ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଉଦଘାଟିତ – ସମୀକ୍ଷା ଖବର

ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଉଦଘାଟିତ

ମାନସ ବିଶ୍ୱାଳ /ବାଲେଶ୍ୱର ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ବାଲେଶ୍ୱର, ୧୪/୧୦- ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଶିଶୁ ଯତ୍ନ ଗୃହ ଶିଶୁ ମାନଙ୍କ ପାଇଁ ଦ୍ବି ଦିବଶୀୟ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭୀମପୁରା ଠାରେ ଥିବା ସ୍ପୋର୍ଟ୍ସ ହଷ୍ଟେଲ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମ…

Read More
ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ ଉପରେ ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ ଉପରେ ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମାନସ ବିଶ୍ୱାଳ /ବାଲେଶ୍ୱର ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ବାଲେଶ୍ୱର, ୧୪.୧୦- ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ ସମ୍ପର୍କରେ ପୂର୍ବାଞ୍ଚଳ ଜନସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପ୍ରଶିକ୍ଷଣରେ ବିଭିନ୍ନ ବିଭାଗର ଅଧିକାରୀ, ସଡ଼କ ସୁରକ୍ଷା ଅଧିକାରୀ ଏବଂ ଜନସାଧାରଣ ଯୋଗଦେଇଥିଲେ। ପୂର୍ବାଞ୍ଚଳ ଜୋନ୍‌ର ଡେପୁଟି କମିଶନର ଶ୍ରୀଯୁକ୍ତ ବିଭା ଭଞ୍ଜନ ସାମନ୍ତସିଂହାର ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ, ରାଇରଙ୍ଗପୁର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପାତ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)…

Read More
ଉଲଘୁଚାପ ବର୍ଷାରେ ନଦୀପାଣି ବଢି ଧୋଇଲା ଜାମୁଘାଟ ଅସ୍ଥାୟୀ ପୋଲ ଉଦଳା ଓ ବାଲେଶ୍ୱରରୁ ବୈଶିଙ୍ଗା ଯୋଗାଯୋଗରୁ ବିଛିନ୍ନ – ସମୀକ୍ଷା ଖବର

ଉଲଘୁଚାପ ବର୍ଷାରେ ନଦୀପାଣି ବଢି ଧୋଇଲା ଜାମୁଘାଟ ଅସ୍ଥାୟୀ ପୋଲ ଉଦଳା ଓ ବାଲେଶ୍ୱରରୁ ବୈଶିଙ୍ଗା ଯୋଗାଯୋଗରୁ ବିଛିନ୍ନ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୨୪/୯/୨୬: ୩ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିବା ଯୋଗୁଁ ବଡ଼ସାହି ନିକଟ ଅଂଚଳରେ ମୟୂରଭଞ୍ଜ ଜିଲ୍ଲାର ସର୍ବାଧିକ ୯୪ ମିମି ବର୍ଷା ହୋଇଥିବା ସୂଚନା ମିଳିଛି । ଏଥିଯୋଗୁଁ ଗୋପବନ୍ଧୁ ନଗରର ଜୟପୁର ପଞ୍ଚାୟତରେ ଯଇଦା-କଇଁସାରୀ ନିକଟରେ ପ୍ରବାହିତ ଦେଓ ନଦୀର ଜାମୁଘାଟ ଠାରେ ଜଳବୃଦ୍ଧି ହୋଇ ପ୍ରବାହିତ ହୋଇଛି । ଫଳରେ ଉଦଳା ରୁ ଜୟପୁର ଦେଇ ବାଲେଶ୍ଵର ଓ ବୈଶିଙ୍ଗା କୁ…

