ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଚନ୍ଦ୍ରମଣି ଜେନା / ସାମ୍ବାଦିକ/ ସମୀକ୍ଷା ନ୍ୟୁଜ/ଉଦୟଗିରି: ଯାଜପୁର, ତାରିଖ ୧୫.୧୦.୨୦୨୬: ଯାଜପୁର ଜିଲ୍ଲାର ଗଣପର୍ବ ଭାବେ ପରିଚିତ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜାକୁ ଶାନ୍ତିଶୃଙ୍ଖଳା, ମୈତ୍ରୀ, ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିଶୃଙ୍ଖଳା, ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପୂଜା ପାଳନ ଉପରେ ଗୁରୁତ୍ୱ।…

Read More
ରାବଣ ପୋଡି ଓ ଭସାଣୀ ରେ ଜଗତସିଂହପୁର ପୌରାଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା – ସମୀକ୍ଷା ଖବର

ରାବଣ ପୋଡି ଓ ଭସାଣୀ ରେ ଜଗତସିଂହପୁର ପୌରାଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:ଜଗତସିଂହପୁର, ୧୬.୧୦.୨୦୨୬(ନି. ପ୍ର ): ଦଶହରା ଓ ଦୁର୍ଗାପୂଜା ଅବସରରେ ଜନସାଧାରଣଙ୍କ ସୁରକ୍ଷା ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଜେ. ସୋନାଲ ମୋଟର ଯାନ ଆକ୍ଟ ୧୯୮୮ ର ଧାରା ୧୧୫ ଓ ୧୧୬ ଅନୁଯାୟୀ ଜଗତସିଂହପୁର ପୌରାଞ୍ଚଳରେ ଭାରୀ ମାଲବାହୀ ଯାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୧ ଓ ୨୩…

Read More
ବାନର ସେନା ସାମାଜିକ ଅନୁଷ୍ଠାନ ଓ ମଦର ଟେରେସା ସେବା ସଂଗଠନ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ବାନର ସେନା ସାମାଜିକ ଅନୁଷ୍ଠାନ ଓ ମଦର ଟେରେସା ସେବା ସଂଗଠନ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ: କୋମନା :ତାରିଖ -10-10-2026 ମାନବ ସେବା ହିଁ ମାଧବ ସେବା। ସେବା ହିଁ ପରମ ଧର୍ମ। ସମାଜର ବ୍ୟକ୍ତି ବିଶେଷଙ୍କ ଯୋଗଦାନ ହିଁ ସଂଗଠନ। ଏହି ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଆଜି ନୂଆପଡା ଜିଲ୍ଲା କୋମନା ବ୍ଲକ ବୁଦ୍ଧି କୋମନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣ୍ଡରାପଥର ଗ୍ରାମ ସ୍ଥିତ ସ୍ଥାନୀୟ ବାନର ସେନା ସାମାଜିକ ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ବାନର ସେନା ସାମାଜିକ ଅନୁଷ୍ଠାନ…

Read More
ପବିତ୍ର ବିଜୟା ରଥଯାତ୍ରା: ମା ବିରଜାଙ୍କ ଆରାଧନାରେ ଭକ୍ତିମୟ ଯାଜପୁର – ସମୀକ୍ଷା ଖବର

ପବିତ୍ର ବିଜୟା ରଥଯାତ୍ରା: ମା ବିରଜାଙ୍କ ଆରାଧନାରେ ଭକ୍ତିମୟ ଯାଜପୁର

ସମୀକ୍ଷା ବ୍ୟୁରୋ ନ୍ୟୁଜ /ଯାଜପୁର ଯାଜପୁର, ସମୀକ୍ଷା ନିୟୁଜ :ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ମା’ ବିରଜାଙ୍କ ପବିତ୍ର ବିଜୟା ରଥଯାତ୍ରା ଶକ୍ତି ଉପାସନା, ଆସ୍ଥା ଓ ପାରମ୍ପରିକ ରୀତିନୀତିର ଏକ ଅନନ୍ୟ ପ୍ରତୀକ। ଏହି ପବିତ୍ର ଅବସରରେ ମା’ଙ୍କ ଦର୍ଶନ କରିବା ସହ ତାଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ଭକ୍ତମାନଙ୍କ ମନରେ ଗଭୀର ଶ୍ରଦ୍ଧା ଓ ଭକ୍ତିଭାବ ଦେଖିବାକୁ ମିଳେ।…

Read More
ଧବଲମୁଖୀ ବେଶକୁ ନେଇ ଭକ୍ତଙ୍କ ଭିଡ – ସମୀକ୍ଷା ଖବର

ଧବଲମୁଖୀ ବେଶକୁ ନେଇ ଭକ୍ତଙ୍କ ଭିଡ

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନ୍ୟୁଜ : :ବରଗଡ଼ରେ ମହାଳୟା ଅବସରରେ ମାଁ ସମଲେଇଙ୍କ ଆକର୍ଷଣୀୟ ‘ଧବଳମୁଖୀ ବେଶ’. ବରଗଡ଼ ସହରର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଇଙ୍କ ପୀଠରେ ପବିତ୍ର ମହାଳୟା ତିଥି ଅବସରରେ ଏହି ବାର୍ଷିକ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଯାଇଛି. ବର୍ଷସାରା ଦେବୀଙ୍କୁ ସିନ୍ଦୂରବର୍ଣ୍ଣା ରକ୍ତମୁଖୀ ରୂପରେ ପୂଜା କରାଯାଉଥିବା ବେଳେ ବର୍ଷକରେ ମାତ୍ର ଥରେ ମାଆଙ୍କୁ ଏହି ଅଲୌକିକ ଶ୍ୱେତ ରୂପରେ ସଜ୍ଜିତ କରାଯାଏ। ଏହି ଦୁର୍ଲଭ ଧବଳମୁଖୀ ବେଶକୁ ସ୍ଥାନୀୟ ଅଞ୍ଚଳରେ…

Read More
ଆଜିଠାରୁ ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହେଲା ଶାରଦୀୟ ନବରାତ୍ର ମା ଦୁର୍ଗାଙ୍କ ଆରାଧନାରେ ମୁଖରିତ ହେବ ଦେଶ – ସମୀକ୍ଷା ଖବର

ଆଜିଠାରୁ ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହେଲା ଶାରଦୀୟ ନବରାତ୍ର ମା ଦୁର୍ଗାଙ୍କ ଆରାଧନାରେ ମୁଖରିତ ହେବ ଦେଶ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶାରଦୀୟ ନବରାତ୍ର। ଭକ୍ତି, ଶ୍ରଦ୍ଧା, ଆସ୍ଥା ଓ ଆଧ୍ୟାତ୍ମିକତାର ଏହି ପବିତ୍ର ପର୍ବକୁ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମା’ ଦୁର୍ଗାଙ୍କ ନଅଟି ସ୍ୱରୂପର ଆରାଧନା ପାଇଁ ଘରଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁଠି ପୂଜାପାଠ ଓ ବିଶେଷ ଆୟୋଜନ କରାଯାଉଛି। ୨୦୨୬ ମସିହାରେ ଶାରଦୀୟ ନବରାତ୍ର ଅକ୍ଟୋବର ୧୧ରୁ ଆରମ୍ଭ ହୋଇ ଅକ୍ଟୋବର ୨୦ରେ ବିଜୟାଦଶମୀ ସହ…

Read More