ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ବଡ଼ସାହି ବ୍ଲକ ରେ ବନ୍ୟା ପ୍ରଭାବିତଙ୍କୁ ବିଏଡିସି ସମେତ ଜେଆରସି ପକ୍ଷରୁ ଶୁଖିଲାଖାଦ୍ୟ ବଣ୍ଟନ – ସମୀକ୍ଷା ଖବର

ବଡ଼ସାହି ବ୍ଲକ ରେ ବନ୍ୟା ପ୍ରଭାବିତଙ୍କୁ ବିଏଡିସି ସମେତ ଜେଆରସି ପକ୍ଷରୁ ଶୁଖିଲାଖାଦ୍ୟ ବଣ୍ଟନ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୨୮/୯/୨୬ – ମୟୂରଭଞ୍ଜ ଜ଼ିଲ୍ଲାର ୪ର୍ଥ ବନ୍ୟା ପ୍ରଭାବିତ ବଡ଼ସାହି ବ୍ଲକ୍ ରେ ବନ୍ୟା ପ୍ରଭାବିତ ପରିବାରମାନଙ୍କ ପାଖରେ ସହାୟତାର ହାତ ବଢ଼ାଇଛି ଜଷ୍ଟ ରାଇଟ୍ସ ଫୋର ଚିଲଡ୍ରେନ (ଜେଆରସି) ସହଯୋଗରେ ବସ୍ତି ଏରିଆ ଡେଭେଲପମେଣ୍ଟ କାଉନସିଲ (ବିଏଡିସି), ମୟୂରଭଞ୍ଜ । ବିଗତ ବର୍ଷାରେ ବଡ଼ସାହି ବ୍ଲକର ସର୍ବାଧିକ ବନ୍ୟା ପ୍ରଭାବିତ ମାନଗୋବିନ୍ଦପୁର ପଞ୍ଚାୟତର ମିରିଗୀଦାରୀ ଗ୍ରାମ ଏବଂ ଚନ୍ଦନପୁର ପଞ୍ଚାୟତର ମହୁପୁରା, ଚନ୍ଦନପୁର ଗ୍ରାମର ଓ…

Read More
ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଦାବିପତ୍ର ପ୍ରଦାନ ନିମନ୍ତେ ବିଶାଳ ଜନସମାବେଶ – ସମୀକ୍ଷା ଖବର

ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଦାବିପତ୍ର ପ୍ରଦାନ ନିମନ୍ତେ ବିଶାଳ ଜନସମାବେଶ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ ବଡ଼ସାହି /ସମୀକ୍ଷା ନ୍ୟୁଜ: ୨୮/୦୯/୨୦୨୬ – ମୁଣ୍ଡାରୀ ଭାଷା ହେଉଛି ଭାରତର ଅନ୍ୟତମ ସର୍ବପୁରାତନ ଆଦିବାସୀ ଭାଷା । ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ନିମନ୍ତେ ଓ ମୁଣ୍ଡାରୀ ଭାଷାକୁ ରାଜ୍ୟରେ ଦ୍ୱିତୀୟ ରାଜଭାଷା ମାନ୍ୟତା ଦେବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ସଭା ମାଧ୍ୟମରେ ସଚେତନ କରାଯାଇ ପୂର୍ବ ନିଷ୍ପତ୍ତି କ୍ରମେ ସୋମବାର ବଡ଼ସାହିରେ ଏକ ବିଶାଳ ରାଲି ଆୟୋଜିତ ହୋଇଯାଇଛି । ଆୟୋଜନ କ୍ରମେ ବଡ଼ସାହି ବ୍ଲକ…

Read More
କପ୍ତିପଦା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

କପ୍ତିପଦା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

​ଯଶୋବନ୍ତ ପରିଡା/.କପ୍ତିପଦା ଉପଖଣ୍ଡ/ ସମୀକ୍ଷା ନ୍ୟୁଜ:କପ୍ତିପଦା ଅଞ୍ଚଳର ପୂର୍ବ ଗୌରବ ଓ ଐତିହ୍ୟକୁ ଫେରାଇ ଆଣିବା ଲକ୍ଷ୍ୟରେ ପ୍ରତିଷ୍ଠିତ “କପ୍ତିପଦା ମହୋତ୍ସବ”ର ଦ୍ୱିତୀୟ ବାର୍ଷିକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ସ୍ଥାୟୀ ସଭାପତି ମାକୁ ସିଂହଙ୍କ ସଭାପତିତ୍ୱରେ ଶିକ୍ଷାବିତ୍ ଶରତ ଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ମହାଳିକ, ଭରତ ବରାଳ, ନିରଞ୍ଜନ ପରିଡ଼ା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ…

Read More
ମୟୂରଭଞ୍ଜ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟାପାଣି ଘେରରେ ନଦୀକଡ଼ ବାସୀ – ସମୀକ୍ଷା ଖବର

