ଦକ୍ଷିଣ-ପୂର୍ଵ ରେଳପଥ ର ମୁଖ୍ୟ ଜିଏମ ଙ୍କ ରାଇରଙ୍ଗପୁର ଓ ବାଦାମପାହାଡ଼ ଗସ୍ତ
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୮/୧୦/୨୬ – ମୟୂରଭଞ୍ଜ ରେଳ ବିକାଶରେ କିଛି ପରିବର୍ତ୍ତନ ହେବା ଆଶା ଆଗକୁ ଗତି କରୁଥିବା ଭଳି ମନେହୁଏ । ବିଭିନ୍ନ ସମୟରେ ରେଳବିଭାଗ ଅଧିକାରୀ ଗଣଙ୍କ ବାରମ୍ବାର ଆଗମନ ଏଭଳି ସୂଚନା ଦେଉଛି । ଗୁରୁବାର ଦକ୍ଷିଣ-ପୂର୍ଵ ରେଳପଥ ର ମୁଖ୍ୟ ଜେନେରାଲ ମ୍ୟାନେଜର ଅନୀଲ କୁମାର ଜୈନ ଏବଂ ଚକ୍ରଧରପୁର ସ୍ଥିତ ଡିଆରଏମ ତରୁଣ ହୁରିଆ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ…