ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ସମ୍ବଲପୁର: ଜିଲ୍ଲା କୁଚିଣ୍ଡାର ନବନିର୍ମିତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହେଲା ନାଟକ ଶଙ୍ଖନାଦ – ସମୀକ୍ଷା ଖବର

ସମ୍ବଲପୁର: ଜିଲ୍ଲା କୁଚିଣ୍ଡାର ନବନିର୍ମିତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହେଲା ନାଟକ ଶଙ୍ଖନାଦ

ସମୀକ୍ଷା ବ୍ୟୁରୋ ନ୍ୟୁଜ /ସମ୍ବଲପୁର: କୁଚିଣ୍ଡା, ୧୨ା୧୦: ସୋସିଆଲ ମିଡିଆର କୁପ୍ରଭାବ ଉପରେ ସଚେତନତାର ବାର୍ତ୍ତା, ଜୀବନ୍ତ ଅଭିନୟରେ ଦର୍ଶକଙ୍କ ମନ ଜିଣିଲେ କଳାକାର: ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ନବନିର୍ମିତ ତଥା ନିକଟରେ ଲୋକାର୍ପିତ ହୋଇଥିବା ଭବ୍ୟ ପ୍ରେକ୍ଷାଳୟରେ ‘ନାଟ୍-ନାଟୁଆ ପରିବାର’ ପକ୍ଷରୁ ସାମାଜିକ ନାଟକ ‘ଶଙ୍ଖନାଦ’ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟ ନିର୍ଦ୍ଦେଶକ ସତ୍ୟନାରାୟଣ ପଟେଲଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ନାଟକରେ ସମସାମୟିକ ସାମାଜିକ ସମସ୍ୟା ଓ ଯୁବପିଢ଼ିଙ୍କ ଜୀବନଶୈଳୀ ଉପରେ ଆଲୋକପାତ କରାଯାଇଥିଲା।…

Read More
କୁଚିଣ୍ଡା ପଞ୍ଚାୟତ ସମିତିରେ ଜନ ଅଭିଯୋଗ ଶୁଣାଣି – ସମୀକ୍ଷା ଖବର

କୁଚିଣ୍ଡା ପଞ୍ଚାୟତ ସମିତିରେ ଜନ ଅଭିଯୋଗ ଶୁଣାଣି

ସମୀକ୍ଷା ବ୍ୟୁରୋ ନ୍ୟୁଜ /ସମ୍ବଲପୁର: ​କୁଚିଣ୍ଡା ୧୨ | ୧୦ :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପଞ୍ଚାୟତ ସମିତି ସଭାଗୃହଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର ଏବଂ କୁଚିଣ୍ଡା ଉପଜିଲ୍ଲାପାଳ ଶ୍ରୀ ସରଓ୍ବନନ୍ ସ. ଯୋଗଦେଇ ଜନସାଧାରଣଙ୍କ ସମସ୍ୟାର ସିଧାସଳଖ ଶୁଣାଣି କରିଛନ୍ତି।​ଏହି ଶିବିରରେ ମୋଟ…

Read More
କୁଚିଣ୍ଡାର ଘୋଷା ଅଞ୍ଚଳରେ ଦନ୍ତାହାତୀ ‘ରାଜୁ’ ସହ ୬ ଟିକିଆ ହାତୀପଲର ଉପସ୍ଥିତି, ଆତଙ୍କରେ ଅଞ୍ଚଳବାସୀ – ସମୀକ୍ଷା ଖବର

କୁଚିଣ୍ଡାର ଘୋଷା ଅଞ୍ଚଳରେ ଦନ୍ତାହାତୀ ‘ରାଜୁ’ ସହ ୬ ଟିକିଆ ହାତୀପଲର ଉପସ୍ଥିତି, ଆତଙ୍କରେ ଅଞ୍ଚଳବାସୀ

