ଚିକିଟି ନିର୍ବାଚନ ମଣ୍ଡଳି ରେ ଇଣ୍ଡିଆ ମେଣ୍ଟର ବନ୍ଦ ଡାକରା ସଫଳ
ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି: ଚିକିଟି– ଗଞ୍ଜାମ ଜ଼ିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀରେ ଆଜି ଇଣ୍ଡିଆ ମେଣ୍ଟ ତରଫରୁ ଡକା ଯାଇଥିବା ବନ୍ଦ ଡାକରା ସଫଳ ହେଇଛି l ସୂଚନା ଅନୁଯାଇ କେନ୍ଦ୍ରସରକାରଙ୍କ ବିଫଳତା, ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସୁନା ଦାମ ଆକାଶ ଛୁଁଆ, ଚାଷୀଙ୍କ ଅବହେଳିତ କରାଯିବା,ଏସ ଆଇ ଆର୍ ଦ୍ୱାରା ଭୋଟ ଲିଷ୍ଟରୁ ଚଉଦ କୋଟି ଲୋକଙ୍କ ନାମ କାଟିବା ଆଦି ଅନେକ ସମସ୍ୟା କୁ…