ଜଗତସିଂହପୁର:ବରିଷ୍ଠ ନାଗରିକ ସଂଗଠନର ସାଧାରଣ ସଭା l
ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର,11/10/2026(ନି. ପ୍ର ):ଜଗତସିଂହପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଗଠନର ସାଧାରଣ ସଭା ଠାକୁରପାଟଣା ସ୍ଥିତ ହରିହରଙ୍କ ପୀଠରେ ସଂଗଠନର ସଭାପତି ମଧୁସୂଦନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି |ସଭାରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଥାନା ଭାରାପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସାହୁ,ସମ୍ମାନୀୟା ଅତିଥି ଭାବେ ସହ ଅଧିକାରିଣୀ, ତପସ୍ୱନି କାନୁନଗୋ, ମୁଖ୍ୟ ବକ୍ତା ସମାଜସେବୀ ବିନାୟକ ପଟ୍ଟନାୟକ, ମଞ୍ଚରେ ଉପସ୍ଥିତ…