ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ସି.  ଏଚ.  ଏସ.  ୮୩ ୱେଲଫେୟାର  ସୋସାଇଟ ଆନୁକୁଲ୍ଯରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର – ସମୀକ୍ଷା ଖବର

ସି.  ଏଚ.  ଏସ.  ୮୩ ୱେଲଫେୟାର  ସୋସାଇଟ ଆନୁକୁଲ୍ଯରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର: ତା ୧୦/୧୦/୨୦୨୬, ଆଜି ସି.  ଏଚ.  ଏସ.  ୮୩ ୱେଲଫେୟାର  ସୋସାଇଟ ତରଫରୁ କେୟାର ହସ୍ପିଟାଲ , Rotary Club of Bhubaneswar Excellence ଓ ଉତ୍କଳ କରାଟେ ସ୍କୁଲ ଙ୍କ ମିଳିତ ଉଦ୍ୟମରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ର ଆୟୋଜନ କରାଯାଇଛି । ଏହି ସ୍ୱାସ୍ଥ୍ୟ ସେବା ଶିବିର ରେ ପ୍ରାୟ ୧୦୦ ଜଣଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା ।…

Read More
ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଆଥେଲେଟିକ୍ସରେ ମାଲକାନଗିରି ଜିଲ୍ଲାର କ୍ରୀଡ଼ାବିତଙ୍କୁ ୮ ପଦକ – ସମୀକ୍ଷା ଖବର

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଆଥେଲେଟିକ୍ସରେ ମାଲକାନଗିରି ଜିଲ୍ଲାର କ୍ରୀଡ଼ାବିତଙ୍କୁ ୮ ପଦକ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି /ସମୀକ୍ଷା ନ୍ୟୁଜ :୦୯/୧୦/୨୬ କେନ୍ଦୁଝର ଠାରେ ଗତ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୭୦ତମ ରାଜ୍ୟ ବିଦ୍ୟାଳୟ ସମୂହ ଆଥେଲେଟିକ୍ସ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର କ୍ରୀଡାବିତ୍ ମାନେ ଚମତ୍କାର ପ୍ରଦର୍ଶନ କରି ୮ ଟି ପଦକ ହାସଲ କରିଛନ୍ତି । ୧୪ ବର୍ଷରୁ କମ ବାଳକ ବିଭାଗରେ ସରକାରୀ ଏସ୍. ଏସ୍. ଡି ବିଦ୍ୟାଳୟନ, ମୁଦୁଲିପଡାର ଛାତ୍ର ପୀତବାସ ଶିଷା ୪୦୦ମି. ଦୌଡରେ ସ୍ୱର୍ଣ୍ଣପଦକ, ୧୦୦ ମି….

Read More
ସାଂଘାଇରେ ଅନୁଷ୍ଠିତ ୪୮ତମ ୱାର୍ଲ୍ଡସ୍କିଲ୍ସ ପ୍ରତିଯୋଗିତାରେ ଭାଗ ନେଇଥିବା ଯୁବପ୍ରତିଭାମାନଙ୍କ ସହ ମତ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ – ସମୀକ୍ଷା ଖବର

ସାଂଘାଇରେ ଅନୁଷ୍ଠିତ ୪୮ତମ ୱାର୍ଲ୍ଡସ୍କିଲ୍ସ ପ୍ରତିଯୋଗିତାରେ ଭାଗ ନେଇଥିବା ଯୁବପ୍ରତିଭାମାନଙ୍କ ସହ ମତ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ନୂଆଦିଲ୍ଲୀ: ଚୀନ୍‌ର ସାଂଘାଇଠାରେ ଆୟୋଜିତ ୪୮ତମ ୱାର୍ଲ୍ଡସ୍କିଲ୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ଯୁବ ପ୍ରତିଭାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ ବିନିମୟ କରିଛନ୍ତି। ଅକ୍ଟୋବର ୯ ତାରିଖରେ ନୂଆଦିଲ୍ଲୀସ୍ଥିତ ୭, ଲୋକ କଲ୍ୟାଣ ମାର୍ଗରେ ଏହି ଆଲୋଚନା ହୋଇଥିଲା। ଆନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବା ଯୁବକଯୁବତୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ଦକ୍ଷତା ବିକାଶ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଉପରେ ମୋଦୀ ଗୁରୁତ୍ୱ ଦେଇଥିଲେ।…

Read More
ଜୋନ୍ ସ୍ତରୀୟ କରାଟେ ଓ ଟାଏକୋଣ୍ଡୋ ଚାମ୍ପିଅନସିପ୍‌ରେ ବଲାଣି ଡିଏଭି ଛାତ୍ରଛାତ୍ରୀଙ୍କ ସଫଳତା – ସମୀକ୍ଷା ଖବର