ମୟୂରଭଞ୍ଜ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟାପାଣି ଘେରରେ ନଦୀକଡ଼ ବାସୀ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ବଡ଼ସାହି /ସମୀକ୍ଷା ନ୍ୟୁଜ: ଲଗାତର ବର୍ଷା ଫଳରେ ଶୁକ୍ରବାର ସକାଳୁ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ପ୍ରବାହିତ ପ୍ରାୟତଃ ନଦୀର ଜଳସ୍ତର ବୃଦ୍ଧି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସହ ଶନିବାର ସକାଳ ପର୍ଯ୍ୟନ୍ତ ମଧ୍ୟ ତଳମୁଣ୍ଡରେ ନଦୀ ଗୁଡିକର ଜଳସ୍ତର ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି । ଶନିବାର ପୂର୍ଣ୍ଣିମା ପକ୍ଷ ହୋଇଥିବାରୁ ତଥା ସମୁଦ୍ର ଜୁଆରିଆ ରହିବା ଯୋଗୁଁ ଜଳସ୍ତର ଶିଘ୍ର କମିବ ନାହିଁ ବୋଲି ନଦୀକଡ଼ ବାସିନ୍ଦା ଚିନ୍ତାଗ୍ରସ୍ତ ରହିଛନ୍ତି…

Read More
ମୟୂରଭଞ୍ଜରେ ପୁଣି ବନ୍ୟା ପରିସ୍ଥିତି – ସମୀକ୍ଷା ଖବର

ମୟୂରଭଞ୍ଜରେ ପୁଣି ବନ୍ୟା ପରିସ୍ଥିତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି/ସମୀକ୍ଷା ନ୍ୟୁଜ:ଲଗାତର ବର୍ଷା ଯୋଗୁଁ ଚଳିତ ବନ୍ୟାଜଳରେ ୪ର୍ଥ ଥର ପାଇଁ ନଦୀକୂଳ ବାସୀ ଓ ଚାଷୀ ଚଳିତବର୍ଷ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ପୂର୍ବରୁ ବଡ଼ସାହି ସହ କୁଆମରା, ବୈଶିଙ୍ଗା, ବେତନଟୀ, ବାଲେଶ୍ବର ପ୍ରଭୃତି ସ୍ଥାନ ଯୋଗାଯୋଗ ବିଚ୍ଛିନ୍ନ ହେଇଥିବା ନେଇ ଖବର ରହିଛି । ପୁଣି ବୁଧବାର ଠାରୁ ୩ଦିନ ଧରି ବର୍ଷା ଲାଗିରହିଥିବା ସହ ନଦୀଜଳ ବଢୁଥିବା ଯୋଗୁଁ କ୍ଷୟକ୍ଷତି ଆଶଙ୍କାରେ ରହିଛନ୍ତି ନଦୀକଡ଼…

Read More
ପୁଣି ଚର୍ଚ୍ଚାରେ ଲୁଇପା ଡିଗ୍ରୀମହାବିଦ୍ୟାଳୟ: ଫର୍ମ ଫିଲପ୍‌ ନାଁରେ ମାଲେମାଲ୍‌ କଲେଜ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ – ସମୀକ୍ଷା ଖବର

ପୁଣି ଚର୍ଚ୍ଚାରେ ଲୁଇପା ଡିଗ୍ରୀମହାବିଦ୍ୟାଳୟ: ଫର୍ମ ଫିଲପ୍‌ ନାଁରେ ମାଲେମାଲ୍‌ କଲେଜ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ/_ ୩୪/୦୯/୨୬ (ସମୀକ୍ଷା ନ୍ୟୁଜ) ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛି କପ୍ତିପଦା ଉପଖଣ୍ଡର ଏକ ପ୍ରମୁଖ ଡିଗ୍ରୀ କଲେଜ। କିଛି ଦିନ ପୂର୍ବରୁ ଏହି ମହାବିଦ୍ୟାଳୟର ବିଭିନ୍ନ ଅନିୟମିତତାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବାଲେଶ୍ୱରରୁ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ (Regional Director) ଆସି ତଦନ୍ତ କରି ଫେରିଥିଲେ। ତେବେ ସେହି ତଦନ୍ତ ରିପୋର୍ଟ ଏଯାଏଁ ଲୋକଲୋଚନକୁ ଆସି ନ ଥିବା ବେଳେ, ବର୍ତ୍ତମାନ ପୁଣିଥରେ…

Read More
ବଡ଼ସାହି ଆମ୍ବଡାଳିରେ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ – ସମୀକ୍ଷା ଖବର

