ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ମାଲକାନଗିରି ବଲାଙ୍ଗୀର ନୂଆପଡ଼ା ରାୟଗଡ଼ା
ଚିକିଟୀ ରେ ବ୍ଲକସ୍ତରୀୟ ଦୁଇ ଦିନିଆ କ୍ରୀଡା ଉତ୍ସବରେ ୫୫୭ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ,ଜିଲ୍ଲାସ୍ତର ପାଇଁ ପ୍ରତିଭା ଚୟନ – ସମୀକ୍ଷା ଖବର

ଚିକିଟୀ ରେ ବ୍ଲକସ୍ତରୀୟ ଦୁଇ ଦିନିଆ କ୍ରୀଡା ଉତ୍ସବରେ ୫୫୭ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ,ଜିଲ୍ଲାସ୍ତର ପାଇଁ ପ୍ରତିଭା ଚୟନ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ: ଚିକିଟୀ — ଏହି ବ୍ଲକ ଅନ୍ତର୍ଗତ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗିରିସୋଲା ପରିସରରେ ବ୍ଲକସ୍ତରୀୟ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ୨୦୨୬–୨୭ ଉତ୍ସାହ, ଉଦ୍ଦୀପନା ଓ ଖେଳୁଆଡ଼ ମନୋଭାବର ସହିତ ରବିବାର ଦିନ ସମ୍ପନ୍ନ ହୋଇଯାଇଛି।ଉଦଘାଟନ କାର୍ଯ୍ୟକ୍ରମରେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଶିକ୍ଷା ସହିତ କ୍ରୀଡାର ସମନ୍ୱୟ ହିଁ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶର ମୂଳ…

Read More
କାନ୍ଦୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ.. ଦୁଃଖ ବୁଝିବ କିଏ :ଦିଗପହଣ୍ଡି ବିଇଓ କାର୍ଯ୍ୟାଳୟର ମନମାନି, ଅର୍ଥ ଲାଳସାରେ ଅଟକିଛି କି ବକେୟା ପ୍ରାପ୍ୟ – ସମୀକ୍ଷା ଖବର

କାନ୍ଦୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ.. ଦୁଃଖ ବୁଝିବ କିଏ :ଦିଗପହଣ୍ଡି ବିଇଓ କାର୍ଯ୍ୟାଳୟର ମନମାନି, ଅର୍ଥ ଲାଳସାରେ ଅଟକିଛି କି ବକେୟା ପ୍ରାପ୍ୟ

ଜିତେନ୍ଦ୍ର ଗୌଡ଼ / ଦିଗପହଣ୍ଡି / ସମୀକ୍ଷା ନିୟୁଜ : ଦିଗପହଣ୍ଡି(ଗଞ୍ଜାମ)-: ଜୀବନର ସୁବର୍ଣ୍ଣ ସମୟ ଶିକ୍ଷାଦାନରେ ବିତାଇବା ପରେ ଅବସର ନେଇଥିବା ଶିକ୍ଷକ ପ୍ରମୋଦ ପାତ୍ର ଏବଂ କପିଳେଶ୍ୱର ପାଢ଼ୀ ଙ୍କୁ ଏବେ ନିଜ ହକ୍‌ର ଅର୍ଥ ପାଇଁ କାର୍ଯ୍ୟାଳୟ ଦୁଆରେ ଦୁଆରେ ଘୁରିବାକୁ ପଡ଼ୁଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ (ବିଇଓ) କାର୍ଯ୍ୟାଳୟରେ ବକେୟା ଅର୍ଥ ପ୍ରଦାନକୁ ନେଇ ଏଭଳି ସଂଘିନ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, କିଛି ଶିକ୍ଷକ ଗତ…

Read More
ଜରଡ଼ା ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ, ବିପୁଳ ପରିମାଣରେ ମଦ ଜବତ – ସମୀକ୍ଷା ଖବର

ଜରଡ଼ା ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ, ବିପୁଳ ପରିମାଣରେ ମଦ ଜବତ

ହରିଶ୍ଚନ୍ଦ୍ର ସେଠୀ /ସମୀକ୍ଷା ପ୍ରତିନିଧି /ପାତ୍ରପୁର ବ୍ଲକ: ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଉପ ଅଧିକ୍ଷୀକା ଶ୍ରୀମତୀ ସ୍ନେହଲତା ନାୟକ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଜରଡା ଥାନା ଅନ୍ତର୍ଗତ ଡାହାବାଡ଼, ଗୁଜଲିଙ୍ଗ ଅଞ୍ଚଳର ପାହାଡିଆ ଜଙ୍ଗଲ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଭାଟି ଗୁଡିକୁ ନଷ୍ଟ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ 34800 ଲିଟର ଗୁଡ଼…

