ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ସମାଜସେବୀ ଶିବ ସାହୁଙ୍କ ଜନ୍ମ ଦିନ ଅବସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ସମାଜସେବୀ ଶିବ ସାହୁଙ୍କ ଜନ୍ମ ଦିନ ଅବସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି: ଚିକିଟି — ଏହି ବ୍ଲକ ଅନ୍ତର୍ଗତ ଭୋଳାସୀଙ୍ଗି ଗ୍ରାମର ସମାଜସେବୀ ଶିବ ସାହୁ ଙ୍କ 23 ତମ ଜନ୍ମ ଦିନ ଅବସରରେ ଶନିବାର ଦିନ ସମାଜର ସେବା କରିବା ଉଦ୍ଦେଶ୍ୟରେ ତୃତୀୟ ଥର ପାଇଁ ଏକ ରକ୍ତଦାନ ଶିବିର ର ଆୟୋଜନ ହୋଇଥିଲା। ଉକ୍ତ ଶିବିରରେ ମୁଖ୍ୟ ଭାବେ ଓ ପି ସି ସି ର ସଦସ୍ୟ ଡକ୍ଟର ଶମ୍ଭୁ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମର…

Read More
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୬” ୩୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ – ସମୀକ୍ଷା ଖବର

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୬” ୩୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି ଚିକିଟି — ଏହି ବ୍ଲକ ଅନ୍ତର୍ଗତ ସୁନାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି – ୨୦୨୬” କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡିଶା – ୨୦୨୬’ ଅଭିଯାନ ଆନୁକୁଲ୍ୟରେ ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନ, ସୃଜନ ଶୀଳତାର ବିକାଶ ଓ ବୌଦ୍ଧିକ ଦକ୍ଷତା ର…

Read More
ସାମନ୍ତିଆପଲ୍ଲୀ: କଲେଜ ନିର୍ବାଚନରେ ରୋଚକ ଲଢ଼େଇ ୩ଟି ଆସନ ଏଭିବିପି ଦଖଲ କଲା, ସହସମ୍ପାଦକ ପଦ ଜିତିଲା ବିସିଜେଡି – ସମୀକ୍ଷା ଖବର

ସାମନ୍ତିଆପଲ୍ଲୀ: କଲେଜ ନିର୍ବାଚନରେ ରୋଚକ ଲଢ଼େଇ ୩ଟି ଆସନ ଏଭିବିପି ଦଖଲ କଲା, ସହସମ୍ପାଦକ ପଦ ଜିତିଲା ବିସିଜେଡି

ହରିଶ୍ଚନ୍ଦ୍ର ସେଠୀ /ସମୀକ୍ଷା ପ୍ରତିନିଧି/ଗଞ୍ଜାମ: ପାତ୍ରପୁର:16.10.26 ଏହି ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଏଭିବିପି ଓ ବିସିଜେଡି ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଛି। ଚାରିଟି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଏଭିବିପି ତିନୋଟି ଆସନ ହାତେଇଥିବା ବେଳେ ବିସିଜେଡି ଗୋଟିଏ ଆସନରେ ବିଜୟୀ ହୋଇଛି। ସଭାପତି ପଦରେ ଏଭିବିପି ପ୍ରାର୍ଥୀ ଶଙ୍କର ପ୍ରଧାନ ୧୯୯ ଭୋଟ ପାଇ ବିସିଜେଡି ପ୍ରାର୍ଥୀ ଶବର ଲିମାଙ୍କୁ ୧୦ ଭୋଟରେ ପରାସ୍ତ କରିଛନ୍ତି। ଶବର…

Read More
ଇନ୍‌ଷ୍ଟାଗ୍ରାମ୍ ପରିଚୟ ଆପଣେଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ୩ ଲକ୍ଷ ଟଙ୍କା ଠକେଇ ,ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ଇନ୍‌ଷ୍ଟାଗ୍ରାମ୍ ପରିଚୟ ଆପଣେଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ୩ ଲକ୍ଷ ଟଙ୍କା ଠକେଇ ,ଅଭିଯୁକ୍ତ ଗିରଫ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ପୋଲିସ୍ ଇନ୍‌ଷ୍ଟାଗ୍ରାମ୍ ରେ ପରିଚୟ ଆପଣେଇ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ, ଦୁଷ୍କର୍ମ ଓ ଟଙ୍କା ନେଇ ଫେରାଇ ନଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଭ୍ରମରପୁର ପଲ୍ଲୀ ଗ୍ରାମର ମୁରଲୀ ମହାନ୍ତିଙ୍କ ପୁଅ କହ୍ନେଇ ମହାନ୍ତି (୨୬)। ଏ ସଂକ୍ରାନ୍ତରେ କେ. ନୂଆଗାଁ ଥାନାରେ କେସ୍‌ ନଂ…