ବଡ଼ସାହି ଆମ୍ବଡାଳିରେ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ ବଡ଼ସାହି, ୨୪/୯/୨୬ – ଚାରି ଯୁଗର ଦେବତା ଶ୍ରୀହନୁମାନ ।ସତ୍ୟଯୁଗରେ ସ୍ବୟଂ ଶିବ, ତ୍ରେତୟାରେ ହନୁମାନ, ଦ୍ବାପରର କପିଧ୍ବଜ ତଥା କଳିରେ ଯେଉଁଠି ରାମ ନାମ କୀର୍ତ୍ତନ ହୁଏ ସେଠାରେ ସେ ସ୍ବୟଂ ପ୍ରକଟ ହୋଇ ରାମନାମ ଶ୍ରବଣ କରନ୍ତି । ହନୁମାନଙ୍କୁ ସ୍ମରଣ କରିବା ଓ ତାଙ୍କ ଚାଳିଶାମନ୍ତ୍ରକୁ ଯିଏ ନୈତିକ ଧ୍ୟାନଜପ କରନ୍ତି ତାଙ୍କୁ ସବୁ ସମସ୍ୟାରୁ ମୁକ୍ତି ଓ ଉଦ୍ଧାର କରିଥାନ୍ତି ହନୁମାନ ବୋଲି…

Read More
ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି – ସମୀକ୍ଷା ଖବର

ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି/ ସମୀକ୍ଷା ନ୍ୟୁଜ: ୨୨/୯/୨୬ – ଆସନ୍ତା ଅକ୍ଟୋବର ୨୭ ଏବଂ ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବାର କାର୍ଯ୍ୟକ୍ରମ ନେଇ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ଏକ ସୂଚନା ଦେଇଥିବା ଜଣାପଡିଛି । ତାଙ୍କ ସୂଚନା ଅନୁସାରେ, ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଏକ ମେଗା ଚକ୍ଷୁ ପରୀକ୍ଷା ଶିବିରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି…

Read More
ବିକାଶ ନଗର, ରାଇରଙ୍ଗପୁର ଠାରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ (URC)ର ଶୁଭାରମ୍ଭ – ସମୀକ୍ଷା ଖବର

ବିକାଶ ନଗର, ରାଇରଙ୍ଗପୁର ଠାରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍‌ (URC)ର ଶୁଭାରମ୍ଭ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି/ସମୀକ୍ଷା ନ୍ୟୁଜ:୨୨/୦୯/୨୬ – ସେନାବାହିନୀର ଅବସରପ୍ରାପ୍ତ ଓ କାର୍ଯ୍ୟରତ ସେନାକର୍ମୀ, ପୂର୍ବତନ ସେନାକର୍ମୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସୁବିଧା ନିମନ୍ତେ ରାଇରଙ୍ଗପୁରର ବିକାଶନଗର ଠାରେ ଚଳିତ ୨୪ ସେପ୍ଟେମ୍ବର, ଗୁରୁବାର ଏକ ୟୁନିଟ ରନ କ୍ୟାଣ୍ଟିନ୍‌(ୟୂ ଆର ସି )ର ଶୁଭ ଉଦ୍‌ଘାଟନ ହେବା ନେଇ ସୂଚନା ମିଳିଛି । ଏହି ଅବସରରେ ମଙ୍ଗଳବାର ଏକ ଆୟୋଜିତ ସମ୍ମିଳନୀରେ ପୂର୍ବତନ ସେନାବାହିନୀ ଅଧିକାରୀ ମେଜର ଦେବେନ୍ଦ୍ର ନାଥ ଦାସ ସୂଚନା ଦେଇ…

Read More
କପ୍ତିପଦାରେ କେନାଲ୍ ପାଣିରେ ବୁଡ଼ି ଯୁବକ ମୃତଦେହ ଉଦ୍ଧାର – ସମୀକ୍ଷା ଖବର

କପ୍ତିପଦାରେ କେନାଲ୍ ପାଣିରେ ବୁଡ଼ି ଯୁବକ ମୃତଦେହ ଉଦ୍ଧାର

ଯଶୋବନ୍ତ ପରିଡା/କପ୍ତିପଦା ଉପଖଣ୍ଡ / ସମୀକ୍ଷା ନ୍ୟୁଜ: ​ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତର କେନାଲ୍ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।​ପ୍ରାପ୍ତ ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରୁ ଯୁବକ ଜଣକ ନିଖୋଜ ଥିଲେ। ପରିବାରବର୍ଗ ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ଆଜି ସକାଳେ ସନ୍ଦେହ ହେବାରୁ କେନାଲର ଜଳପ୍ରବାହ ବନ୍ଦ କରାଯାଇ ଖୋଜାଖୋଜି କରାଯାଇଥିଲା। ଫଳରେ କେନାଲ୍ ପୋଲ ନିକଟରୁ ଯୁବକଙ୍କ…

Read More