ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ରହେନଭଟାରେ ବ୍ରଦର ଇଲେଭେନ କ୍ରିକେଟ୍ ଫାଇନାଲ୍ ସମ୍ପନ୍ନ, ବିଜୟୀ ହେଲା ପାତଳପଡା – ସମୀକ୍ଷା ଖବର

ରହେନଭଟାରେ ବ୍ରଦର ଇଲେଭେନ କ୍ରିକେଟ୍ ଫାଇନାଲ୍ ସମ୍ପନ୍ନ, ବିଜୟୀ ହେଲା ପାତଳପଡା

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୭/୧୦/୨୬ ମୁରିବାହାଲ ବ୍ଲକ ଶିରୋଲ ପଞ୍ଚାୟତ ରହେନଭଟା ଗ୍ରାମରେ ବ୍ରଦର ଇଲେଭେନ କ୍ରିକେଟ୍ କ୍ଲବ ତରଫରୁ ଆୟୋଜିତ କ୍ରିକେଟ୍ ଟୁର୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସ୍ଥାନୀୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମୁକାବିଲା ହଳଦୀ ଓ ପାତଳପଡା ଗ୍ରାମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।…

Read More
ଏଲ୍.ପି.ଏସ୍. ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୬ – ସମୀକ୍ଷା ଖବର

ଏଲ୍.ପି.ଏସ୍. ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୬

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ତା ୧୬/୧୦/୨୦୨୬ ରିଖ ଶୁକ୍ରବାର ଦିନ ରାୟଗଡ଼ା ଜିଲ୍ଲାର ଜେ.କେ. ପୁର ସ୍ଥିତ ଲକ୍ଷ୍ମୀପତ ସିଙ୍ଘାନିଆ ପବ୍ଲିକ୍ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ “ଆଥଲେଟିକ୍ ଏକ୍ସଟ୍ରାଭାଗାଞ୍ଜା” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ଅଧ୍ୟକ୍ଷା ଡ. ରୁବି କୁଣ୍ଡୁଙ୍କ ପୌରୋହିତ୍ୟରେ ଏବଂ ଜେ.କେ. ପେପର ମିଲ୍‌ର ଉପସଭାପତି (ବାଣିଜ୍ୟ) ତଥା ବିଦ୍ୟାଳୟ ସଂଯୋଜକ ଶ୍ରୀ ବିଶ୍ୱଜିତ ଦ୍ୱିବେଦୀଙ୍କ ମାର୍ଗଦର୍ଶନରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।ଏହି ଉତ୍ସବରେ…

Read More
ଜିଲ୍ଲାସ୍ତରୀୟ କବାଡ଼ିରେ ଚମ୍ପିୟାନସିପରେ ଚଳଚଞ୍ଚଳ ଝାରବନ୍ଧ:୧୪ ବର୍ଷରୁ କମ୍ ବର୍ଗରେ ବାଳକ ଓ ବାଳିକାଙ୍କ ପ୍ରତିଭା ପ୍ରଦର୍ଶନ – ସମୀକ୍ଷା ଖବର

ଜିଲ୍ଲାସ୍ତରୀୟ କବାଡ଼ିରେ ଚମ୍ପିୟାନସିପରେ ଚଳଚଞ୍ଚଳ ଝାରବନ୍ଧ:୧୪ ବର୍ଷରୁ କମ୍ ବର୍ଗରେ ବାଳକ ଓ ବାଳିକାଙ୍କ ପ୍ରତିଭା ପ୍ରଦର୍ଶନ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ଝାରବନ୍ଧ: ୧୪।୧୦ (ସମିସ) ବିଦ୍ୟାଳୟ ପଡ଼ିଆରେ ଖେଳାଳିଙ୍କ ଉତ୍ସାହ, ଦଳଗତ ସମନ୍ୱୟ ଓ ବିଜୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା। ଏଭଳି କ୍ରୀଡ଼ାମୟ ପରିବେଶ ମଧ୍ୟରେ ଝାରବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ବରଗଡ଼ ଜିଲ୍ଲାସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା କବାଡ଼ି ଚାମ୍ପିୟନସିପ୍‌-୨୦୨୬। ଜିଲ୍ଲାର ସମସ୍ତ ବ୍ଲକରୁ ଦଳଗୁଡ଼ିକ ଏଥିରେ ସାମିଲ ହୋଇଥିବାରୁ ପ୍ରତିଯୋଗିତାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ…

