ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ବାଲିକୁଦା, ବର୍ଷା ଆସିଲେ ରାସ୍ତା ଅବସ୍ଥା ଆହୁରି ଦୟନୀୟ – ସମୀକ୍ଷା ଖବର

ବାଲିକୁଦା, ବର୍ଷା ଆସିଲେ ରାସ୍ତା ଅବସ୍ଥା ଆହୁରି ଦୟନୀୟ

ବିରୁପାକ୍ଷ ରାୟ/ ଜଗତସିଂହପୁର, ବାଲିକୁଦା/ସମୀକ୍ଷା ନିୟୁଜ: ବାଲିକୁଦା, ବର୍ଷା ଆସିଲେ ରାସ୍ତା ଅବସ୍ଥା ଆହୁରି ଦୟନୀୟ। ରାସ୍ତା ସାରା ଖାଲ, ଖାଲରେ ବର୍ଷା ପାଣି। କେଉଁଠି ପିଚୁ ଉଠିଯାଇଛି ତ ଆଉ କେଉଁଠି ବଡ଼ ବଡ଼ ଗର୍ତ୍ତ। ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ଦେବୀ ନଦୀବନ୍ଧଠାରୁ ଖାଲଗାଁ, ଅପଣ୍ଡରା, ବରମୁଣ୍ଡଳୀ, ନହରଣା ଓ ମରିଚପୁର ପଞ୍ଚାୟତ ଦେଇ ଯାଇଥିବା ପ୍ରାୟ ୧୦ କିଲୋମିଟର ରାସ୍ତାରେ ଲୋକଙ୍କ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼ିଛି।ମାଛଗାଁଠାରୁ ବରମୁଣ୍ଡଳୀ…

Read More
ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ – ସମୀକ୍ଷା ଖବର

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ : ସ୍ଥାନ-ଜଗତସିଂହପୁର ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ। ଲାଞ୍ଚୁଆ ଅଧିକାରୀ ଜଣକ ହେଲେ ଜଗତସିଂହପୁର ର ଡ୍ରଗ୍ସ ଇନ୍ସପେକ୍ଟର ସଞ୍ଜୟ କୁମାର ହାଁସଦା। ଜୟପୁର ଛକ ସ୍ଥିତ ଏକ ହୋଲସେଲ ରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ର ଏକ ସ୍ୱତନ୍ତ୍ର ଟିମଚଢ଼ାଉ କରି ରେଡ୍ ହ୍ୟାଣ୍ଡ ରେ ଧରିଛି। ଜଗତସିଂହପୁର ଜିଲ୍ଲା ଯୋଗଧରି ନିକଟରେ ଥିବା ଡ୍ରଗ୍ସ…

Read More