Read More
ଚିକିଟୀ-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଶପଥ ପାଠ ଉତ୍ସବ ଓ ନୂତନ କର୍ମକର୍ତ୍ତାଙ୍କ ତାଲିମ୍ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ – ସମୀକ୍ଷା ଖବର

ଚିକିଟୀ-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଶପଥ ପାଠ ଉତ୍ସବ ଓ ନୂତନ କର୍ମକର୍ତ୍ତାଙ୍କ ତାଲିମ୍ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ: ଚିକିଟୀ– ଚିକିଟୀ-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କ ଅଧ୍ୟକ୍ଷତା ଏବଂ କେନ୍ଦ୍ରୀୟ ସଭାପତି ଶ୍ରୀ ଦଣ୍ଡାସି ସାହୁଙ୍କ ନିର୍ଦ୍ଦେଶାନୁସାରେ ରବିବାର ଦିନ ଚାନ୍ଦପୁର ଗ୍ରାମ ସ୍ଥିତ ସମାଜ କୋଠଘର ଠାରେ ଶପଥ ପାଠ ଉତ୍ସବ ଓ ନୂତନ କର୍ମକର୍ତ୍ତାଙ୍କ ତାଲିମ୍ ଶିବିର କାର୍ଯ୍ୟକ୍ରମ ଅତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କୁଳଗଙ୍ଗା ଙ୍କ ନିକଟରେ…

Read More
ଉତ୍ସାହର ସହ ଚିକିଟୀ ରେ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଗୁରୁ ଦିବସ ପାଳିତ – ସମୀକ୍ଷା ଖବର

ଉତ୍ସାହର ସହ ଚିକିଟୀ ରେ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଗୁରୁ ଦିବସ ପାଳିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ ଚିକିଟୀ– ଗଞ୍ଜାମ ଜିଲ୍ଲାର ଚିକିଟୀ ବ୍ଲକର ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ପେଣ୍ଠ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଉତ୍ସାହର ସହ ଗୁରୁ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ ଯୋଗ ଦେଇଥିବା ବେଳେ ଅତିରିକ୍ତ ଶିକ୍ଷାଧିକାରୀ ତ୍ରିନାଥ ମଲ୍ଲିକ, ନାୟକ ସେଠୀ ଏବଂ ମେଘନାଥ ବେହେରା ସମ୍ମାନୀତ ଅତିଥି ରୂପେ…

Read More
ଚିକିଟୀ: ନାଳ ପାଣିରେ କୁତୁରୁ ଗ୍ରାମବାସୀ ହନ୍ତସନ୍ତ ସାଙ୍ଗକୁ ବର୍ଷା ଋତୁରେ ସ୍ଥିତି ଗମ୍ଭୀର – ସମୀକ୍ଷା ଖବର

ଚିକିଟୀ: ନାଳ ପାଣିରେ କୁତୁରୁ ଗ୍ରାମବାସୀ ହନ୍ତସନ୍ତ ସାଙ୍ଗକୁ ବର୍ଷା ଋତୁରେ ସ୍ଥିତି ଗମ୍ଭୀର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ: ଚିକିଟୀ — ଏହି ବ୍ଲକ ଅନ୍ତର୍ଗତ କୁତୁରୁ ଗ୍ରାମରେ ନାଳ ପାଣିରେ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ଗ୍ରାମର ଡ୍ରେନେଜ୍ ସମସ୍ୟାର ସମାଧାନ ହେଉନାହିଁ। ମାଣ୍ଡିଆ ସାହିଠାରୁ ହନୁମାନ ମନ୍ଦିର ଓ ଗ୍ରାମ ଛକ ପର୍ଯ୍ୟନ୍ତ ରାସ୍ତାରେ ନାଳପାଣି ଜମି ରହିବା ସହ କାଦୁଅ ହେଉଥିବାରୁ ଲୋକେ ଯାତାୟାତରେ ନାନା ଅସୁବିଧା ଭୋଗୁଛନ୍ତି। ମାଣ୍ଡିଆ ସାହିର ପ୍ରାୟ ୫୦ ପରିବାର ଏଥିରେ ପ୍ରଭାବିତ…

Read More
ଚିକିଟୀ: ଦୁଇଦିନିଆ ଦିବାରାତ୍ରି ମା ବାଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ପେଣ୍ଠ – ଏ ଚାମ୍ପିୟନ – ସମୀକ୍ଷା ଖବର

ଚିକିଟୀ: ଦୁଇଦିନିଆ ଦିବାରାତ୍ରି ମା ବାଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ପେଣ୍ଠ – ଏ ଚାମ୍ପିୟନ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ ଚିକିଟୀ — ମା ବାଳକୁମାରୀ ଭଲିବଲ ଟିମ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ଚିକିଟୀ ଗଡ ରାଜକବି ରାଧାମୋହନ ବିଦ୍ୟାପୀଠ ଖେଳ ପଡିଆ ଠାରେ ଦୁଇଦିନିଆ ଦିବାରାତ୍ରି ମା ବାଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଅତି ଶୃଙ୍ଖଳିତ ଭାବେ ଉଦଯାପିତ ହୋଇଯାଇଛି। ଗତ ବୁଧବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଦ୍ଧେଶ୍ୱର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସ…