Read More
ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ ପ୍ରତିଯୋଗିତାରେ ୪ ମୟୂରଭଞ୍ଜ ବିଦ୍ୟାର୍ଥୀଙ୍କ ଅଭୂତପୂର୍ବ ସଫଳତା – ସମୀକ୍ଷା ଖବର

ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ ପ୍ରତିଯୋଗିତାରେ ୪ ମୟୂରଭଞ୍ଜ ବିଦ୍ୟାର୍ଥୀଙ୍କ ଅଭୂତପୂର୍ବ ସଫଳତା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୪/୧୦/୨୬ – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ଵରସ୍ଥିତ ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ- ୨୦୨୬ କାର୍ଯ୍ୟକ୍ରମର ତିନୋଟି ବର୍ଗରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିବା ବେଳେ ଅନନ୍ୟ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ ପୂର୍ବକ ମୟୂରଭଞ୍ଜ ଜିଲ୍ଲାର ୪ ପ୍ରତିଭା ଛାତ୍ରଛାତ୍ରୀ ଅଭୂତପୂର୍ବ ସଫଳତା ହାସଲ କରି ଜିଲ୍ଲାପାଇଁ ଗର୍ବ ଓ ଗୌରବ…

Read More
ରାଜ୍ୟ ଜୁ- ଜିତଷୁ ପ୍ରତିଯୋଗୀତା ଉଦଯାପିତ : ଖୋର୍ଦ୍ଧା ଦଳଗତ ଚମ୍ପିୟାନ – ସମୀକ୍ଷା ଖବର

ରାଜ୍ୟ ଜୁ- ଜିତଷୁ ପ୍ରତିଯୋଗୀତା ଉଦଯାପିତ : ଖୋର୍ଦ୍ଧା ଦଳଗତ ଚମ୍ପିୟାନ

ଭୁବନେଶ୍ବର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର, ତା ୧୨/୧୦/୨୦୨୬: ଓଡିଶା ଜୁ- ଜିତଷୁ ସଂଘ ଆନୁକୁଲ୍ୟରେ ଗତ ୧୧ ଅକ୍ଟୋବର ୨୦୨୬ ତାରିଖ ରେ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ଠାରେ ରାଜ୍ୟ ଜୁ ଜିତଷୁ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଅଛି । ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୦୦ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ସବ ଜୁନିଅର , କ୍ୟାଡେଟ , ଜୁନିଅର ଓ ସିନିୟର ବୟସ ବିଭାଗରେ ଫାଇଟିଙ୍ଗ ସିଷ୍ଟମ ଏବଂ ନେ -ୱାଜା ରେ ପ୍ରତିଦ୍ୱୋନ୍ଧିତା କରିଥିଲେ ।…

Read More
ଦଶହରା କପ ଫୁଟବଲ: ଲଚିଦାକୁ ୫-୩ ଗୋଲରେ ହରାଇ ଗର୍ଭଣା ବିଜୟୀ – ସମୀକ୍ଷା ଖବର

ଦଶହରା କପ ଫୁଟବଲ: ଲଚିଦାକୁ ୫-୩ ଗୋଲରେ ହରାଇ ଗର୍ଭଣା ବିଜୟୀ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ସୋହେଲା,୧୩/୧୦ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହେଉଥିବା ଶାରଦୀୟ କ୍ରୀଡା ପ୍ରତିଯୋଗିତାରେ ଆଜି ଦଶରା କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି। ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ରେ ଆଜି ଗର୍ଭଣା ଏବଂ ଲଚିଦା ଏବଂ ଗର୍ଭଣା ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଗର୍ଭଣା ଦଳ ଲଚିଦା କୁ ୫-୩ ଗୋଲ ଟାଇବ୍ରେକର…

Read More
ଏସୀୟ କ୍ରୀଡ଼ା ୨୦୨୬: ପ୍ରତିରକ୍ଷା ବାହିନୀର ଖେଳାଳିଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ – ସମୀକ୍ଷା ଖବର

ଏସୀୟ କ୍ରୀଡ଼ା ୨୦୨୬: ପ୍ରତିରକ୍ଷା ବାହିନୀର ଖେଳାଳିଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଏସୀୟ କ୍ରୀଡ଼ା-୨୦୨୬ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ପ୍ରତିରକ୍ଷା ବାହିନୀର ଖେଳାଳିମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ୨୦୨୬ ଅକ୍ଟୋବର ୧୨ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ସେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ତିନି ପ୍ରତିରକ୍ଷା ସେବା—ସ୍ଥଳସେନା, ନୌସେନା ଓ ବାୟୁସେନାର ଖେଳାଳିମାନଙ୍କୁ ଭେଟି ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଖେଳାଳିମାନଙ୍କ ଶୃଙ୍ଖଳା, ପରିଶ୍ରମ,…

