ଜଗତସିଂହପୁର : ଝଙ୍କଡ଼ ବାସିନୀ ମା ସାରଳା ଙ୍କ ଅଷ୍ଟମୀ ତିଥିରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନିୟୁଜ : ଜଗତସିଂହପୁର, 18/10/2026(ନି. ପ୍ର ): ଜଗତସିଂହପୁରକୁ ବାଣୀ କ୍ଷେତ୍ର ବୋଲି ମା ସାରଳାଙ୍କ ଆଶୀର୍ବାଦରୁ ଦୁନିଆଁରେ ପ୍ରସିଦ୍ଧ ଲାଭ କରିଛି | ମା ସାରଳାକୁ ବାକଦେବୀ ବୋଲି କୁହାଯାଏ | ତାଙ୍କର ଆଶୀର୍ବାଦରେ ଅନେକ ବ୍ୟକ୍ତି ପାଣ୍ଡିତ୍ୟ ଲାଭ କରି ଏ ସଂସାରକୁ ଜ୍ଞାନ ଆଲୋକ ପ୍ରଦାନ କରିଥିବାର ଦୃଷ୍ଟାନ୍ତ ଅଛି | ଯେପରି ଆଦିକବି ସାରଳା ଦାସ , ପଞ୍ଚସଖା ଯଶୋବନ୍ତ ଦାସ, ସରଳା…