ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ବନ୍ୟା ପ୍ରଭାବିତ ପାଳପାଟଣା ଗ୍ରାମରେ ଉପଯୁକ୍ତ ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି – ସମୀକ୍ଷା ଖବର

ବନ୍ୟା ପ୍ରଭାବିତ ପାଳପାଟଣା ଗ୍ରାମରେ ଉପଯୁକ୍ତ ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୦/୨୬ – ବର୍ଷାଦିନିଆ ବନ୍ୟାରେ ବଡ଼ସାହି ବ୍ଲକର ନଦୀକଡ଼ ଅଞ୍ଚଳ ମୁଖ୍ୟତଃ ଶାଳଗାଁ, ମାନଗୋବିନ୍ଦପୁର ପଞ୍ଚାୟତ ଅଧିକ ବନ୍ୟା ପ୍ରଭାବିତ ହୋଇଥାଏ । ଉକ୍ତ ପଞ୍ଚାୟତ ମଧ୍ୟ ଦେଇ ବୁଢାବଳଙ୍ଗ ଓ ଗଙ୍ଗାହାର ଭଳି ଦୁଇଟି ନଦୀ ପ୍ରବାହିତ ଯୋଗୁଁ ବନ୍ୟା ସମୟରେ ସମଗ୍ର ଜଳମଗ୍ନ ହୋଇଥାଏ । କୌଣସି ଗୋଟିଏ ନଦୀରେ ବି ବନ୍ୟା ହେଲେ ଏହି ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମ ଖୁବ…

Read More
ମଧୁବନ ରାବଣ ପୋଡି ପାଇଁ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ମଧୁବନ ରାବଣ ପୋଡି ପାଇଁ ପ୍ରସ୍ତୁତି ବୈଠକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୯/୨୬ – ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଦଶହରା ଅବସରରେ ବାରିପଦା, ମଧୁବନ ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ରାବଣ ପୋଡି ଉତ୍ସବକୁ ମଧୁବନ ପଡିଆରେ ନିରାଡମ୍ବର ଭାବରେ ପାଳନ କରିବା ପାଇଁ କମିଟିର ସମସ୍ତ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ପୂଜାକମିଟି ଉପଦେଷ୍ଟା ଭାବେ କଳିଙ୍ଗ…

Read More
ବାରିପଦା, କଲେଜ ଛକ ହର-ପାର୍ବତୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ – ସମୀକ୍ଷା ଖବର

ବାରିପଦା, କଲେଜ ଛକ ହର-ପାର୍ବତୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୦/୨୬ – ବାରିପଦା,କଲେଜ ଛକ ହର-ପାର୍ବତୀ ପୂଜା କମିଟି ଚଳିତବର୍ଷ ୫୦ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ କମିଟି ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରାଯାଉଛି । ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅଷ୍ଟମୀ ଓ ନବମୀ ତିଥିରେ ସନ୍ଧ୍ୟା ସମୟରେ ଭକ୍ତମାନଙ୍କ ପାଇଁ…

Read More
ଅସୁବିଧା ଲାଘବ କରିବା, ଦୁଃସମୟରେ ଖୁସି ବାଣ୍ଟିବା ଓ ଆଶ୍ୱାସନା ଦେବା ହେଉଛି ‘ଆନନ୍ଦ ଭୋଜନ’ର ମୂଳ ଉଦ୍ଦେଶ୍ୟ, ହୋପ୍ସ ଟ୍ରଷ୍ଟ – ସମୀକ୍ଷା ଖବର

ଅସୁବିଧା ଲାଘବ କରିବା, ଦୁଃସମୟରେ ଖୁସି ବାଣ୍ଟିବା ଓ ଆଶ୍ୱାସନା ଦେବା ହେଉଛି ‘ଆନନ୍ଦ ଭୋଜନ’ର ମୂଳ ଉଦ୍ଦେଶ୍ୟ, ହୋପ୍ସ ଟ୍ରଷ୍ଟ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ସେବା ଓ ସହାନୁଭୂତିକୁ ପାଥେୟ କରି ଅସୁବିଧାରେ ଥିବା ଲୋକଙ୍କୁ ସହାୟତା ଓ ଆଶ୍ୱାସନା ଦେବାର ମହତ ଉଦ୍ଦେଶ୍ୟ ନେଇ ଅଗ୍ରଣୀ ‘ହୋପ୍ସ ଟ୍ରଷ୍ଟ’ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାରିପଦା ଠାରେ ଆନନ୍ଦ ଭୋଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ରୋଗୀଙ୍କ ସହଚର ଓ ପରିବାର ସଦସ୍ୟଙ୍କ ସମେତ ପାଞ୍ଚଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିଃଶୁଳ୍କ ଭୋଜନ ପ୍ରଦାନ କରାଯାଇଥିଲା।…