ଜୋନ୍ ସ୍ତରୀୟ କରାଟେ ଓ ଟାଏକୋଣ୍ଡୋ ଚାମ୍ପିଅନସିପ୍‌ରେ ବଲାଣି ଡିଏଭି ଛାତ୍ରଛାତ୍ରୀଙ୍କ ସଫଳତା

ଟଙ୍କଧର ପାତ୍ର/ସମୀକ୍ଷା ନ୍ୟୁଜ/କେନ୍ଦୁଝର: ଯୋଡ଼ା, କେନ୍ଦୁଝର, ୮/୧୦/୨୦୨୬:ଝାରସୁଗୁଡ଼ା ଡିଏଭି ପବ୍ଲିକ୍ ସ୍କୁଲର ଆନୁକୂଲ୍ୟରେ ଡିଏଭି ସ୍ପୋର୍ଟସ କ୍ଲଷ୍ଟର ଅଧୀନରେ ଜୋନ୍ ସ୍ତରୀୟ କରାଟେ ଓ ତାଏକୋଣ୍ଡୋ ଚାମ୍ପିଅନସିପ୍ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତା ରେ ୧୪ ଓ ୧୭ ବର୍ଷ ବୟସ ବର୍ଗରେ ମୋଟ ୧୩୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆଥଲେଟିକ୍ ଆସୋସିଏସନର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ କ୍ରୀଡ଼ା ପରିଷଦର ଉପ-ସଭାପତି ତାପସ କୁମାର ରାୟ ଚୌଧୁରୀ ମୁଖ୍ୟ ଅତିଥି ଭାବେ…

Read More
ଅନେକ ପ୍ରତିଭାବାନ ଖେଳାଳି ହଜିଯାଇଛନ୍ତି:କପିଲ୍ ଦେବ – ସମୀକ୍ଷା ଖବର

ଅନେକ ପ୍ରତିଭାବାନ ଖେଳାଳି ହଜିଯାଇଛନ୍ତି:କପିଲ୍ ଦେବ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର : ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କପିଲ୍ ଦେବଙ୍କ ବୟାନରେ ପ୍ରଶଂସା ସହ ସତର୍କବାଣୀ—ଦୁଇଟି ଦିଗ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ବୈଭବଙ୍କ ପ୍ରତିଭାକୁ ନେଇ କଣ କହିଲେ କପିଲ୍ ଦେବ? ଭାରତର ବିଶ୍ୱକପ୍ ବିଜେତା ପୂର୍ବତନ ଅଧିନାୟକ Kapil Dev କହିଛନ୍ତି ଯେ ବୈଭବଙ୍କ ମଧ୍ୟରେ ଅସାଧାରଣ ପ୍ରତିଭା ରହିଛି। ପ୍ରତିଭାର ଦୃଷ୍ଟିରୁ ତାଙ୍କୁ Sachin Tendulkar ଓ Virat Kohliଙ୍କ ସହ ତୁଳନା କରାଯାଇପାରେ ବୋଲି କପିଲ୍ ଦେବ…

Read More
ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର – ସମୀକ୍ଷା ଖବର

ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଭାରତର ଟି-୨୦ ଅଧିନାୟକ Shreyas Iyer ପ୍ରଥମ T20I ଶତକ ହାସଲ କରିବା ପରେ ନିଜ ମନର କଥା ଖୋଲି କହିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଲକ୍ଷ୍ନୌର ପ୍ରଥମ T20Iରେ ଆୟରଙ୍କ ଧମାକାଦାର ଇନିଂସ୍ ଭାରତକୁ ୮ ୱିକେଟ୍‌ରେ ବିଜୟ ଦେଇଛି। ମାତ୍ର ୪୩ ବଲ୍‌ରେ ୧୦୨ ରନ୍, ୱେଷ୍ଟଇଣ୍ଡିଜ ୧୭୧ ରନ୍ କରିଥିବା ବେଳେ ଭାରତର ଆରମ୍ଭ ଭଲ ହୋଇନଥିଲା। ମାତ୍ର ୩୫ ରନ୍‌ରେ ଦୁଇଟି ୱିକେଟ୍ ପଡ଼ିବା ପରେ…

Read More
ଟିଟଲାଗଡ଼ର ଗୌରବ: ଇଣ୍ଡୋ-ନେପାଳ କରାଟେ ଚାମ୍ପିଅନସିପ୍‌ରେ ୨୩ଟି ପଦକ ବିଜୟୀ – ସମୀକ୍ଷା ଖବର