Read More
ଚିକିଟୀ: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ରେ ରୁଦ୍ର ପ୍ରଥମ, ଶାନ୍ତୁନୁ ଦ୍ଵିତୀୟ – ସମୀକ୍ଷା ଖବର

ଚିକିଟୀ: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ରେ ରୁଦ୍ର ପ୍ରଥମ, ଶାନ୍ତୁନୁ ଦ୍ଵିତୀୟ

ଅକ୍ଷୟ କୁମାର ସାହୁ/ସମୀକ୍ଷା ପ୍ରତିନିଧି / ଚିକିଟୀ: ଚିକିଟୀ – ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ୨୦୨୩-୨୪ ଓ ୨୦୨୪-୨୫ ର ଫଳାଫଳ ପ୍ରକାଶ ପାଇଛି l ଏଥିରେ ନୂଆପଡା ଗ୍ରାମ ସ୍ଥିତ ସାନ୍ଦୀପନି ବିଦ୍ୟା ନିକେତନ ର ଛାତ୍ର ୨୦୨୩-୨୪ ରେ ଶାନ୍ତୁନୁ କୁମାର ପାଣିଗ୍ରାହୀ ଦ୍ଵିତୀୟ ସ୍ଥାନ ରଖିଥିବା ବେଳେ ୨୦୨୪-୨୫ ରେ ଛାତ୍ର ରୁଦ୍ର ପ୍ରସାଦ ସାହୁ ପ୍ରଥମ ସ୍ଥାନ ରଖିଥିବା ବିଇଓ ଙ୍କ କାର୍ଯ୍ୟାଳୟରୁ…

Read More
ଚିକିଟୀ: ଅଟୋ ଅଟକାଇ ଦମ୍ପତିଙ୍କୁ ଆକ୍ରମଣ ଘଟଣାରେ ତିନି ଯୁବକ ଗିରଫ – ସମୀକ୍ଷା ଖବର

ଚିକିଟୀ: ଅଟୋ ଅଟକାଇ ଦମ୍ପତିଙ୍କୁ ଆକ୍ରମଣ ଘଟଣାରେ ତିନି ଯୁବକ ଗିରଫ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ: ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ କୁକୁଟବନ୍ଧ ନିକଟ ମୁଖ୍ୟ ରାସ୍ତା ରେ ଯାଉଥିବା ଏକ ଅଟୋ କୁ ଅଟକାଇ ସେଥିରେ ବସିଥିବା ଲୋକଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବା ଧମକ ଦେଇ ସେମାନଙ୍କ ପାଖରୁ ୨୨୦୦ ଟଙ୍କା ଜୋର ଜବରଦସ୍ତ କରି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ବମୋକେଇ ଗ୍ରାମର କାମନା ସେଠୀ ଓ ତାଙ୍କ…

Read More
ଜୁଆ ଆଡ୍ଡା ଚଢାଉ ରେ ୬୩,୧୭୦ ଟଙ୍କା ସହ ତିନି ଗିରଫ ଏବଂ ଦୁଇ ବାଇକ୍‌ ଜବତ – ସମୀକ୍ଷା ଖବର

ଜୁଆ ଆଡ୍ଡା ଚଢାଉ ରେ ୬୩,୧୭୦ ଟଙ୍କା ସହ ତିନି ଗିରଫ ଏବଂ ଦୁଇ ବାଇକ୍‌ ଜବତ

ଅକ୍ଷୟ କୁମାର ସାହୁ /ସମୀକ୍ଷା ପ୍ରତିନିଧି /ଚିକିଟୀ : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବିଜୟଲକ୍ଷ୍ମୀ ନାରାୟଣପୁର ଅଞ୍ଚଳ ନିକଟସ୍ତ କାଜୁ ବଗିଚାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜୁଆ ଆଡ୍ଡା ରୁ ନଗଦ ୬୩,୧୭୦ ଟଙ୍କା, ଦୁଇ ପ୍ୟାକେଟ ତାସ୍‌, ଗୋଟିଏ ତାରପାଲିନ୍‌, ୪ଟି ମୋବାଇଲ୍‌ ଫୋନ୍‌ ଓ ଦୁଇଟି ମୋଟରସାଇକେଲ୍‌ ଜବତ ହୋଇଛି।ପୋଲିସ ସୂଚନା ଅନୁସାରେ, ୧୧ ତାରିଖ…

Read More