ସମ୍ବଲପୁର / ସମୀକ୍ଷା  ବ୍ୟୁରୋ ନ୍ୟୁଜ: କୁଚିଣ୍ଡା, ୧୧ା୧୦: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନଖଣ୍ଡ ଅଧୀନ ଘୋଷା ଅଞ୍ଚଳରେ ଚର୍ଚ୍ଚିତ ଦନ୍ତାହାତୀ ‘ରାଜୁ’ର ଉପସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅନୁଗୋଳ ଓ ଦେବଗଡ଼ ଜିଲ୍ଲା ଦେଇ ଆସିଥିବା ଏହି ଦନ୍ତାହାତୀ ଏବେ କୁଚିଣ୍ଡା ଅଞ୍ଚଳରେ ଡେରା ପକାଇଛି। ଗତ କିଛି ଦିନ ଧରି ରାଜୁ ବାରମ୍ବାର ନିଜର ଗତିପଥ ପରିବର୍ତ୍ତନ କରି ରେଙ୍ଗାଲବେଡ଼ା, ଭୋଜପୁର ଓ ଲାଡ଼ ଅଞ୍ଚଳ ଦେଇ ଘୋଷା ଗ୍ରାମ ନିକଟରେ…

Read More
ଗୁଣପୁର ମହାବିଦ୍ୟାଳୟ ନିର୍ବାଚନ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ – ସମୀକ୍ଷା ଖବର

ଗୁଣପୁର ମହାବିଦ୍ୟାଳୟ ନିର୍ବାଚନ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ: ଗୁଣପୁର, ୧୦ ଅକ୍ଟୋବର: ଗୁଣପୁର ମହାବିଦ୍ୟାଳୟରେ ୨୦୨୬-୨୦୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସହଯୋଗୀ ସଂଘର ଚୂଡ଼ାନ୍ତ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ନାମାଙ୍କନ ପ୍ରତ୍ୟାହାର ଓ ଯୋଗ୍ୟତା ଯାଞ୍ଚ ପରେ ମହାବିଦ୍ୟାଳୟ ପକ୍ଷରୁ ତାଲିକା ଜାରି ହୋଇଛି। ଛାତ୍ର ସଂସଦର ସଭାପତି ପଦ ପାଇଁ ପ୍ରବୀଣ ସାହୁ, ଚିନ୍ମୟ ଶବର ଓ ଶୁଭମ ଶବର; ଉପସଭାପତି ପଦ ପାଇଁ ରାଜେଶ ହରିଜନ,…

Read More
ଦଳିତ ସାହିତ୍ୟ ସମାଜ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ: ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧନା – ସମୀକ୍ଷା ଖବର

ଦଳିତ ସାହିତ୍ୟ ସମାଜ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ: ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ ସମ୍ବଲପୁର, ୦୭/୧୦/୨୦୨୬: ସମ୍ବଲପୁରସ୍ଥିତ ଓଡ଼ିଶା ସାଂସ୍କୃତିକ ସମାଜ ପରିସରରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ, ଓଡ଼ିଶା ଶାଖା ପକ୍ଷରୁ ଗତ ୦୬/୧୦/୨୦୨୬ ତାରିଖରେ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ତଥା ସମ୍ବର୍ଦ୍ଧନା ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଏକାଡେମୀର ଜାତୀୟ ସଭାପତି ପ୍ରଫେସର ଡ. ଏସ୍. ପି. ସୁମନକ୍ଷରଙ୍କ ୮୭ତମ ଜନ୍ମଦିନ ମଧ୍ୟ ଉତ୍ସାହର ସହ ପାଳନ କରାଯାଇଥିଲା। ରାଜ୍ୟ ସଭାପତି ପ୍ରେମରାଜ ନିଆଲ (ନିହାଲ…

Read More
କୁଚିଣ୍ଡା ବିଜେଡିରେ ଗୋଷ୍ଠୀ କନ୍ଦଳ ପଦାରେ: ଜନସମ୍ପର୍କ ପଦଯାତ୍ରାରେ ବ୍ଲକ ଅଧ୍ୟକ୍ଷ ଓ ବରିଷ୍ଠ କର୍ମକର୍ତ୍ତାଙ୍କୁ ଅଣଦେଖା ଅଭିଯୋଗ – ସମୀକ୍ଷା ଖବର

