ ନଦୀ ତାଙ୍କ ସାଙ୍ଗରେ ଥିଲେ ପୌରପାରିଷଦ ଅଦକ୍ଷ ବସନ୍ତ କୁମାର ବିଶ୍ୱାଳ ମହୋଦୟ, ଅନ୍ତତ ଜେନା ନଗଦ୍ର ରାଉତ, ସର୍ବେଶ୍ୱର…

Read More
ବେତନଟୀ ଦୂର୍ଗାପୂଜା ଗେଟ ଭାଙ୍ଗିରାସ୍ତା ଉପରେ ; ବ୍ୟାପକ କ୍ଷତି – ସମୀକ୍ଷା ଖବର

ବେତନଟୀ ଦୂର୍ଗାପୂଜା ଗେଟ ଭାଙ୍ଗିରାସ୍ତା ଉପରେ ; ବ୍ୟାପକ କ୍ଷତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୦/୨୬ – ବେତନଟୀ ଚଣ୍ଡୀଛକ ନିକଟରେ ଦୂର୍ଗାପୂଜା ପାଇଁ ନିର୍ମିତ ଗେଟ ଆଜି (ରବିବାର) ସନ୍ଧ୍ୟା ସମୟରେ ବର୍ଷା ପବନ ଯୋଗୁଁ ସମ୍ପୂର୍ଣ୍ଣ ଭାଙ୍ଗିଯାଇ ରାସ୍ତା ଉପରେ ଗଡିପଡିଛି । ମାଆଙ୍କ ମହିମାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇ କାହା ଜୀବନ ପ୍ରତି ବିପଦ ହୋଇନଥିବା ବେଳେ ବର୍ଷା ପାଇଁ ଗେଟ ନିକଟରେ ଗାଡିଗୁଡିକ ଛିଡା ହୋଇଥିବା ସମୟରେ ଗାଡି ଉପରେ ଗେଟଟି ଗଡିପଡିବା ଫଳରେ…

Read More
ଜଗତସିଂହପୁର : ଝଙ୍କଡ଼ ବାସିନୀ ମା ସାରଳା ଙ୍କ ଅଷ୍ଟମୀ ତିଥିରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ – ସମୀକ୍ଷା ଖବର

ଜଗତସିଂହପୁର : ଝଙ୍କଡ଼ ବାସିନୀ ମା ସାରଳା ଙ୍କ ଅଷ୍ଟମୀ ତିଥିରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନିୟୁଜ : ଜଗତସିଂହପୁର, 18/10/2026(ନି. ପ୍ର ): ଜଗତସିଂହପୁରକୁ ବାଣୀ କ୍ଷେତ୍ର ବୋଲି ମା ସାରଳାଙ୍କ ଆଶୀର୍ବାଦରୁ ଦୁନିଆଁରେ ପ୍ରସିଦ୍ଧ ଲାଭ କରିଛି | ମା ସାରଳାକୁ ବାକଦେବୀ ବୋଲି କୁହାଯାଏ | ତାଙ୍କର ଆଶୀର୍ବାଦରେ ଅନେକ ବ୍ୟକ୍ତି ପାଣ୍ଡିତ୍ୟ ଲାଭ କରି ଏ ସଂସାରକୁ ଜ୍ଞାନ ଆଲୋକ ପ୍ରଦାନ କରିଥିବାର ଦୃଷ୍ଟାନ୍ତ ଅଛି | ଯେପରି ଆଦିକବି ସାରଳା ଦାସ , ପଞ୍ଚସଖା ଯଶୋବନ୍ତ ଦାସ, ସରଳା…

Read More
ଜଗତସିଂହପୁର : ଠାକୁର ପାଟଣାରେ ଗରବା ରାତ୍ରି – ସମୀକ୍ଷା ଖବର

ଜଗତସିଂହପୁର : ଠାକୁର ପାଟଣାରେ ଗରବା ରାତ୍ରି

ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନିୟୁଜ :ଜଗତସିଂହପୁର, 18|10|2026(ନି. ପ୍ର ): ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ 19ନ ୱାର୍ଡ ରେ ଠାକୁରପାଟଣା ଠାରେ ଅଷ୍ଟମୀ ତିଥି ଉପଲକ୍ଷେ ଲକ୍ଷ୍ମୀ ମନ୍ଦୀର ସମ୍ମୁଖ ପ୍ରାଗନରେ ଏକ ଗରବା ରାତ୍ରି ପାଳିତ ହୋଇଯାଇଛି |ଠାକୁର ପାଟଣା ଗ୍ରାମର ବହୁ ଯୁବକ ଓ ଯୁବତୀ ମିଶି ଗରବା, ଦାଣ୍ଡିଆ ଓ ଛୋଟପିଲାଙ୍କର ସଂଗୀତ ଚେୟାର ଖେଳ କରାଯାଇଥିଲା | ଏହି ଉତ୍ସବରେ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଚାଳିତ ମହାବିଦ୍ୟାଳୟର…

Read More
ମାଟି ହାଣ୍ଡି ଭିତରେ ପୂଜା ପାଉଛନ୍ତି ମା ଉତ୍ତରାୟଣୀ – ସମୀକ୍ଷା ଖବର

ମାଟି ହାଣ୍ଡି ଭିତରେ ପୂଜା ପାଉଛନ୍ତି ମା ଉତ୍ତରାୟଣୀ

ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ: ପିପିଲି,ତା୧୭।୧୦ ପିପିଲି ବ୍ଲକ ସାତସଙ୍ଖ ବଜାର ନିକଟସ୍ଥ ଉତ୍ତରାୟଣୀ ସାହିରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା ଉତ୍ତରାୟଣୀଙ୍କ ମନ୍ଦିରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଯଥା ବିଧିମୁତାବକ ମହାସମାରୋହରେ ଷୋଡଶ ଦିନାତ୍ମକ ପୂଜା ବା ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଛି । ମା ଉତ୍ତରାୟଣୀ ମାଟି ହାଣ୍ଡି ଭିତରେ କେଉଁ ଆବାହନ କାଳରୁ ପୂଜା ପାଇ ଆସୁଥିବା ବେଳେ ତାଙ୍କ ପାଖରେ ବନଦୃର୍ଗା, କନକଦୃର୍ଗା ଏବଂ…

Read More
ମୟୂରଭଞ୍ଜ ଦାସାଇଁ ନାଚ ଓ ଦୂର୍ଗାପୂଜା – ସମୀକ୍ଷା ଖବର

ମୟୂରଭଞ୍ଜ ଦାସାଇଁ ନାଚ ଓ ଦୂର୍ଗାପୂଜା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୦/୨୬ – ଆଶ୍ୱିନ ମାସରେ ଜଗତ ଜନନୀ ଦୁର୍ଗତି ନାଶିନୀ ମା’ ଦୂର୍ଗାଙ୍କ ଆଗମନ ଧରାପୃଷ୍ଠକୁ ହୋଇଥାଏ । ଭକ୍ତି ଓ ମହାମିଳନର ଏହି ପର୍ବ ଦେଶବ୍ୟାପୀ ମହାଡମ୍ବରେ ପାଳନ ହୋଇଥାଏ । ହେଲେ ମୟୂରଭଞ୍ଜର ଦୂର୍ଗା ପୂଜା ସାଧାରଣ ଦୂର୍ଗା ପୂଜାଠୁ ଟିକିଏ ଅଲଗା, ଏଠି ରାଜା ପରମ୍ପରା ଆଉ ଆଦିବାସୀ ପରମ୍ପରା ମିଶ୍ରିତ ଦୂର୍ଗାପୂଜା ପାଳିତ ହୋଇଥାଏ । ଦାସାଇଁ ନୃତ୍ୟ ଏହି…

Read More
ମା’ ଦୁର୍ଗାଙ୍କ ଆରାଧନାରେ ଉତ୍ସବମୁଖର ମାଲକାନଗିରି ସହର: ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସର ଫ୍ଲାଗ୍ ମାର୍ଚ୍ଚ – ସମୀକ୍ଷା ଖବର

ମା’ ଦୁର୍ଗାଙ୍କ ଆରାଧନାରେ ଉତ୍ସବମୁଖର ମାଲକାନଗିରି ସହର: ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସର ଫ୍ଲାଗ୍ ମାର୍ଚ୍ଚ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୮/୧୦/୨୬ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ମାଲକାନଗିରି ଜିଲ୍ଲା ସଦରମହକୁମା। ସହରର ପ୍ରାୟ ୮ଟି ସ୍ଥାନରେ ମା’ଙ୍କ ପୂଜାର୍ଚ୍ଚନା ଆୟୋଜିତ ହେଉଛି। ବିଭିନ୍ନ ପୂଜାମଣ୍ଡପରେ ଷଷ୍ଠୀଠାରୁ ପୂଜା ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଉତ୍ସବ ଚାଲିବ। ଏହାକୁ ନେଇ ସହରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।ପୂଜା ଅବସରରେ ବିଭିନ୍ନ ଦୋକାନରେ ଆକର୍ଷଣୀୟ ରିହାତି ଓ ବିଶେଷ ଅଫର୍‌ରେ ସାମଗ୍ରୀ ବିକ୍ରି କରାଯାଉଛି।…

