ଇଫକୋ ପାରାଦୀପ ୟୁନିଟ ତରଫରୁ ଏକ ଦିବସୀୟ ଜ୍ଞାନ ଆହରଣ କର୍ମଶାଳା ଅନୁଷ୍ଠିତ
ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ, 14/10 ଶିଳ୍ପ ପରିଚାଳନା ଓ ସାର ଉତ୍ପାଦନ ପ୍ରକ୍ରିୟା ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ଭୁବନେଶ୍ୱରର ଗୀତା ସ୍ୱୟଂ ଚାଳିତ ମହାବିଦ୍ୟାଳୟ ର ୫୫ ଜଣ ଏମ୍ବିଏ ଛାତ୍ରଛାତ୍ରୀ ମଙ୍ଗଳବାର ଇଫ୍କୋ ପାରାଦୀପ ୟୁନିଟ୍ ପରିଦର୍ଶନ କରିଛନ୍ତି। କଲେଜର ମାର୍କେଟିଂ ବିଭାଗର ସହକାରୀ ପ୍ରାଧ୍ୟାପକ ଜୟନ୍ତ ଯଶୋବର୍ଦ୍ଧନ ସାହୁଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଏହି ଏକଦିବସୀୟ ଶିକ୍ଷାମୂଳକ ପରିଦର୍ଶନରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମର ଉଦ୍ଘାଟନ କରି ଇଫ୍କୋ ପାରାଦୀପ…