କୁଚିଣ୍ଡା ବିଜେଡିରେ ଗୋଷ୍ଠୀ କନ୍ଦଳ ପଦାରେ: ଜନସମ୍ପର୍କ ପଦଯାତ୍ରାରେ ବ୍ଲକ ଅଧ୍ୟକ୍ଷ ଓ ବରିଷ୍ଠ କର୍ମକର୍ତ୍ତାଙ୍କୁ ଅଣଦେଖା ଅଭିଯୋଗ

ମୁକେଶ କୁମାର ବେହେରା / ଭବାନୀପାଟଣା / ସମୀକ୍ଷା ନ୍ୟୁଜ୍: କୁଚିଣ୍ଡା ୦୨।୧୦: କୁଚିଣ୍ଡା ବ୍ଲକର କୁସୁମୀଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରାକୁ ନେଇ ଦଳ ଭିତରେ ଅସନ୍ତୋଷ ସାମ୍ନାକୁ ଆସିଛି। ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ନବୀନ ହୋତା ଓ କୃଷ୍ଣଚନ୍ଦ୍ର ଟପ୍ପୋଙ୍କ ସମେତ ଅନେକ ନେତା ଯୋଗଦେଇଥିଲେ। ତେବେ…

Read More
ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା,କୁଚିଣ୍ଡାରେ ହାତୀ ଉପଦ୍ରବ ଅଳ୍ପକେ ବର୍ତ୍ତିଲେ ସପରିବାର – ସମୀକ୍ଷା ଖବର

ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା,କୁଚିଣ୍ଡାରେ ହାତୀ ଉପଦ୍ରବ ଅଳ୍ପକେ ବର୍ତ୍ତିଲେ ସପରିବାର

ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନିୟୁଜ: ​କୁଚିଣ୍ଡା: ୧ | ୨୬ :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନଖଣ୍ଡ ଅନ୍ତର୍ଗତ କୁସୁମୀ ପଞ୍ଚାୟତର ବଣ୍ଡାବହାଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ପରିବାର ଲୋକେ ଶୋଇଥିବା ଅବସ୍ଥାରେ ଏକ ଦନ୍ତା ହାତୀ ଆକ୍ରମଣ କରି ଗ୍ରାମର ଜାସେଫ କିସାନଙ୍କ ବାସଗୃହକୁ ସମ୍ପୂର୍ଣ୍ଣ ଭାଙ୍ଗି ଧୂଳିସାତ କରିଦେଇଛି। ତେବେ ଭାଗ୍ୟବଶତଃ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ​ସ୍ଥାନୀୟ ଲୋକଙ୍କ ସୂଚନା…

Read More
ଜମନକିରା ବ୍ଲକ୍ ଓୟୁଜେର ନୂତନ କମିଟି: ରାଜେନ୍ଦ୍ର ସଭାପତି, ସୁବାଷ ସମ୍ପାଦକ, ରାମନାରାୟଣ କୋଷାଧ୍ୟକ୍ଷ – ସମୀକ୍ଷା ଖବର

ଜମନକିରା ବ୍ଲକ୍ ଓୟୁଜେର ନୂତନ କମିଟି: ରାଜେନ୍ଦ୍ର ସଭାପତି, ସୁବାଷ ସମ୍ପାଦକ, ରାମନାରାୟଣ କୋଷାଧ୍ୟକ୍ଷ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ ଜମନକିରା, ୨୦/୦୯ : ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ଅଧୀନ ଜମନକିରା ବ୍ଲକ୍ ସାମ୍ବାଦିକ ୟୁନିଟ୍‌ର ଦ୍ୱିବାର୍ଷିକ ବୈଠକ ଓ ନିର୍ବାଚନ ରବିବାର ସମ୍ପନ୍ନ ହୋଇଛି। ନିର୍ବାଚନରେ ସର୍ବସମ୍ମତିକ୍ରମେ ରାଜେନ୍ଦ୍ର ନାୟକ ସଭାପତି, ସୁବାଷ ନାଥଶର୍ମା ସାଧାରଣ ସମ୍ପାଦକ ଓ ରାମନାରାୟଣ ସାହୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିଦାୟୀ ସଭାପତି କ୍ଷିତିରଞ୍ଜନ ପଧାନଙ୍କ ଅଧ୍ୟକ୍ଷତାରେ ଦ୍ୱିବାର୍ଷିକ ବୈଠକର ପ୍ରଥମ ଅଧିବେଶନ ହୋଇଥିଲା।…

