୮୦ ବର୍ଷରେ ପାଦ ଥାପିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶା ରାଜନୀତିରେ ଦୀର୍ଘ ଅଧ୍ୟାୟ, ୨୪ ବର୍ଷର ଶାସନ ଓ ଆଗାମୀ ରାଜନୈତିକ ଆହ୍ୱାନ ଡ଼ ମହେଶ୍ୱର, ସମ୍ପାଦକ,ସମୀକ୍ଷା ନ୍ୟୁଜ: ଓଡ଼ିଶା ରାଜନୀତିର ଜଣେ ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି, ଅକ୍ଟୋବର ୧୬ ତାରିଖରେ, ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ର ରାଜନୈତିକ ମହଲରେ ତାଙ୍କର ଦୀର୍ଘ ରାଜନୈତିକ ଯାତ୍ରା, ୨୪ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ, ରାଜ୍ୟର ବିକାଶରେ ତାଙ୍କ ସରକାରର ଭୂମିକା ଏବଂ ବର୍ତ୍ତମାନର…