Read More
ସ୍ୱରନ୍ୟା ଫାଉନଡେସନ , କଳିଙ୍ଗପୁଅ ଚାରଟେବୁଲ ଟ୍ରଷ୍ଟ ଓ ଆମ ଓଡ଼ିଶାର ମିଳିତ ସହଯୋଗରେ 17 ତମ ରକ୍ତ ଦାନ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ସ୍ୱରନ୍ୟା ଫାଉନଡେସନ , କଳିଙ୍ଗପୁଅ ଚାରଟେବୁଲ ଟ୍ରଷ୍ଟ ଓ ଆମ ଓଡ଼ିଶାର ମିଳିତ ସହଯୋଗରେ 17 ତମ ରକ୍ତ ଦାନ ଶିବିର ଅନୁଷ୍ଠିତ

ସଞ୍ଜୀବ ବିଷୋୟୀ/ ସାନଖେମୁଣ୍ଡି ସାମ୍ବାଦିକ / ଗଞ୍ଜାମ / ସମୀକ୍ଷା ନ୍ୟୁଜ: ଆଜି11/10/2024: ପୋଡ଼ାମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣ ମଣ୍ଡପ ଠାରେ ସ୍ୱରନ୍ୟା ଫାଉନଡେସନ , କଳିଙ୍ଗପୁଅ ଚାରେଟେବୁଲ ଟ୍ରଷ୍ଟ ଓ ଆମ ଓଡ଼ିଶା ର ମିଳିତ ସହଯୋଗ ରେ ରେ 17 ତମ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀ ସନ୍ତୋଷ କୁମାର ବିଷୋୟୀ, ସମିତି ସଭ୍ୟ ପ୍ରତିନିଧି ଶ୍ରୀ p ରାମେଶ୍ୱର ପାତ୍ର, ବରିଷ୍ଠ…

Read More
ଶେରଗଡ: ବାଲ୍ୟବିବାହକୁ ନେଇ ସଚେତନତା – ସମୀକ୍ଷା ଖବର

ଶେରଗଡ: ବାଲ୍ୟବିବାହକୁ ନେଇ ସଚେତନତା

ଅଜିତ କୁମାର ପଣ୍ଡା/ ଶେରଗଡ ସାମ୍ବାଦିକ / ସମୀକ୍ଷା ନ୍ୟୁଜ :ଶେରଗଡ ୧୦/୧୦ —- ଶେରଗଡ ଉଦୟ ପ୍ରତାପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା କକ୍ଷରେ ଆଜି ବାଲ୍ୟବିବାହ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଶେରଗଡ ପୋଲିସ, ଯୁବ ରେଡ କ୍ରସ,ଜାତୀୟ ସେବା ସଂସ୍ଥା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଈଯାଈଛି। ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶିଶିର କାନ୍ତ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ଯ ଅତିଥି ରୂପେ…

Read More
ଦଶହରା ପର୍ବ ପୂର୍ବରୁ ଆକ୍ସନ୍ ମୋଡ୍‌ରେ ଅବକାରୀ ବିଭାଗ – ସ୍ପେସିଆଲ୍ ଡ୍ରାଇଭ୍‌ରେ ଗଞ୍ଜେଇ ଜବତ ଦୁଇ ଗିରଫ – ସମୀକ୍ଷା ଖବର

ଦଶହରା ପର୍ବ ପୂର୍ବରୁ ଆକ୍ସନ୍ ମୋଡ୍‌ରେ ଅବକାରୀ ବିଭାଗ – ସ୍ପେସିଆଲ୍ ଡ୍ରାଇଭ୍‌ରେ ଗଞ୍ଜେଇ ଜବତ ଦୁଇ ଗିରଫ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି: ଚିକିଟି — ଦଶହରା ପର୍ବ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ରୋକିବା ଲକ୍ଷ୍ୟରେ ଆକ୍ସନ୍ ମୋଡ୍‌ରେ ଅବକାରୀ ବିଭାଗ। ବ୍ରହ୍ମପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ପେସିଆଲ୍ ଡ୍ରାଇଭ୍ ଜୋରଦାର କରାଯାଇଛି। ଚିକିଟି ଅବକାରୀ ରେଞ୍ଜ ପକ୍ଷରୁ କେ.ନୂଆଗାଁ ଓ ପାଟପୁର ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୯ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଅବକାରୀ ଥାନା ଅଧିକାରୀ ସଞ୍ଜୟ ଭୁକ୍ତାଙ୍କ ନେତୃତ୍ୱରେ…