Read More
ବେତନଟୀ ଦୂର୍ଗାପୂଜା ଗେଟ ଭାଙ୍ଗିରାସ୍ତା ଉପରେ ; ବ୍ୟାପକ କ୍ଷତି – ସମୀକ୍ଷା ଖବର

ବେତନଟୀ ଦୂର୍ଗାପୂଜା ଗେଟ ଭାଙ୍ଗିରାସ୍ତା ଉପରେ ; ବ୍ୟାପକ କ୍ଷତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୦/୨୬ – ବେତନଟୀ ଚଣ୍ଡୀଛକ ନିକଟରେ ଦୂର୍ଗାପୂଜା ପାଇଁ ନିର୍ମିତ ଗେଟ ଆଜି (ରବିବାର) ସନ୍ଧ୍ୟା ସମୟରେ ବର୍ଷା ପବନ ଯୋଗୁଁ ସମ୍ପୂର୍ଣ୍ଣ ଭାଙ୍ଗିଯାଇ ରାସ୍ତା ଉପରେ ଗଡିପଡିଛି । ମାଆଙ୍କ ମହିମାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇ କାହା ଜୀବନ ପ୍ରତି ବିପଦ ହୋଇନଥିବା ବେଳେ ବର୍ଷା ପାଇଁ ଗେଟ ନିକଟରେ ଗାଡିଗୁଡିକ ଛିଡା ହୋଇଥିବା ସମୟରେ ଗାଡି ଉପରେ ଗେଟଟି ଗଡିପଡିବା ଫଳରେ…

Read More
ଲ୍ୟାମ୍ପସ ପକ୍ଷରୁ ମୃତ ଚାଷୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ – ସମୀକ୍ଷା ଖବର

ଲ୍ୟାମ୍ପସ ପକ୍ଷରୁ ମୃତ ଚାଷୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ନୂତନ ଭାବେ ଗଠିତ ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଛେଳିଆ (କ) ଲ୍ୟାମ୍ପସ ପକ୍ଷରୁ ଆଜି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜନୈକ ମୃତ ଚାଷୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ବୀମା ରାଶି ସ୍ୱରୂପ ଚେକ୍ ପ୍ରଦାନ କରାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଛେଳିଆ (କ) ଲ୍ୟାମ୍ପସ ଅଧିନସ୍ଥ ଦେଉଳିଆ ଗ୍ରାମର ବାସିନ୍ଦା ତଥା ଚାଷୀ ରଣଜିତ୍ ସାହୁ ଗତ…

Read More
ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ଓ ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆସୋସିଏସନ ଆନୁକୁଲ୍ୟରେ ଶିଳ୍ପୋଦ୍ବୋଗୀମାନଙ୍କ ପାଇଁ ଜେମ ପୋର୍ଟାଲ ନେଇ କର୍ମଶାଳା – ସମୀକ୍ଷା ଖବର

ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ଓ ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆସୋସିଏସନ ଆନୁକୁଲ୍ୟରେ ଶିଳ୍ପୋଦ୍ବୋଗୀମାନଙ୍କ ପାଇଁ ଜେମ ପୋର୍ଟାଲ ନେଇ କର୍ମଶାଳା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ରାଇରଙ୍ଗପୁରସ୍ଥ ମହତାବ ଭବନ ପରିସରରେ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ତଥା ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆସୋସିଏସନର ସାଧାରଣ ସମ୍ପାଦକ ଦେବବ୍ରତ ହୋତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବାମନଘାଟୀ ଉପଖଣ୍ଡର ଶିଳ୍ପୋଦ୍ୟୋଗୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ୨୦୧୬ ରୁ ଆରମ୍ଭ ହୋଇଥିବା ‘ଜେମ୍ ପୋର୍ଟାଲ’ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଥିବା ସୂଚନା ମିଳିଛି…

