ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ଗଣ୍ଡାମେରକ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ – ସମୀକ୍ଷା ଖବର

ଗଣ୍ଡାମେରକ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ:କୋମନା /ତାରିଖ-16-10-2026 ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀ, ଜିଜ୍ଞାସା ପ୍ରତିଭା ଉନ୍ମେଷଣ ଓ ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ଯୋଜନା କରିଛନ୍ତି।ଏହି ପରିପ୍ରେକ୍ଷୀରେ ରେ ଆଜି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ଠୂଟିବର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ 14ଗୋଟି ବିଦ୍ୟାଳୟର 150ରୁ ଉର୍ଦ୍ଧ୍ୱ…

Read More
ନୂଆପଡ଼ା ଜିଲ୍ଲାପାଳଙ୍କ ଖଡ଼ିଆଳ ଗସ୍ତ: ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଗୁରୁତ୍ୱ – ସମୀକ୍ଷା ଖବର

ନୂଆପଡ଼ା ଜିଲ୍ଲାପାଳଙ୍କ ଖଡ଼ିଆଳ ଗସ୍ତ: ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଗୁରୁତ୍ୱ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ:ନୂଆପଡ଼ା ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଆଜି ଖଡ଼ିଆଳ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ପଞ୍ଚାୟତ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ, ଗ୍ରାମାଞ୍ଚଳରେ ଜୀବିକାର ସୁଯୋଗ ସୃଷ୍ଟି ଏବଂ…

Read More
ବିଜେପିର ପାତାଲେଶ୍ଵର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ବିଜେପିର ପାତାଲେଶ୍ଵର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ: ନୂଆପଡା /କୋମନା ତାରିଖ -16-10-2026 ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥାନୀୟ କଲ୍ୟାଣ ମଣ୍ଡପ ବଜାର ପରିସରରେ ଭାରତୀୟ ଜନତା ପାର୍ଟି ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ (ପାତାଲେଶ୍ଵର ମଣ୍ଡଳ) ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶତ୍ରୁଘ୍ନ ସ୍ୱାଇଁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ବତନ ସାଂସଦ କଳାହାଣ୍ଡି ତଥା ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଓ ବିଜେପିର…

Read More
କୋମନା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କଲେ ଜିଲ୍ଲାପାଳ – ସମୀକ୍ଷା ଖବର

କୋମନା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କଲେ ଜିଲ୍ଲାପାଳ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ : ନୂଆପଡ଼ା, ତା. ୧୪/୧୦: ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ଅନ୍ୟା ଦାସ ଆଜି କୋମନା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ଅବସରରେ ଜିଲ୍ଲାପାଳ ଭିବି-ଜି ରାମ୍-ଜି (VB-G RAM-G), ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା (CMSA) ଏବଂ ବିକଶିତ ଗାଁ, ବିକଶିତ ଓଡ଼ିଶା (BGBO) ସମେତ ବିଭିନ୍ନ…

Read More
ଜେଠୁପାଲି ଗାଁ ରେ ରାଜସ୍ଵ ପ୍ରଶାସନ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଜେଠୁପାଲି ଗାଁ ରେ ରାଜସ୍ଵ ପ୍ରଶାସନ କାର୍ଯ୍ୟକ୍ରମ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ :15-10-2026 ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜେଠୁପାଲି ଗ୍ରାମଠାରେ ଗାଁ ରେ ରାଜସ୍ୱ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୋମନା ତହସିଲ କାର୍ଯ୍ୟାଳୟ ତହସିଲଦାର ସୌରଭ କୁମାର ବିଶି,ରାଜସ୍ୱ ପରିଦର୍ଶକ ସୁରେନ୍ଦ୍ର ମେହେର , ରାଜସ୍ୱ ନିରୀକ୍ଷକ କୋମନା ଅଜିତ କୁମାର ନାଏକ ଉପସ୍ଥିତ ଥିଲେ। ତତ ସହିତ ସରପଞ୍ଚ ପ୍ରତନିଧି ପ୍ରସନ୍ନ କୁମାର ତାଣ୍ଡି, ୱାର୍ଡ ମେମ୍ବର…

Read More
ବୁଦ୍ଧିକୋମନା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଅନୁଷ୍ଠିତ:ଶିଶୁ ମାନେ ନିଜର ପ୍ରତିଭା ପ୍ରଦର୍ଶନ କଲେ – ସମୀକ୍ଷା ଖବର