Read More
ଅଜଣା ବାଇକ ଧକ୍କା ରେ ବୃଦ୍ଧ ଗୁରୁତର :ଚିକିତ୍ସା ଓ କ୍ଷତି ପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ – ସମୀକ୍ଷା ଖବର

ଅଜଣା ବାଇକ ଧକ୍କା ରେ ବୃଦ୍ଧ ଗୁରୁତର :ଚିକିତ୍ସା ଓ କ୍ଷତି ପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି ଚିକିଟି :- ଏହି ବ୍ଲକ ଅନ୍ତର୍ଗତ ଓଳପୁର ଗ୍ରାମ ଛକ ନିକଟରେ ଆଜି ମଧ୍ୟାହ୍ନରେ ଏକ ଅଜଣା ବାଇକ ଧକ୍କାରେ ଲାଓବାଡ଼ି ଗ୍ରାମର ଅଲେଖ ବେହେରା (୫୫) ଗୁରୁତର ଆହତ ହୋଇଛନ୍ତି। ସୂଚନା ପ୍ରକାରେ ଅଲେଖ ନିଜ ଗ୍ରାମ କୁ ଯିବା ପାଇଁ ରାସ୍ତା କଡ଼ରେ ଅପେକ୍ଷା କରିଥିବା ବେଳେ ପଛପଟୁ ଏକ ଅଜଣା ବାଇକ ରେ ତିନି ଜଣ ବସି ଦ୍ରୁତ ଗତିରେ ଚିକିଟି…

Read More
ଏଣ୍ଡିଆ ମେଣ୍ଟର ୧୨ଘଣ୍ଟିଆ ବନ୍ଦ ଡାକରା ନେଇ ଦିଗପହଣ୍ଡି ବନ୍ଦ ପାଳନ – ସମୀକ୍ଷା ଖବର

ଏଣ୍ଡିଆ ମେଣ୍ଟର ୧୨ଘଣ୍ଟିଆ ବନ୍ଦ ଡାକରା ନେଇ ଦିଗପହଣ୍ଡି ବନ୍ଦ ପାଳନ

ଜିତେନ୍ଦ୍ର ଗୌଡ଼ /ଦିଗପହଣ୍ଡି ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ MMDR ଆଇନ ପ୍ରତ୍ୟାହାର ଜ୍ଞାନେଶ କୁମାର ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଦିଗପହଣ୍ଡି ରେ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ ହଇଛି lରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ନେଇ ଦିଗପହଣ୍ଡିରେ NAC ଓ ବ୍ଲକ ଅଞ୍ଚଳ ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ…

Read More
ଚିକିଟି ନିର୍ବାଚନ ମଣ୍ଡଳି ରେ ଇଣ୍ଡିଆ ମେଣ୍ଟର ବନ୍ଦ ଡାକରା ସଫଳ – ସମୀକ୍ଷା ଖବର

ଚିକିଟି ନିର୍ବାଚନ ମଣ୍ଡଳି ରେ ଇଣ୍ଡିଆ ମେଣ୍ଟର ବନ୍ଦ ଡାକରା ସଫଳ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି: ଚିକିଟି– ଗଞ୍ଜାମ ଜ଼ିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀରେ ଆଜି ଇଣ୍ଡିଆ ମେଣ୍ଟ ତରଫରୁ ଡକା ଯାଇଥିବା ବନ୍ଦ ଡାକରା ସଫଳ ହେଇଛି l ସୂଚନା ଅନୁଯାଇ କେନ୍ଦ୍ରସରକାରଙ୍କ ବିଫଳତା, ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସୁନା ଦାମ ଆକାଶ ଛୁଁଆ, ଚାଷୀଙ୍କ ଅବହେଳିତ କରାଯିବା,ଏସ ଆଇ ଆର୍ ଦ୍ୱାରା ଭୋଟ ଲିଷ୍ଟରୁ ଚଉଦ କୋଟି ଲୋକଙ୍କ ନାମ କାଟିବା ଆଦି ଅନେକ ସମସ୍ୟା କୁ…

Read More