Read More
ସମ୍ପର୍କ ସେତୁ ପତ୍ରିକା ପଞ୍ଚମ ସଂସ୍କରଣର ଲୋକାର୍ପଣ ସମାରୋହ – ସମୀକ୍ଷା ଖବର

ସମ୍ପର୍କ ସେତୁ ପତ୍ରିକା ପଞ୍ଚମ ସଂସ୍କରଣର ଲୋକାର୍ପଣ ସମାରୋହ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ: ସମ୍ବଲପୁର /୫.୯.୨୦୨୬: ସମ୍ପର୍କ ଫାଉଣ୍ଡେସନ ଟ୍ରଷ୍ଟ ଓ ସମ୍ପର୍କ ସେତୁ ଲେଖକ ପରିବାର ଆନୁକୁଲ୍ୟରେ ପବିତ୍ର ଗୁରୁଦିବସର ଶୁଭ ଅବସରରେ ତା ୫.୯.୨୦୨୬ରିଖ ଶନିବାର ଦିନ ଧନୁପାଲି ସ୍ଥିତ ଆଦିତ୍ୟ ରୋୟାଲ କଲ୍ୟାଣ ମଣ୍ଡପ ଠାରେ ସମ୍ପର୍କ ସେତୁ ପତ୍ରିକା ପଞ୍ଚମ ସଂଖ୍ୟା ଶ୍ରୀମା ଶ୍ରୀ ଅରବିନ୍ଦ ବିଶେଷାଙ୍କ ଲୋକାର୍ପିତ ହୋଇ ଯାଇଛି । ଅଶୋକ କୁମାର ପଣ୍ଡା ଙ୍କ ପରିଚାଳନା ଏବଂ ବରିଷ୍ଠ ସାମ୍ବାଦିକ ସୁଭାଷ ଚନ୍ଦ୍ର ପାଣିଗାହୀ…

Read More
ବୁର୍ଲାରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡମାଂସ ବ୍ୟବସାୟୀଙ୍କୁ ୩ ରାଉଣ୍ଡ ଗୁଳିମାଡ଼,ଘଟଣାସ୍ଥଳରେ ମୃତ୍ୟୁ; ଅଭିଯୁକ୍ତ ଅଟକ – ସମୀକ୍ଷା ଖବର

ବୁର୍ଲାରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡମାଂସ ବ୍ୟବସାୟୀଙ୍କୁ ୩ ରାଉଣ୍ଡ ଗୁଳିମାଡ଼,ଘଟଣାସ୍ଥଳରେ ମୃତ୍ୟୁ; ଅଭିଯୁକ୍ତ ଅଟକ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି : ବୁର୍ଲା : ସମ୍ବଲପୁର ଜିଲ୍ଲା ବୁର୍ଲା ସହରରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି l ବୁର୍ଲା କିଭା ଛକ ନିକଟରେ ଜଣେ ମାଂସ ବ୍ୟବସାୟୀଙ୍କୁ ଲକ୍ଷ୍ୟ କରି ୩ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ଘଟଣାସ୍ଥଳରେ ମହମ୍ମଦ ଅନିସ କାଦରୀଙ୍କ ମୃତ୍ୟୁ ଘଟିଛି l ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଗୁଳିକାଣ୍ଡ ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି l ସୂଚନା…

Read More