ବୁଦ୍ଧିକୋମନା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଅନୁଷ୍ଠିତ:ଶିଶୁ ମାନେ ନିଜର ପ୍ରତିଭା ପ୍ରଦର୍ଶନ କଲେ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ନୂଆପଡା /କୋମନା -ତାରିଖ 13.10.2026 ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ଓ ପ୍ରତିଭା ର ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ରହିଛି। ଏହି ପରିପ୍ରେକ୍ଷୀରେ ରେ ଆଜି ମଙ୍ଗଳବାର ଦିନ 10 ଟା ସମୟରେ ରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି…

Read More
୧୭ ଦାଦନ ଶ୍ରମିକ ଉଦ୍ଧାର କଲା ସିନାପାଲି ପୋଲିସ – ସମୀକ୍ଷା ଖବର

୧୭ ଦାଦନ ଶ୍ରମିକ ଉଦ୍ଧାର କଲା ସିନାପାଲି ପୋଲିସ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ନୂଆପଡ଼ା ,୧୩ |୧୦ ଜିଲ୍ଲା ସିନାପାଲି ପୋଲିସ ପକ୍ଷରୁ ୧୨ ତାରିଖ ଦିନ ଦୁଇଟି ପୃଥକ୍ ଘଟଣାରେ ଗୋଡ଼ାଲ ଛକ ନିକଟରୁ ମୋଟ ୧୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସିନାପାଲି ଥାନା ପୁଲିସର ଦୁଇଟି ପୃଥକ୍ ପାଟ୍ରୋଲିଂ ଦଳ ଗୋଡ଼ାଲ ଛକ ନିକଟରେ ଦାଦନ ଶ୍ରମିକ ଚାଲାଣ ସମ୍ପର୍କରେ ବିଶ୍ବସନୀୟ ସୂଚନା…

Read More
ନୂଆପଡ଼ାରେ ନବମ ଜାତୀୟ ପୋଷଣ ମାସ ପାଳିତ – ସମୀକ୍ଷା ଖବର

ନୂଆପଡ଼ାରେ ନବମ ଜାତୀୟ ପୋଷଣ ମାସ ପାଳିତ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ସୁସ୍ଥ ଶିଶୁ, ସୁସ୍ଥ ପରିବାର ଓ ସମୃଦ୍ଧ ଓଡ଼ିଶା ଗଠନ ଉପରେ ଗୁରୁତ୍ୱ: ନୂଆପଡ଼ା,ତା. ୧୩/୧୦: ସ୍ଥିତ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ନବମ ଜାତୀୟ ପୋଷଣ ମାସ–୨୦୨୬ ପାଳିତ ହୋଇଯାଇଛି। ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ସୁର୍ମୀ ସୋରେନ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର…

Read More
ଖମତରାଇ ଗାଁରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର – ସମୀକ୍ଷା ଖବର

ଖମତରାଇ ଗାଁରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଦେବେଶ ହୋତା/ବିଶେଷ ପ୍ରତିନିଧି/ସମୀକ୍ଷା ନ୍ୟୁଜ/ନୂଆପଡା: ୧୩-୧୦-୨୬ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖମତରାଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ଦୁହେଁ ହେଲେ ସଙ୍କୀର୍ତ୍ତନ ଗହୀର ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ପୋଢ଼। ସୂଚନା ଅନୁସାରେ, ଆଜି ସକାଳେ ଘରର କବାଟ ନ ଖୋଲିବାରୁ ପରିବାର ଲୋକେ ଝରକା ପଟେ ଦେଖିଥିଲେ। ପରେ କବାଟ ଖୋଲି ଦେଖିବା ବେଳେ ସଙ୍କୀର୍ତ୍ତନଙ୍କ…

Read More
କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ – ସମୀକ୍ଷା ଖବର

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ : ୧୨/୧୦/୨୦୨୬ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁଲିଆଡୁଙ୍ଗରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ ୧୩ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ ସମାରୋହରେ ସି. ଆର. ସି. ସି. ଜଗଦୀଶ ତାଣ୍ଡି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସହ ଶିକ୍ଷା ଗୋଷ୍ଠି…

Read More