Read More
ଆନ୍ତର୍ଜାତୀୟ ସମୁଦ୍ର ଉପକୂଳ ସଫେଇ ଦିବସ–୨୦୨୬ ପାଳିତ“ସ୍ୱଚ୍ଛ ଉପକୂଳ – ସୁରକ୍ଷିତ ଉପକୂଳ – ସୁସ୍ଥ ସମୁଦ୍ର- ସୁସ୍ଥ ପୃଥିବୀ “. – ସମୀକ୍ଷା ଖବର

ଆନ୍ତର୍ଜାତୀୟ ସମୁଦ୍ର ଉପକୂଳ ସଫେଇ ଦିବସ–୨୦୨୬ ପାଳିତ“ସ୍ୱଚ୍ଛ ଉପକୂଳ – ସୁରକ୍ଷିତ ଉପକୂଳ – ସୁସ୍ଥ ସମୁଦ୍ର- ସୁସ୍ଥ ପୃଥିବୀ “.

ମାନସ ବିଶ୍ୱାଳ/ ସ୍ୱତନ୍ତ୍ର ପ୍ରତିନିଧି / ବାଲେଶ୍ୱର /ସମୀକ୍ଷା ନ୍ୟୁଜ ବାଲେଶ୍ୱର ୧୯|୯- ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ ସମୁଦ୍ର ଉପକୂଳରେ ଶନିବାର ସକାଳ ୮ ଘଟିକା ସମୟରେ ଆନ୍ତର୍ଜାତୀୟ ସମୁଦ୍ର ଉପକୂଳ ସଫେଇ ଦିବସ–୨୦୨୬ ଉତ୍ସାହ ଓ ସଚେତନତାର ସହ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ସମୁଦାୟ ଏବଂ ବିଭିନ୍ନ ଅଂଶୀଦାରମାନେ ସକ୍ରିୟ ଭାବେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାମୁଦ୍ରିକ…

Read More
ବିଶିଷ୍ଟ ସମାଜସେବୀ ସ୍ବର୍ଗତ ମଧୁବାବୁଙ୍କର ପ୍ରଥମ ବାର୍ଷିକୀ ଉପଲକ୍ଷେ ସ୍ମରଣିକା ଉନ୍ମୋଚନ ଓ ସ୍ମୃତିସଭା ଅନୁଷ୍ଠିତ – ସମୀକ୍ଷା ଖବର

ବିଶିଷ୍ଟ ସମାଜସେବୀ ସ୍ବର୍ଗତ ମଧୁବାବୁଙ୍କର ପ୍ରଥମ ବାର୍ଷିକୀ ଉପଲକ୍ଷେ ସ୍ମରଣିକା ଉନ୍ମୋଚନ ଓ ସ୍ମୃତିସଭା ଅନୁଷ୍ଠିତ

ବାଲେଶ୍ୱର/ସମୀକ୍ଷା ନିଉଜ: ବସ୍ତା ବ୍ଲକ କୁଣ୍ଡପୁର ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ମଧୁସୂଦନ ବେହେରାଙ୍କ ପ୍ରଥମ ବାର୍ଷିକୀ ଉପଲକ୍ଷେ ମଧୁସ୍ମୃତି ସ୍ମରଣିକା ଉନ୍ମୋଚନ ହୋଇଥିଲା, ଏହି ସ୍ମୃତି ଚାରଣ ସଭାରେ ବିଭିନ୍ନ ମନ୍ଦିରର ଉକ୍ତ ଗୋଷ୍ଠୀ, ବହୁ ସମାଜସେବୀ, ବିଭିନ୍ନ ରାଜନୈତିକ ଦଳ ର ନେତୃବୃନ୍ଦ, ବ୍ୟବସାୟୀକ ସଂଗଠନ ଓ ବହୁ ମାନ୍ୟଗଣ୍ୟ ବିଶିଷ୍ଠ ବ୍ୟକ୍ତି ତଥା ବସ୍ତା ଅଞ୍ଚଳର ବହୁ ସଂଖ୍ୟାର ଲୋକ ଯୋଗଦାନ ଦେଇ ମଧୁଵାବୁ ଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ।…

Read More