ଟିଟଲାଗଡ଼ର ଗୌରବ: ଇଣ୍ଡୋ-ନେପାଳ କରାଟେ ଚାମ୍ପିଅନସିପ୍‌ରେ ୨୩ଟି ପଦକ ବିଜୟୀ

ସନ୍ତୋଷ କୁମାର ପଟ୍ଟନାୟକ/ଟିଟିଲାଗଡ / ସମୀକ୍ଷା ନ୍ୟୁଜ୍ : ଚଳିତ ଅକ୍ଟୋବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଭିଲାଇଠାରେ ଅନୁଷ୍ଠିତ ପ୍ରଥମ ‘ଇଣ୍ଡୋ-ନେପାଳ ଆନ୍ତର୍ଜାତୀୟ ଓପନ୍ କରାଟେ ଚାମ୍ପିଅନସିପ୍’ରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାସ୍ଥିତ ଟିଟଲାଗଡ଼ କରାଟେ ଆସୋସିଏସନ୍‌ର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଅନନ୍ୟ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଟିଟଲାଗଡ଼ରୁ ୮ ଜଣ ଝିଅ ଏବଂ ୭ ଜଣ ପୁଅଙ୍କୁ ନେଇ ମୋଟ ୧୫ ଜଣିଆ ଦଳ ଅଂଶଗ୍ରହଣ କରିଥିଲା। ଦଳର ଚମତ୍କାର ପ୍ରଦର୍ଶନ ବଳରେ…

Read More
ସୁନ୍ଦରଗଡ: ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ। ବନ୍ଧମୁଣ୍ଡା ଫୁଟବଲ ଦଳ ଚମ୍ପିୟାନ – ସମୀକ୍ଷା ଖବର

ସୁନ୍ଦରଗଡ: ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ। ବନ୍ଧମୁଣ୍ଡା ଫୁଟବଲ ଦଳ ଚମ୍ପିୟାନ

ପ୍ରଦୀପ ଜିତ /ସମୀକ୍ଷା ନ୍ୟୁଜ /ବଣାଇ -୬/୧୦ :ସୁନ୍ଦରଗଡ ଜିଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଗୋପନା ପଞ୍ଚାୟତ ଛିଡା କୁଦର ଶେବାଶ୍ରମ ମିନି ଷ୍ଟାଡିୟମଗ୍ରାମ ଠାରେ ହଂସନନ୍ଦନ କ୍ଲବ ପଟାସାହି ପକ୍ଷରୁ ଚାଲିଥିବା ଚତୁର୍ଦଶ(୧୪) ତମ ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି।ଏହି ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତାରେ ୩୨ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଏହାର ଫାଇନାଲ ଖେଳ ରେ ବଡ଼ ବାଗାନ ନନ୍ଦାପଡା ଦଳ କୁ…

Read More
ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ପଦରୁ ଓହରିଲେ ହରମନପ୍ରୀତ କୌର – ସମୀକ୍ଷା ଖବର

ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ପଦରୁ ଓହରିଲେ ହରମନପ୍ରୀତ କୌର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର:ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ୍ ଦଳର ସମସ୍ତ ଫର୍ମାଟ୍‌ର ଅଧିନାୟକ ପଦରୁ ଆଜି (୬ ଅକ୍ଟୋବର ୨୦୨୬)ରେ ଓହରିଯାଇଛନ୍ତି। ICC ମଧ୍ୟ ଏହି ନିଷ୍ପତ୍ତିକୁ ନିଶ୍ଚିତ କରିଛି। ହରମନପ୍ରୀତଙ୍କ ନିଷ୍ପତ୍ତିର ମୁଖ୍ୟ କଥା- ସେ T20I ଦଳର ନେତୃତ୍ୱ ୨୦୧୬ରୁ କରୁଥିଲେ। ପରେ ୨୦୨୨ରେ ODI ଓ ଟେଷ୍ଟ ଦଳର ନେତୃତ୍ୱ ନେଇଥିଲେ।ଅଧିନାୟକ ଭାବେ ସେ ୫ଟି ଟେଷ୍ଟ, ୫୧ଟି ODI ଏବଂ ୧୫୫ଟି T20Iରେ ଭାରତକୁ ନେତୃତ୍ୱ ଦେଇଛନ୍ତି।…

Read More
ବାଲିଗୁଡ଼ା: ବାରଖମାରେ କବାଡିର ମହାସମର, ବିଜୟ ମୁକୁଟ ପିନ୍ଧିଲା ବାରଖମା ସ୍ପୋର୍ଟ୍ସ କ୍ଳବ – ସମୀକ୍ଷା ଖବର

ବାଲିଗୁଡ଼ା: ବାରଖମାରେ କବାଡିର ମହାସମର, ବିଜୟ ମୁକୁଟ ପିନ୍ଧିଲା ବାରଖମା ସ୍ପୋର୍ଟ୍ସ କ୍ଳବ

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ : ବାଲିଗୁଡା :ତା5/10/26 : କ୍ରୀଡ଼ା ପ୍ରତିଭାର ବିକାଶ ସହ ଯୁବପିଢ଼ି ଙ୍କ ମଧ୍ୟରେ କବାଡି ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟରେ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଏକଦିବସୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ରବିବାର ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ୧୨ଟି କବାଡି ଦଳ ଉତ୍ସାହର ସହ…

Read More