Read More
ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସତର୍କତା ସଚେତନତା ଅଭିଯାନ – ସମୀକ୍ଷା ଖବର

ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସତର୍କତା ସଚେତନତା ଅଭିଯାନ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ବ୍ୟାଙ୍କ ଅଫ ଇଣ୍ଡିଆ, ବାରିପଦା ଅଞ୍ଚଳ ପକ୍ଷରୁ କପ୍ତିପଦା ଓ ବଡ଼ସାହି ଶାଖା ଆନୁକୂଲ୍ୟରେ ଶିମିଳିପାଳ, ଝରିଆ, ବାଛୁରୀପାଳ ଠାରେ ସତର୍କତା ସଚେତନତା ଅଭିଯାନର ଅଂଶସ୍ୱରୂପ ଗ୍ରାମସଭା ମାନ ଆୟୋଜିତ ହୋଇଯାଇଛି । ଏହି ଅଭିଯାନରେ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କତା, ସଚ୍ଚୋଟତା ଓ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା । ଏଥିସହ ଦୁର୍ନୀତି ନିବାରଣ, ସୁରକ୍ଷିତ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଆର୍ଥିକ ଠକେଇ…

Read More
ମୟୂରଭଞ୍ଜ ଦାସାଇଁ ନାଚ ଓ ଦୂର୍ଗାପୂଜା – ସମୀକ୍ଷା ଖବର

ମୟୂରଭଞ୍ଜ ଦାସାଇଁ ନାଚ ଓ ଦୂର୍ଗାପୂଜା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୦/୨୬ – ଆଶ୍ୱିନ ମାସରେ ଜଗତ ଜନନୀ ଦୁର୍ଗତି ନାଶିନୀ ମା’ ଦୂର୍ଗାଙ୍କ ଆଗମନ ଧରାପୃଷ୍ଠକୁ ହୋଇଥାଏ । ଭକ୍ତି ଓ ମହାମିଳନର ଏହି ପର୍ବ ଦେଶବ୍ୟାପୀ ମହାଡମ୍ବରେ ପାଳନ ହୋଇଥାଏ । ହେଲେ ମୟୂରଭଞ୍ଜର ଦୂର୍ଗା ପୂଜା ସାଧାରଣ ଦୂର୍ଗା ପୂଜାଠୁ ଟିକିଏ ଅଲଗା, ଏଠି ରାଜା ପରମ୍ପରା ଆଉ ଆଦିବାସୀ ପରମ୍ପରା ମିଶ୍ରିତ ଦୂର୍ଗାପୂଜା ପାଳିତ ହୋଇଥାଏ । ଦାସାଇଁ ନୃତ୍ୟ ଏହି…

Read More
ଜନଗହଳି ପୂର୍ଣ୍ଣ ସ୍ଥାନରେ ଜଳିଗଲା ଟ୍ରାନଫର୍ମର – ସମୀକ୍ଷା ଖବର

ଜନଗହଳି ପୂର୍ଣ୍ଣ ସ୍ଥାନରେ ଜଳିଗଲା ଟ୍ରାନଫର୍ମର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ବାରିପଦା ସହରର ଜନଗହଳି ପୂର୍ଣ୍ଣ ଟ୍ରାଫିକ ଛକରେ ପାର୍ବଣ ଭିଡ଼ ସମୟରେ ରାସ୍ତା ଉପରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଟ୍ରାନଫର୍ମର ନେଇ ବାରମ୍ୱାର ଅଭିଯୋଗ ସତ୍ତ୍ବେ ତାହା ସ୍ଥାନାନ୍ତରିତ ହୋଇ ପାରିନଥିଲା । ଆଜି ପୂର୍ବାହ୍ନରେ ଅତର୍କିତ ଭାବେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଟ୍ରାନଫର୍ମରଟି ଜଳି ଯାଇଥିବା ବେଳେ ଅଳ୍ପକେ ଲୋକଙ୍କ ଜୀବନ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଘଟଣା କ୍ରମେ…

Read More