ବାଦାମ ପାହାଡ଼ ଲୌହଖଣି ଅଞ୍ଚଳରେ କାମୟାଵୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବିଶାଳ ଚକ୍ଷୁ ଚିକିତ୍ସା ଶିବିର ଓ ଚଷମା ଵଣ୍ଟନ
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୫/୧୦/୨୬ – ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କାମୟାଵୀ ଚାରିଟେବୁଲ ଟ୍ରଷ୍ଟର ଡାଇରେକ୍ଟର ସେବା ନିବୃତ ଆଇପିଏସ୍ ଅଫିସର କାମ୍ଯା ମିଶ୍ରଙ୍କ ତତ୍ବାଵଧାନରେ ବାଦାମ ପାହାଡ଼ ଅଞ୍ଚଳର ଖଣି ଶ୍ରମିକ, ଅଞ୍ଚଳବାସୀ, ଡ୍ରାଇଭର ମାନଙ୍କ ଚକ୍ଷୁ ଆକ୍ରାନ୍ତ ଓ ସମସ୍ୟା ନେଇ ଏକ ବିଶାଳ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ ଶିବିରରେ ରାସଗୋବିନ୍ଦପୁର ରଙ୍ଗାମାଟିଆସ୍ଥ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଏବଂ…