ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ – ସମୀକ୍ଷା ଖବର

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ :

ସ୍ଥାନ-ଜଗତସିଂହପୁର

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ।

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ – ସମୀକ୍ଷା

ଲାଞ୍ଚୁଆ ଅଧିକାରୀ ଜଣକ ହେଲେ ଜଗତସିଂହପୁର ର ଡ୍ରଗ୍ସ ଇନ୍ସପେକ୍ଟର ସଞ୍ଜୟ କୁମାର ହାଁସଦା। ଜୟପୁର ଛକ ସ୍ଥିତ ଏକ ହୋଲସେଲ ରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ର ଏକ ସ୍ୱତନ୍ତ୍ର ଟିମଚଢ଼ାଉ କରି ରେଡ୍ ହ୍ୟାଣ୍ଡ ରେ ଧରିଛି। ଜଗତସିଂହପୁର ଜିଲ୍ଲା ଯୋଗଧରି ନିକଟରେ ଥିବା ଡ୍ରଗ୍ସ ଅଫିସ ରେ ଭିଜିଲାନ୍ସ ଟିମ ପହଞ୍ଚି ଅଧିକ ତଦନ୍ତ କରିବା ସମୟରେ ନଗଦ ୧ଲକ୍ଷ ୫୨ ହଜାର ଟଙ୍କା ପାଇଥିଲା। ଏହି ଟଙ୍କା କୁ ନେଇ ଅଧିକ ତଦନ୍ତ କରୁଛି। ଯାଜପୁର, ଜଗତସିଂହପୁର, ଭବାନୀପାଟଣା ରେ ଥିବା ନିଜର ଓ ସମ୍ପର୍କୀୟଙ୍କ ଘରେ ଛଡାଉ କରି ନଗଦ ଟଙ୍କା ଜବତ କରିଛି.ଠୁଳ କରିଥିବା ଆୟ ବହିର୍ଭୁତ ସମ୍ପତି ଠାବ କରାଯାଇଥିବା
ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ।କଟକ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ୟୁଜି ପିଜି ଖୋଲିଲା