ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ଜନଗହଳି ପୂର୍ଣ୍ଣ ସ୍ଥାନରେ ଜଳିଗଲା ଟ୍ରାନଫର୍ମର – ସମୀକ୍ଷା ଖବର

ଜନଗହଳି ପୂର୍ଣ୍ଣ ସ୍ଥାନରେ ଜଳିଗଲା ଟ୍ରାନଫର୍ମର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ବାରିପଦା ସହରର ଜନଗହଳି ପୂର୍ଣ୍ଣ ଟ୍ରାଫିକ ଛକରେ ପାର୍ବଣ ଭିଡ଼ ସମୟରେ ରାସ୍ତା ଉପରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଟ୍ରାନଫର୍ମର ନେଇ ବାରମ୍ୱାର ଅଭିଯୋଗ ସତ୍ତ୍ବେ ତାହା ସ୍ଥାନାନ୍ତରିତ ହୋଇ ପାରିନଥିଲା । ଆଜି ପୂର୍ବାହ୍ନରେ ଅତର୍କିତ ଭାବେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଟ୍ରାନଫର୍ମରଟି ଜଳି ଯାଇଥିବା ବେଳେ ଅଳ୍ପକେ ଲୋକଙ୍କ ଜୀବନ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଘଟଣା କ୍ରମେ…

Read More
ପ୍ରୋଜେକ୍ଟ ଆରମ୍ଭ ଅଧୀନରେ ଫୁଟବଲ ଟୁର୍ଣ୍ଣାମେଣ୍ଟ – ସମୀକ୍ଷା ଖବର

ପ୍ରୋଜେକ୍ଟ ଆରମ୍ଭ ଅଧୀନରେ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣକୁ ପ୍ରାଧାନ୍ୟ ନେଇ ମୟୂରଭଞ୍ଜ ଜିଲ୍ଲାରେ ତୃଣମୂଳ ସ୍ତରରେ କ୍ରୀଡା ପ୍ରତିଭା ମାନଙ୍କୁ ଠାବ କରିବା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ସକାଶେ ଫ୍ୟୁଚର ଷ୍ଟାର ସ୍ପୋର୍ଟ୍ସ ଏକାଡେମୀ ଏବଂ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ ‘ପ୍ରୋଜେକ୍ଟ ଆରମ୍ଭ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ୮ରୁ ୧୫ ବର୍ଷ ବୟସ୍କ ପିଲା ମାନଙ୍କୁ ତୃଣମୂଳ ସ୍ତରରୁ ତାଲିମ ଦେବା…

Read More
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ରାଇରଙ୍ଗପୁର ଆଗମନ – ସମୀକ୍ଷା ଖବର

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ରାଇରଙ୍ଗପୁର ଆଗମନ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ଦୁଇଦିନିଆ ରାଇରଙ୍ଗପୁର ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଥିବା ସୂଚନା ପ୍ରାପ୍ତ ହୋଇଛି । ସେ ଚଳିତ ୨୮ ଓ ୨୯ ତାରିଖ ରାଇରଙ୍ଗପୁର ଆଗମନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ସଚିବାଳୟଙ୍କ ପକ୍ଷରୁ ଅକ୍ଟୋବର ୧୩ରେ ଉପ ସାମରିକ ସଚିବଙ୍କ ଚିଠି…

Read More
ମାଗଣା ଅସ୍ଥି ଶଲ୍ୟ ଚିକିତ୍ସା ଶିବିର – ସମୀକ୍ଷା ଖବର

ମାଗଣା ଅସ୍ଥି ଶଲ୍ୟ ଚିକିତ୍ସା ଶିବିର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ବଡସାହି ବ୍ଲକ ଅଧିନସ୍ଥ ମାନଗୋବିନ୍ଦପୁର ପଞ୍ଚାୟତ ବିଜିପୁର ଗ୍ରାମରେ ଅବସ୍ଥିତ ଶ୍ରୀ ମା ଶ୍ରୀ ଅରବିନ୍ଦ ଯୋଗ ସାଧନ କେନ୍ଦ୍ର ବର୍ଷର ବିଭିନ୍ନ ସମୟରେ ମାଗଣା ଚିକିତ୍ସା ଶିବିର ଓ ବିଭିନ୍ନ ଜନସେବା, ବୃକ୍ଷ ରୋପଣ ଆଦି ଆୟୋଜନ କରୁଥିବା ବେଳେ ଆସନ୍ତା ଅକ୍ଟୋବର ୨୦ତାରିଖ, ମଙ୍ଗଳବାର ଏକ ବିଶାଳ ଅସ୍ଥି ଶଲ୍ୟ ଚିକିତ୍ସା ଶିବିର ଆୟୋଜନ ନେଇ ସୂଚନା ଦେଇଛନ୍ତି ।…

Read More
ମୟୂରଭଞ୍ଜ ଗର୍ଭଣା ସଂକ୍ରାନ୍ତି – ସମୀକ୍ଷା ଖବର

ମୟୂରଭଞ୍ଜ ଗର୍ଭଣା ସଂକ୍ରାନ୍ତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ଆଜି ପବିତ୍ର ତୁଳା ବା ଗର୍ଭଣା ସଂକ୍ରାନ୍ତି ଏହା ସୌରମାସ ଏବଂ ଏ ସମୟରେ ଧାନ ଗର୍ଭ ଧାରଣ କରୁଥିବା ଯୋଗୁଁ ଏହାକୁ ଗର୍ଭଣା ସଂକ୍ରାନ୍ତି କୁହାଯାଏ । ଏହା ଓଡିଶାରେ ଏକ କୃଷି ଭିତ୍ତିକ ପର୍ବ ଭଲ ଫସଲ ହେବାପାଇଁ ଧାନଗଛକୁ ଏ ସମୟରେ ପୂଜନ କରିବା ପରମ୍ପରା ରହିଛି । ଓଡ଼ିଶାର ସର୍ବତ୍ର ଏହାକୁ ପାଳନ କରିଥାନ୍ତି, ତେବେ ମୟୂରଭଂଜରେ…