Read More
ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବର୍ଥ ସାଧିକେଶରଣ୍ୟେ ତ୍ରିମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ||ଶାରଦୀୟ ଅଭିନନ୍ଦନ ଓ ସୁଭେତ୍ସା – ସମୀକ୍ଷା ଖବର

ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବର୍ଥ ସାଧିକେଶରଣ୍ୟେ ତ୍ରିମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ||ଶାରଦୀୟ ଅଭିନନ୍ଦନ ଓ ସୁଭେତ୍ସା

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଦୁର୍ଗା ପୂଜା ଆମ ପରମ୍ପରାରେ ଏକ ଶକ୍ତି ପୂଜା ଯେଉଁଠି ଦଶ ଦିନ ଧରି ପୂଜା କରାଯାଇଥାଏ |ମା’ଙ୍କର ନବ ରୂପରେ ନଅ ଦିନ ପୂଜା ପରେ ଦଶ ଦିନ ବିଜୟାଦଶମୀରେ ଆନନ୍ଦ ଉଲ୍ଲାସ ରେ ଆମେ ଧରାବାସି ପାଳନ କରି ଥାଉ | ପ୍ରଥମୀରେ ଶୈଳପୁତ୍ରୀ ରୂପେ ମା ଶକ୍ତି ଓ ପ୍ରକୃତି ରୂପେ ପୂଜା ପାଇଥାନ୍ତି | ଦ୍ଵିତୀୟାରେ ମା ବ୍ରହ୍ମଚାରିଣୀ ରୂପେ ଭକ୍ତି,…

Read More
ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ସୋହେଲା ଦୁର୍ଗାପୂଜାଭକ୍ତି, ଆକର୍ଷଣ ଓ ଭାଇଚାରାର ଅପୂର୍ବ ସଙ୍ଗମ – ସମୀକ୍ଷା ଖବର

ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ସୋହେଲା ଦୁର୍ଗାପୂଜାଭକ୍ତି, ଆକର୍ଷଣ ଓ ଭାଇଚାରାର ଅପୂର୍ବ ସଙ୍ଗମ

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ଆକର୍ଷଣୀୟ ଉତ୍ସବ ସୋହେଲା ଦୁର୍ଗାପୂଜା ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ରୁ ଆରମ୍ଭ ହୋଇ ବେଶ୍‌ ଧୂମଧାମରେ ପାଳିତ ହେଉଛି। ବରଗଡ଼ ଜିଲ୍ଲାର ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ସୋହେଲା ବ୍ଲକର ଏହି ପୂଜା କେବଳ ଧାର୍ମିକ ଭାବନା ନୁହେଁ ବରଂ ନିଜର ସ୍ଵତନ୍ତ୍ର ପରମ୍ପରା, ଆକର୍ଷଣୀୟ ପେଣ୍ଡାଲ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଞ୍ଚଳରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି…

Read More
୯୮ ବର୍ଷର ଗୌରବମୟ ପରମ୍ପରା ବହନ କରୁଛି ଖୋରଧା କ୍ଲବ ସାର୍ବଜନୀନ ଦୁର୍ଗାପୂଜା ; – ସମୀକ୍ଷା ଖବର

୯୮ ବର୍ଷର ଗୌରବମୟ ପରମ୍ପରା ବହନ କରୁଛି ଖୋରଧା କ୍ଲବ ସାର୍ବଜନୀନ ଦୁର୍ଗାପୂଜା ;

୩୦ ଲକ୍ଷ ଟଙ୍କାର ବଜେଟ ଚଳିତବର୍ଷର ସାର୍ବଜନୀନ ପୂଜା; ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଶୋଭା ପାଇବ ୪ କିଲୋରୁ ଅଧିକ ରୁପା ତାରକସି ଅଳଙ୍କାର, ସପ୍ତମୀରୁ ଦଶମୀ ଯାଏଁ ହୁଏ ହଜାର ହଜାର ଭକ୍ତଙ୍କ ସମାଗମ ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୭ ଅକ୍ଟୋବର : ଶାରଦୀୟ ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଆସ୍ଥା, ଭକ୍ତି, ପରମ୍ପରା ଓ ସାମାଜିକ ଏକତାର ଏକ ଅନନ୍ୟ…

Read More