Read More
ପାଟଣାରେ ଦଶହରା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଘାଟିତ – ସମୀକ୍ଷା ଖବର

ପାଟଣାରେ ଦଶହରା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦୁଝର : ପାଟଣା:୧୨/୧୦,ପାଟଣା କ୍ରିକେଟ କ୍ଳବ ପକ୍ଷରୁ ପାଟଣା ଷ୍ଟାଡିୟମ ରେ ଆଜି ଦଶହରା କ୍ରିକେଟ କ୍ଳବ ପ୍ରତିଯୋଗିତା ଆରମ୍ଭ ହୋଇଛି।ଏଥିରେ ମୋଟ ୧୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି।ଆସନ୍ତା ୨୦ ତାରିଖ ପ୍ରତିଯୋଗିତାର ଫାଇନାଲ ଖେଳ ଅନୁଷ୍ଠିତ ହେବ।ଆଜି ଏହି ପ୍ରତିଯୋଗୀତାକୁ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଉଦଘାଟନ କରିଥିଲେ।ପାଟଣା ପ୍ରେସ କ୍ଳବର ସମ୍ପାଦକ ବିଜୟ…

Read More
ରାଜ୍ୟରେ ବଢ଼ୁଛି ହକି ଖେଳାଳିଙ୍କ ସଂଖ୍ୟା – ସମୀକ୍ଷା ଖବର

ରାଜ୍ୟରେ ବଢ଼ୁଛି ହକି ଖେଳାଳିଙ୍କ ସଂଖ୍ୟା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାରେ ହକି ଖେଳ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ିବା ସହ ରାଜ୍ୟରୁ ଜାତୀୟ ସ୍ତରର ଖେଳାଳି ସୃଷ୍ଟି ହେବାର ଧାରା ମଧ୍ୟ ଉତ୍ସାହଜନକ ହୋଇଛି। ବିଶେଷକରି ସୁନ୍ଦରଗଡ଼ ଓ ଏହାର ଆଖପାଖ ଆଦିବାସୀ ଅଞ୍ଚଳରେ ହକିର ଦୀର୍ଘଦିନର ପରମ୍ପରା ରହିଛି। ଏବେ ପ୍ରଶିକ୍ଷଣ, ଖେଳ ଭିତ୍ତିଭୂମି, ଆଧୁନିକ ଷ୍ଟାଡିୟମ୍‌ ଓ ବିଭିନ୍ନ ପ୍ରତିଯୋଗିତା ଯୋଗୁଁ ଏହି ପ୍ରତିଭାକୁ ଉପଯୁକ୍ତ ସୁଯୋଗ ମିଳୁଛି। ହକି ପ୍ରତି ବଢ଼ୁଛି ଯୁବପିଢ଼ିଙ୍କ ଆଗ୍ରହ, ଓଡ଼ିଶାର…

Read More
ଷଷ୍ଠ ଇଷ୍ଟଜୋନ କରାଟେ ପ୍ରତିଯୋଗିତାରେ ରେ ୪୦ ପଦକ ସହ ଓଡିଶା ତୃତୀୟ – ସମୀକ୍ଷା ଖବର

ଷଷ୍ଠ ଇଷ୍ଟଜୋନ କରାଟେ ପ୍ରତିଯୋଗିତାରେ ରେ ୪୦ ପଦକ ସହ ଓଡିଶା ତୃତୀୟ

ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର: ଭୁବନେଶ୍ୱର, ତା ୫/୧୦/୨୬ ରିଖ, ଚଳିତ ମାସ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଷଷ୍ଠ  ଇଷ୍ଟି ଜୋନ୍ କରାଟେ ପ୍ରିଯୋଗିତା ବିହାର ର ପାଟଣା ଠାରେ ଅନୁଷ୍ଠିତ ହୋଇଯଇଅଛି । ଏହି ପ୍ରତିଯଗିତାରେ ଓଡ଼ିଶା, ୱେଷ୍ଟ ବେଙ୍ଗଲ, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରୁ ପ୍ରାୟ ୬୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ରୁ ୫୦ ଜଣ କରାଟେକା ଓଡ଼ିଶା ରାଜ୍ୟ କରାଟେ ସଂଘ…

Read More