Read More
ସାରଥୀ ପଣ୍ଡାଙ୍କୁ ଗାର୍ଡ ଅଫ ଅନର – ସମୀକ୍ଷା ଖବର

ସାରଥୀ ପଣ୍ଡାଙ୍କୁ ଗାର୍ଡ ଅଫ ଅନର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୬/୧୦/୨୬ – ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା, ସୁମିତ୍ରାଦେଇ ପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ୩୨ ବର୍ଷୀୟ ପୁଅ ସାରଥୀ ପଣ୍ଡା ବୈଶିଙ୍ଗା ଇଲେକ୍ଟ୍ରିକ ଡିଭିଜନରେ ୬ ବର୍ଷ ଧରି ଲାଇନମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ । ଗତ ରବିବାର ଦିନ ଡିଉଟିକୁ ଯାଉଥିବା ସମୟରେ ବାଇକରୁ ଭାରସାମ୍ୟ ହରାଇ ପଡିଯାଇ ଆଘାତପ୍ରାପ୍ତ ହୋଇଥିଲେ । ତେବେ ପରିବାର ଲୋକ ତାଙ୍କୁ ଉନ୍ନତ ଚିକିତ୍ସା…

Read More
ଏମପିସି କଲେଜ ଛାତ୍ର ସଂସଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ଓ ଶପଥ – ସମୀକ୍ଷା ଖବର

ଏମପିସି କଲେଜ ଛାତ୍ର ସଂସଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ଓ ଶପଥ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୬/୧୦/୨୬ – ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, (ଏମପିସି) ବାରିପଦାର ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚା ଜୋର ରହିଛି । ବିସିଜେଡି ଓ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରିଥିବା ସତ୍ତ୍ୱେ ସ୍ୱାଧୀନ ପ୍ରାର୍ଥୀମାନେ ବିଭିନ୍ନ ପଦରେ ବିଜୟୀ ହେବା ନିର୍ବାଚନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କଲେଜର ୧୫ଟି ପଦ ପାଇଁ ଅନୁଷ୍ଠିତ ପ୍ରତିଦ୍ୱନ୍ଦ୍ୱିତାର ଫଳାଫଳ ଘୋଷଣା…

Read More
ବିଜାତଳାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ – ସମୀକ୍ଷା ଖବର

ବିଜାତଳାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୬/୧୦/୨୬ – ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଜାତଳା ବ୍ଲକର କୃଷି ବିଭାଗ ତରଫରୁ ଅନ୍ତର୍ଜାତୀୟ ମହିଳା କୃଷକ ଦିବସ ଗୁରୁବାର ଦିନ ୧୦ଘଟିକା ସମୟରେ କୃଷି କାର୍ଯାଳୟ ପରିସରରେ ପାଳନ କରାଯାଇଛି । ବିଜାତଳା ବ୍ଲକର ବିଭିନ୍ନ ପଂଚାୟତରୁ ୫୦ ରୁ ଅଧିକ ମହିଳା କୃଷକ ତଥା ଏସ ଏଚ ଜି ର ସଦସ୍ୟାମାନେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର କୃଷି…

Read More
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ରାଇରଙ୍ଗପୁର – ସମୀକ୍ଷା ଖବର

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ରାଇରଙ୍ଗପୁର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୬/୧୦/୨୬ – ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଇରଙ୍ଗପୁର ପଂଚାୟତ ସମିତି ତରଫରୁ ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ଦିନିକିଆ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବ…

Read More
ନିର୍ବାଚନ-ପିଏସ କଲେଜ, ବଡ଼ସାହି ୬ ଅପ୍ରତିଦ୍ବନ୍ଦୀ ଓ ୫ ପ୍ରତିଦ୍ୱନ୍ଦୀଙ୍କ ବିଜୟ – ସମୀକ୍ଷା ଖବର

ନିର୍ବାଚନ-ପିଏସ କଲେଜ, ବଡ଼ସାହି ୬ ଅପ୍ରତିଦ୍ବନ୍ଦୀ ଓ ୫ ପ୍ରତିଦ୍ୱନ୍ଦୀଙ୍କ ବିଜୟ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୫/୧୦/୨୬ – ଦୀର୍ଘ ୮ବର୍ଷ ପରେ କଲେଜ ନିର୍ବାଚନ-୨୦୨୬ ପାଇଁ ବିଭିନ୍ନ କଲେଜ ଓ ବିଭିନ୍ନ ରାଜନୈତିକ ଦଳଙ୍କୁ ନେଇ ବଜାର ସରଗରମ ରହିଥିବା ସମୟରେ ଗୁରୁବାର ଚୂଡାନ୍ତ ହୋଇଛି କଲେଜ ନିର୍ବାଚନ । ମୟୂରଭଂଜର କେତେକ କଲେଜରେ ଉତ୍ତେଜନା ଓ ବିଶୃଙ୍ଖଳା ଦେଖା ଦେଇଥିବା ବେଳେ ଅନ୍ୟ କଲେଜ ଗୁଡିକରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ନିର୍ବାଚନ ସରିଛି । ସେଇ କ୍ରମରେ ବଡସାହି କଲେଜ ଛାତ୍ରସଂସଦ…

Read More